/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678972606.jpg)
Driver Protest
ଡ୍ରାଇଭର ସଂଘର ଆନ୍ଦୋଳନକୁ ନେଇ ଉଗ୍ର ହେଉଛି ମୁହାଁମୁହିଁ ସ୍ଥିତି । ବ୍ରହ୍ମପୁର ନିକଟରେ ଆନ୍ଦୋଳନରତ ଡ୍ରାଇଭର ସହ ମୁହାଁମୁହିଁ ହୋଇଛନ୍ତି ପୋଲିସ । ଆନ୍ଦୋଳନରତ ରାସ୍ତାରେ ବିଭିନ୍ନ ଗାଡ଼ି ଅଟକାଇବା ବେଳେ ପୋଲିସ- ଡ୍ରାଇଭର ମୁହାଁମୁହିଁ ହୋଇଛନ୍ତି । ବାହାର ଗାଡ଼ିକୁ ଅଟକାଇବା ବେଳେ ଏଭଳି ସ୍ଥିତି ଉପୁଜିଛି । ସ୍ଥିତି ଏପରି ହୋଇଛି ଯେ, ବ୍ରହ୍ମପୁରରେ ଆନ୍ଦୋଳକାରୀଙ୍କୁ ଲାଠି ଧରି ଘଉଡ଼ାଇଛି ପୋଲିସ । ସହର ଉପକଣ୍ଠ ପକୋଡ଼ିବନ୍ଧ ଛକରେ ଉପୁଜିଛି ଏଭଳି ପରିସ୍ଥିତି । ସେପଟେ ଡ୍ରାଇଭରଙ୍କ ଆକ୍ରମଣରେ କିଛି ପୋଲିସ ଆହତ ହୋଇଥିବା ସୂଚନା ।
Advertisment
ଅଧିକ ପଢ଼ନ୍ତୁ: ଡ୍ରାଇଭର ଆନ୍ଦୋଳନ,କେହି କୁଆଡ଼େ ଯାଇ ପାରୁନାହାନ୍ତି, ଫସିଛନ୍ତି ପର୍ଯ୍ୟଟକ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)