ତୃତୀୟ ଦିନରେ ବି ସନ୍ତୁଳି ହେଉଛନ୍ତି ସାଧାରଣ ଜନତା । ଇନ୍ଧନ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଯାତ୍ରୀ ପରିବହନ ସବୁଠି ପ୍ରଭାବ ।
୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।
ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ । ସେହିପରି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଅଗ୍ରୀମ ଟଙ୍କା ଦେବେ ସରକାର ।
ମଣିଷ ଶରୀର ଠିକ୍ ମେସିନ୍ ପରି । ମଣିଷ ଚାଲିବାକୁ ହେଲେ ଶକ୍ତିର ଆବଶ୍ୟକତା ରହିଛି । ଖାଦ୍ୟ ରୂପକ ଉର୍ଜା ଦ୍ୱାରା ମଣିଷ ଶକ୍ତି ପାଇବା ସହ ସମସ୍ତ କାମ କରିବାରେ ସକ୍ଷମ ହୋଇଥାଏ ।
ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।
କେରଳର ଜଣେ ଶ୍ରମିକଙ୍କ ଭାଗ୍ୟରେ ଫୁଟିଛି ଲଟେରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥରକେ ୭୫ ଲକ୍ଷ ଟଙ୍କାର ଲଟେରୀ ଲାଗିଛି ।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଜଲୱା ଦେଖାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି ଓ ଓ ମହମ୍ମଦ ସିରାଜ।
ଅତୀତରେ ‘ସୁକନ୍ୟା ଯୋଜନା’କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିବା ବେଳେ ବର୍ତ୍ତମାନ ‘ଭାଗ୍ୟଲକ୍ଷ୍ମୀ ଯୋଜନା’ ଆଣିପାରେ ଝିଅମାନଙ୍କ ପାଇଁ ବିଶେଷ ଖୁସି ।
ବଲିଉଡ୍ ଦୁନିଆରେ ବିଦ୍ୟୁତ ଜାମୱାଲ-ନନ୍ଦିତା ମହତାନୀଙ୍କ ବ୍ରେକଅପ୍ ଖବର ବୃଦ୍ଧି ପାଇବାରେ ଲାଗିଛି। ତାଜମହଲରେ ରୋମାଣ୍ଟିକ୍ ଷ୍ଟାଇଲ୍ରେ ହୋଇଥିଲା ଏନ୍ଗେଜ୍ମେଣ୍ଟ୍।
୩ ଦିନ ହେବ ଚାଲିଥିବା ଆନ୍ଦୋଳନ ସ୍ଥଗିତ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ ସୂଚନା ଦେଇଛନ୍ତି ।
ଚେନ୍ନାଇ କୋଲାଟୁରରେ ଏବେ ଏକ ସ୍ୱୟଂଚାଳିତ ବିରିୟାନୀ ମେସିନକୁ ବାଇ ଭେଟୁ କଲ୍ୟାଣମ୍ କିମ୍ବା ବି.ଭି.କେ ବିରିୟାନି ଦ୍ୱାରା ଲଞ୍ଚ କରାଯାଇଛି । ଯେଉଁଥରୁ ବିରିୟାନୀ ଲଭର୍ ସହଜରେ ଏବଂ କିଛି ସମୟ ମଧ୍ୟରେ ଗରମ ଓ ତାଜା ବିରିୟାନୀର ମଜା ନେଇପାରିବେ ।
ଖାଲି ସେତିକି ନୁହେଁ ସଂସ୍ଥା ପକ୍ଷରୁ ସକାଳୁ ସକାଳୁ ଆସିଥିବା ଏହି ସର୍ପ୍ରାଇଜ୍ ହଲିଡେ ମେଲ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି ।
ବର୍ତ୍ତମାନ ପରୀକ୍ଷାର ଋତୁ। ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି। ଆପଣ ଜାଣିଛନ୍ତି କି, ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା…
ମାର୍ଚ୍ଚ ୧୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ମହିଳା ଜଣକ ଟାବ୍ଲେଟ୍ ଖାଇଥିବା ବେଳେ ପରଦିନ ସକାଳ ପର୍ଯ୍ୟନ୍ତ ସେ ଜୀବିତ ଥିଲେ । ଆଉ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ ।
