ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ଧୂଆଁମୟ ସାରା ପରିବେଶ । ଛାରଖାର୍ ହେଉଛି ଶହ ଶହ ହେକ୍ଟର ଜଙ୍ଗଲ । ତ୍ରାହି ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ତତ୍ପରତା ।
ଘରେ ରୋଗୀଣା ବାପା । ତେଣୁ ଅଧାରୁ ପାଠ ଛାଡି ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି ଅସୀମ ।
ଓଡ଼ିଶା ଜଙ୍ଗଲରୁ ସଫା ହୋଇଯିବେ କି ଗଜରାଜ ? ଆଉ ବଣରେ ନୁହେଁ ବହି ଚିତ୍ରରେ ସୀମିତ ହୋଇଯିବେନି ତ ସ୍ଥଳଭାଗର ଏ ବଡ଼ ଜୀବ ? ପ୍ରଶ୍ନ ଉଠିଛି ବିଧାନସଭାରେ, କାରଣ ହାତୀ ମୃତ୍ୟୁକୁ ନେଇ ରାଜ୍ୟ ସରକାର ରଖିଛନ୍ତି ଅତି ଚିନ୍ତାଜନକ ତଥ୍ୟ ।
ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ତାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବି ବସ ମାଲିକ ସଂଘ ଚିଠି ଲେଖିଛି ।
5T କୁ ନେଇ ବଢିଲା ବିବାଦ । ବିଧାନସଭାରେ ପୁଣି 5T ତାତି । ସ୍କୁଲଗୁଡ଼ିକର 5T ରୂପାନ୍ତୀକରଣକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ବିଧାନସଭାରେ 5T ଏକ ବିଭାଗ କି ବୋଲି ପ୍ରଶ୍ନ ଉଠିଥିବା ବେଳେ ଆଜି 5T ମାଧ୍ୟମରେ ସ୍କୁଲ୍ ରୂପାନ୍ତୀକରଣ ଉପରେ ଉଠିଛି ପ୍ରଶ୍ନ ।
ଏନେଇ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବିବାହରେ ଝିଅ ସିନା କନ୍ୟା ବେଶ ଧରିଥିଲା, କିନ୍ତୁ ବର ଥିଲେ ସ୍ୱୟଂ ଭଗବାନ କୃଷ୍ଣ ।
ବରର ଆଖି ମାଡ଼ି ବସୁଥିଲା । ଆଉ ଶେଷରେ ନିଜକୁ ସମ୍ଭାଳି ନପାରି ବେଦୀରେ ଶୋଇପଡ଼ିଲା ।
ମାଟ୍ରିକ ଡ୍ରପଆଉଟ ପିଲା ଦେବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା ଦେଇଛନ୍ତି ।
ମାନସିକ ଅବସାଦ ଏମିତି ଏକ ବ୍ୟାଧି ଯାହା ନିଜର ଅନୁଭବ, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଶିକାର ହୋଇଥିବା ଲୋକେ କ୍ରମାଗତ ଭାବେ ଦୁଃଖ, କାମ ପ୍ରତି ଅନାଗ୍ରହର ସମ୍ମୁଖୀନ ହୁଅନ୍ତି। ତେବେ ଆସନ୍ତୁ ପ୍ରତି ସକାଳେ ଏହି ୬ଟି ଅଭ୍ୟାସକୁ ଜାରି ରଖିବା ଆଉ ଅବସାଦରୁ ମୁକ୍ତି ପାଇବା।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଧନ୍ୟବାଦ ଜଣାଇବା ଆଳରେ କେନ୍ଦ୍ରକୁ ଟାଗେର୍ଟ କରିଛନ୍ତି । ଓସ୍କାର ପାଇଁ କୌଣସି ଦଳ ବି ଶ୍ରେୟ ନେବା ଉଚିତ ନୁହେଁ । ସମସ୍ତେ ଭାରତର ଓସ୍କାର ବୋଲି ଗର୍ବ ଅନୁଭବ କରିବା ଜରୁରୀ ବୋଲି ସେ ଦୋହରାଇଥିଲେ ।
ନିଜ ପୁଅ କିମ୍ବା ଝିଅକୁ ଯେତିକି ଯତ୍ନ ନିଆଯାଇଥାଏ, ଘରେ ପୋଷାଯାଇଥିବା କୁକୁରର ବି ସେତିକି ଯତ୍ନ ନିଆଯାଏ ।
