୨୦୦୮ ମସିହାରେ ବିଶ୍ୱର ଆର୍ଥିକ ସଙ୍କଟ ପରେ ଆମେରିକା ବ୍ୟାଙ୍କିଂ କ୍ଷେତ୍ରରେ ଏହା ଏକ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ପାଇଁ ଏକ ଖରାପ ଖବର ଆସିଛି ।
କିଛି ବର୍ଷ ପରେ ପୁଣି ଚର୍ଚ୍ଚାର ପରିସରକୁ ଫେରିଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳର ଆର୍ଟ ଗେଟ୍ । ୟେସ୍ ବ୍ୟାଙ୍କ ଘୋଟାଲାରେ ଗିରଫ ସିଇଓ ରାଣା କପୁର୍ ପଦ୍ମଭୂଷଣ ପୁରସ୍କାର ପାଇବାକୁ ଏକ ପେଣ୍ଟିଂ କିଣିବା ନାଁରେ ପ୍ରିୟଙ୍କା ଗାନ୍ଧିଙ୍କୁ ୨ କୋଟି ଟଙ୍କା ଦେଇଥିଲେ ବୋଲି ହୋଇଥିବା ଅଭିଯୋଗ, ଏବେ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ସ୍ଥାନ ପାଇଛି ।
ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ଭାରତୀୟ ଡାକ ସେବାରେ କରିପାରିବେ ଚାକିରି। ମାସିକ ଦରମା ୬୦ ହଜାର ଉପରେ ମିଳିବ।
ଧୀରେ ଧୀରେ କଥା ଏମିତି ବଢ଼ିଥିଲା ଯେ, ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ । ପରେ ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ସହ ଉଭୟ ପରିବାରକୁ ଡକାଇ ପଚରାଉଚରା କରିଥିଲା ।
‘ମିଛ କହି ବିଶ୍ୱାସରେ ବିଷ ଦେଇଛନ୍ତି । ମଣିଷ ନୁହେଁ ସେ ପାଷାଣ . . ଏବେ ମୁଁ ବେସାହାରା । ’
ଏଠି ଅନେକ ବୈଚିତ୍ର ଦେଖାଯାଏ। କେହି କେହି ନିଜ ଖୁସି ପାଇଁ ଅନେକ ଅଜବ କଥାକୁ ଆପଣେଇ ନେଉଥିବା ବେଳେ ଆଉ କାହାକୁ ପରିସ୍ଥିତି ବାଧ୍ୟକରେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନେକେଡ୍ କ୍ଲିନର୍ ଭାବେ କାମ କରନ୍ତି।
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବନ୍ଧା ହୋଇଥିବା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜଗବନ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।
ବନ୍ଦେଭାରତ ଏକ୍ସପ୍ରେସ୍ । ଭାରତର ଦ୍ରୁତଗାମୀ ଟ୍ରେନ୍ । ଆଉ ସେହି ଟ୍ରେନର ଏବେ ସାରଥୀ ହୋଇଛନ୍ତି ଜଣେ ମହିଳା । ଆପଣ କହିପାରନ୍ତି ଆଜିକାଲି ଅନେକ ମହିଳା ଲୋକୋ ପାଇଲଟ୍ ହୋଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ସୁରେଖାଙ୍କୁ ନେଇ ଏଇଥି ଲାଗି ଚର୍ଚ୍ଚା ହେଉଛି କାରଣ ସେ ବନ୍ଦେ ଭାରତ ଏକ୍ସପ୍ରେସ ପରି ଦ୍ରୁତଗାମୀ ଟ୍ରେନ୍କୁ ସୁରୁଖୁରୁରେ ଚଳାଉଛନ୍ତି ।
ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।
୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ ।
ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିବା ଦଣ୍ତନୀୟ । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ୨୮ ବର୍ଷୀୟ ଯୁବକ ଦୁଇଟି ବିବାହ କରି ମଧ୍ୟ ଉଭୟଙ୍କ ସହ ଖୁସିରେ ରହୁଛନ୍ତି ।
ଆମୀରଙ୍କ ବ୍ୟକ୍ତିଗତ ଜୀବନ ଅନେକ ଦୁଃଖରେ ପରିପୂର୍ଣ୍ଣ। ଦର୍ଶକଙ୍କ ପାଇଁ ରୋମାଣ୍ଟିକ୍ ଆଇକନ୍ ସାଜିଥିବା ଆମୀର ନିଜ ପ୍ରେମ ଜୀବନରେ ବିଫଳ ହୋଇଥିବା ଦେଖାଯାଏ। ପ୍ରେମ କରି ୨ଟି ବିବାହ କରିଥିଲେ ବି ଉଭୟଙ୍କ ମଧ୍ୟରେ ହୋଇଥିଲା ଫାଟ। ଏବେ ସେ ଏକାକୀ ଜୀବନ ବିତାଉଛନ୍ତି। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା...
ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତା’ର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ ।
୫ ବର୍ଷରୁ କମ୍ ବୟସର ପିଲା ଏହି H3N2 ଇନ୍ଫ୍ଲୁଏନ୍ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି ।
ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।
ସାରା ବିଶ୍ୱରେ ଆଜି ଖାଉଟି ଅଧିକାର ଦିବସ ପାଳନ କରାଯାଉଛି । ଖାଉଟି ସୁରକ୍ଷା ତତ୍ତ୍ୱ ଆମେରିକାରେ ପ୍ରଥମେ ସୃଷ୍ଟି ହୋଇଥିଲା ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜିଠୁ ପଶ୍ଚିମା ଝଡ଼ ସମ୍ଭାବନା । ୨ ଦିନ ଯାଏଁ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।
୧୦ ଦଫା ଦାବିରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଧର୍ମଘଟ ନିଷ୍ପତ୍ତିରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ ।
ଆଜିକାଲି ଲୋକମାନେ ଥଣ୍ଡା ସମସ୍ୟାରେ ପୀଡିତ ହେଉଛନ୍ତି। ଏହାକୁ ଠିକ୍ ସମୟରେ ଦୂର କରା ନ ଗଲେ ଏହା ଫ୍ଲୁ ଏବଂ ବ୍ରୋଙ୍କୋନିମୋନିଆର ରୂପ ନେଇଥାଏ। ଥଣ୍ଡାରୁ ମୁକ୍ତି ପାଇଁ ଏମିତି କିଛି ପ୍ରଭାବଶାଳୀ ଯୋଗ ଅଛି, ଯାହା କରି ଆପଣ ଯଥାଶୀଘ୍ର ଭଲ ହୋଇପାରିବେ। ଆସନ୍ତୁ ଜାଣିବା…
ପୋଲିସ ମଧ୍ୟ ଏଭଳି ଚିନ୍ତାଧାରା ଦେଖି ଆଶ୍ଚର୍ଯ୍ୟ । ତେବେ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ଧୂଆଁମୟ ସାରା ପରିବେଶ । ଛାରଖାର୍ ହେଉଛି ଶହ ଶହ ହେକ୍ଟର ଜଙ୍ଗଲ । ତ୍ରାହି ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ତତ୍ପରତା ।
ଘରେ ରୋଗୀଣା ବାପା । ତେଣୁ ଅଧାରୁ ପାଠ ଛାଡି ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି ଅସୀମ ।