ଯେଉଁ ସବୁ କଥା ଜୟରାମ ରମେଶ କହିଲେ ସେହି କଥାକୁ ନେଇ ଏବେ ରାହୁଲ ଗାନ୍ଧି ଟ୍ରୋଲ୍ ହେଉଛନ୍ତି । ଟ୍ରୋଲରଙ୍କ ମୁଖ୍ୟ ଟାର୍ଗେଟ୍ ହେଲା ଯେ, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁ ବସିଛନ୍ତି । କିନ୍ତୁ ଏମିତି ଭୁଲ କରୁଛନ୍ତି ।
IAFରେ ଅଗ୍ନିବୀର ହେବାକୁ ଯୋଜନା କରୁଥିବା ଯୁବକମାନଙ୍କ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ବାୟୁସେନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।
ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ତାଙ୍କର ପତ୍ନୀ ଏବଂ ତାଙ୍କ ସନ୍ତାନମାନଙ୍କର ମା’ ପ୍ରକୃତରେ ତାଙ୍କ ନିଜ ରକ୍ତର ଭଉଣୀ । ଏହାପରେ ତାଙ୍କ ବୈବାହିକ ଜୀବନ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଥିଲା ।
ପ୍ରତିଶ୍ରୁତି ନୁହେଁ ଆନ୍ଦୋଳନରତ ଡ୍ରାଇଭର ଘୋଷଣା ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିବାକୁ ଆନ୍ଦୋଳନରତ ଡ୍ରାଇଭର କହିଛନ୍ତି। ଆଉ ପ୍ରତିଶ୍ରୁତି ନୁହେଁ, ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଦାବି ହୋଇଛି।
ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କର ନୂଆ ନୂଆ ଲୁକ୍ ଦେଖିବା ପାଇଁ ସବୁବେଳେ ପାଗଳ ହୋଇଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଶେୟାର ହୋଇଛି ଯାହାକୁ ନେଇ ସେ ପରିହାସର ପାତ୍ର ହେଉଛନ୍ତି। ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ।
ବ୍ରେକ୍ଅପ୍ ପରେ ସମ୍ପୃକ୍ତ ଯୁବକ ୨୫ ହଜାର ଟଙ୍କା ପାଇଛନ୍ତି। ପ୍ରେମିକା ପ୍ରତାରଣା କରିବା ପରେ ତାଙ୍କୁ ଏହି ଟଙ୍କା ମିଳିଛି। ତେବେ ଏହି ଟଙ୍କା ବୀମା ରାଶି ଭାବେ ଯୁବକଙ୍କୁ ମିଳିଛି।
ଗୁଜରାଟରେ ରହୁଥିବା ଜଣେ ଠକକୁ Z+ ସିକ୍ୟୁରିଟି ସାଙ୍ଗକୁ ବୁଲେଟ୍ ପ୍ରୁଫ୍ ଏସ୍ୟୁଭି ଗାଡ଼ି ଓ ପଞ୍ଚତାରକା ହୋଟେଲରେ ରହଣୀ ସୁବିଧା । ତାହା ପୁଣି ଜମ୍ମୁ କାଶ୍ମୀର ଭଳି ଉତ୍ତେଜନାପ୍ରବଣ ଅଞ୍ଚଳରେ । ଜାଣନ୍ତୁ ପୂରା ଘଟଣା..
ମହିଳାଙ୍କୁ ହତ୍ୟା ପରେ ତାଙ୍କ ହାର୍ଟକୁ କାଟି ଆଳୁ ପକାଇ ରାନ୍ଧିଲା ଓ ଏହାକୁ ପରିବାର ଲୋକଙ୍କୁ ଖାଇବାକୁ ଦେଲା। ଖାଲି ଏତିକି ନୁହେଁ ସେମାନଙ୍କୁ ହତ୍ୟା ମଧ୍ୟ କଲା।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ୨୮ କିଲୋମିଟର ଚାଲିଲା ବର। ବରଯାତ୍ରୀଙ୍କ ସହ ବର ନିଜ ଗାଁରୁ ବାହାରି ଚାଲିଚାଲି କନ୍ୟା ଘରେ ପହଞ୍ଚିଥିଲା।
ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ପରେ ନିଜସ୍ୱ ଖର୍ଚ୍ଚରେ ଘର ପାଖରେ ଏକ ମେସିନ ପକାଇଲେ । ଆଉ ଧୂପକାଠି ତିଆରି କରିବା ଆରମ୍ଭ କରିଦେଇଥିଲେ । ଠିକ୍ ଏତିକିବେଳେ ତାଙ୍କୁ ବୁଷ୍ଟରଡୋଜ୍ ପରି କାମ ଦେଇଥିଲା ପିଏମଜିପି ସ୍କିମ୍ । ଏହି ସ୍କିମରୁ ସେ ନିଜର କ୍ଷୁଦ୍ରଶିଳ୍ପକୁ ଆଗକୁ ବଢାଇବା ସହିତ ସ୍ଥାନୀୟ ଅଂଚଳର ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ରୋଜଗାର ।