ଦେବ ଆନନ୍ଦଙ୍କୁ ତାଙ୍କ ସମୟରେ ଏକ ଫ୍ୟାଶନ ଆଇକନ୍ ଭାବେ ବିବେଚନା କରାଯାଉଥିଲା। ସେ ଧଳା ସାର୍ଟ ଉପରେ କଳା କୋଟ ପିନ୍ଧି ସର୍ବସାଧାରଣ ଜାଗାକୁ ଯିବାକୁ ପସନ୍ଦ କରୁଥିଲେ। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ କୋର୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଲା। ତାଙ୍କ ପୋଷାକ ଉପରେ ଲାଗିଲା କଟକଣା।
ଢେଙ୍କାନାଳ ଜିଲ୍ଲାରେ ଚାଷ କରି ସାଉଁଟିଛନ୍ତି ଅନେକ ପ୍ରଶଂସା
ରବିବାର ପଞ୍ଜାବ ଅମୃତସର୍ରୁ କୋଲକାତାକୁ ଆସୁଥିବା ଅକଲ୍ ତଖ୍ତ ଏକ୍ସପ୍ରେସର ଟିଟିଇଙ୍କ ବିରୁଦ୍ଧରେ ଯାତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଟ୍ରେନ ଚାଲୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଟିଟିଇ ଶୋଇଥିବା ମହିଳା ଯାତ୍ରୀଙ୍କ ମୁଣ୍ତ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଛି ।
ଛୁଆ ନଖାଇବାରୁ ଏଥିରେ ରାଗିଯାଇ ଜଣେ ମହିଳା ନିଜର ୨ କଅଁଳ ଶିଶୁଙ୍କୁ କୂଅରେ ଫିଙ୍ଗିବା ସହ ନିଜେ ମୋଟର ପମ୍ପ ରୁମ୍ରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି।
ଖୁସିରେ ରହିବା ପାଇଁ ଜଣେ ଭଣ୍ଡ ବାବାଙ୍କ ପରାମର୍ଶ କ୍ରମେ ଶନିଦେବଙ୍କୁ ମାଂସ ମାଳ ଅର୍ପଣ କରିବାକୁ ଉଦ୍ୟମ ।
ପ୍ରତିବର୍ଷ ୧୪ ମାର୍ଚ୍ଚରେ ସମଗ୍ର ବିଶ୍ୱରେ ‘ପାଇ ଡେ (π)’ ପାଳନ କରାଯାଏ। ‘ପାଇ’ର ଆନୁମାନିକ ମୂଲ୍ୟ - ୩.୧୪ ଆଧାରରେ ପାଳନ କରାଯାଏ, ଯାହାକୁ ମାସ / ଦିନ (୩/୧୪) ଫର୍ମାଟ୍ରେ ଲେଖାଯାଏ। ତେବେ ଆସନ୍ତୁ ଜାଣିବା ‘ପାଇ’ କ’ଣ ଓ ଏହା ସହିତ ଜଡିତ କିଛି ରୋଚକ କଥା।
ଭାରତ ସରକାରଙ୍କ ପରମାଣୁ ଉର୍ଜା ବିଭାଗ ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଦ୍ୱାଦଶ ପାସ୍ ଠାରୁ ଇଞ୍ଜିନିୟରିଂ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…
ଏୟାରହୋଷ୍ଟେସ୍ ଅର୍ଚ୍ଚନା ଧିମନ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ଆଦେଶଙ୍କୁ ପୋଲିସ୍ ଗିରଫ କରିଛି। ବେଙ୍ଗାଲୁରୁରେ ଏକ ରେସିଡେନ୍ସିଆଲ୍ ବିଲ୍ଡିଂର ୪ର୍ଥ ମହଲା ବାଲ୍କୋନିରୁ ଅର୍ଚ୍ଚନା ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ବଲିଉଡ୍ର ଆକ୍ସନ୍ ଡାଇରେକ୍ଟରଙ୍କ କଥା ଭାବିଲେ ପ୍ରଥମେ ମନେପଢନ୍ତି ରୋହିତ ଶେଟ୍ଟୀ। ଆଜି ସେ ବଲିଉଡ୍ର ଜଣେ ଆଗ ଧାଡିର ନିର୍ଦ୍ଦେଶକ ଆଉ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। କିନ୍ତୁ ଦିନ ଏମିତି ଥିଲା ତାଙ୍କୁ ପେଟ ପାଇଁ ସଂଘର୍ଷ କରିବାକୁ ପଡୁଥିଲା। ମିଳୁଥିଲା ମାତ୍ର ୩୫ ଟଙ୍କା…
ଘରୋଇ ବସ୍ ଆସନ୍ତାକାଲି ଚାଲିବ ସ୍ପଷ୍ଟ କଲା ମାଲିକ ସଂଘ
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୯୮୦ ଟଙ୍କା ହୋଇଛି।
ଦ୍ୱାଦଶ ପରୀକ୍ଷାରେ କମ୍ ନମ୍ବର ରଖିଥିଲା କନ୍ୟା। ଏହା ଜାଣିବା ପରେ ସହଜେ ହଜମ କରିପାରିଲାନି ବର। ଶେଷରେ ବାହାଘର ଭାଙ୍ଗି ଦେଲା।