ବିଜେଡି ନେତାଙ୍କ ମନ୍ତବ୍ୟ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀକରଣ ଦେବା ଦରକାର କହିଲେ ସାଲୁଜା ।
‘ଆଦିପୁରୁଷ’କୁ ନେଇ ଦର୍ଶକମାନେ କହିଛନ୍ତି ଯେ ଫିଲ୍ମର ୬୦୦ କୋଟି ଟଙ୍କା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଏହା ଏକ ଆପ୍ରେ ତିଆରି ହୋଇଥିବା ଫିଲ୍ମ ପରି ଲାଗୁଛି। ଆସନ୍ତୁ ଜାଣିବା ଏହି ୬୦୦ କୋଟି ଟଙ୍କା କିପରି ଖର୍ଚ୍ଚ ହେଲା।
ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି ଯେ ଗୀତା ପ୍ରେସ କେବେ କୌଣସି ପ୍ରକାର ପୁରସ୍କାର ଗ୍ରହଣ କରିନାହିଁ । କିନ୍ତୁ ଏଥର ପରମ୍ପରାକୁ ଭାଙ୍ଗି କେବଳ ସମ୍ମାନ ଗ୍ରହଣ କରିବ ।
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କ୍ୟାମେରାରେ କଏଦ ପ୍ରକୃତିର ତାଣ୍ଡବ ଦୃଶ୍ୟ ।
ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନା ହେବେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ପରବର୍ତ୍ତୀ ମୁଖ୍ୟ।
ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହେବାସହ ୭୦ଜଣ ଅହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୁଡାଲୋର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
'ଆଦିପୁରୁଷ' ପୂର୍ବରୁ ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା ଏମିତି ଏକ ଫିଲ୍ମ। ଏଥିରେ ଜିତେନ୍ଦ୍ର ଓ ଜୟାପ୍ରଦାଙ୍କୁ ରାମ-ସୀତା ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥିଲା। ଜାଣିଛନ୍ତି ଏହି ଫିଲ୍ମ କ’ଣ?
UPI ଦ୍ୱାରା ଗୋଟିଏ ବ୍ୟାଙ୍କରୁ ଅନ୍ୟ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ପଠାଯାଇଥାଏ । ହେଲେ ସେହି କାମକୁ ଯଦି ଆପଣ UPI Lite ଦ୍ୱାରା କରନ୍ତି ତେବେ ଆପଣଙ୍କୁ କିଛି ଭିନ୍ନ ଉପାୟ ଆପଣେଇବାକୁ ପଡ଼ିଥାଏ।
ଚୋରି କରିବା ପାଇଁ ଟ୍ରେନ୍ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ।
‘ହସନା ଜରୁରୀ ହେ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରାଯାଇଛି । ଭିଡିଓର କ୍ୟାପସନ୍ରେ ‘ଦିଲ୍ଲୀ ମେଟ୍ରୋର କଥା କିଛି ଅଲଗା’ ବୋଲି ଲେଖାଯାଇଛି ।
କିଛି ହୋଟେଲ୍ ରୁମ୍ରେ ସିକ୍ରେଟ୍ କ୍ୟାମେରା ଲାଗିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ୟାମେରା ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଫଟୋ ଓ ଦୃଶ୍ୟ ସବୁ ରେକର୍ଡ କରାଯାଇଥାଏ ଓ ପରେ ସେମାନଙ୍କୁ ବ୍ଲାକ୍ମେଲିଂ କରାଯାଇ ଟଙ୍କା ଆଦାୟ କରିଥାନ୍ତି କିଛି ଅସାଧୁ ପ୍ରକୃତିର ଲୋକ।
ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରୁହନ୍ତି। ପନ୍ଦର ଦିନ ପାଇଁ ଭକ୍ତମାନେ ତାଙ୍କର ଦର୍ଶନରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଏ।
ଭାରତୀୟ ‘ବର୍ଫି’ର ମଜା ନେଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି । ତାହାକୁ ପୁଣି ପ୍ରସ୍ତୁତ କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମା’ ।
ଡାକୁ ହସିନାଙ୍କୁ ଧରିବା ପଞ୍ଜାବ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ତାଙ୍କୁ ଧରିବାରେ ବହୁତ ସାହାଯ୍ୟ କଲା ୧୦ ଟଙ୍କିଆ ‘କୋଲ୍ଡ ଡ୍ରିଙ୍କସ୍’ ।
ପ୍ରଥମେ ରାମଲାଲ୍ ୨୦୧୯ରେ NEET ପରୀକ୍ଷାରେ ପ୍ରଥମ ପ୍ରୟାସ କରିଥିଲେ । ହେଲେ ସେତେବେଳେ ସେ ସଫଳ ହୋଇପାରିନଥିଲେ । ମୋଟ୍ ୭୨୦ ମାର୍କରୁ ୩୫୦ ମାର୍କ ପାଇଥିଲେ ରାମଲାଲ୍ ।
ଭୁବନେଶ୍ୱରରେ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭବାନୀ ମଲ୍ ନିକଟରେ ଥିବା ଏହି ବାର୍ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
୧୬୪ କି.ମି. ଲମ୍ବ କୋରାପୁଟ-ରାୟଗଡ଼ା ରେଳପଥ। ପ୍ରକୃତି କୋଳରେ ରେଳଯାତ୍ରା ଯେତିକି ରୋମାଞ୍ଚକର ଅନୁଭୂତି ଦେଇଥାଏ, ସେତିକି ପାଦେ ପାଦେ ବିପଦ ମଧ୍ୟ ରହିଛି।
ଆମେ ଅନେକ ଭୁଲ ଖାଦ୍ୟ ଖାଇଥାଉ, ଯେଉଁଥିପାଇଁ ଅନ୍ତନଳୀ ପାଇଁ ହଜମ କରିବାରେ ବହୁତ ଅସୁବିଧା ହୋଇଥାଏ ଏବଂ ଏହା ଅନ୍ତଃ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ। ଆସନ୍ତୁ ଏମିତି ୫ ପ୍ରକାର ଖାଦ୍ୟ ବିଷୟରେ ଜାଣିବା ଓ ତୁରନ୍ତ ଛାଡିବା।
ସଇତାନ ସ୍ୱାମୀ। ନିଜ ହାତରେ ନିଜେ ସ୍ତ୍ରୀକୁ ହତ୍ୟା କଲା।
ମୁମ୍ବାଇର ସୁବୁରବନ୍ ଗୋବନ୍ଦୀ ଅଞ୍ଚଳରେ ଥିବା ଗୋଟାଏ ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତର ସାଜି ଜଣେ ମହିଳାଙ୍କ ସହିତ ଅସଦାଚରଣ କରୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି ।
୧୮ ବର୍ଷୀୟା ମହିଳା ଓ ତାଙ୍କର ୨୧ ବର୍ଷୀୟ ପ୍ରେମିକକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ୟା ପରେ ସେମାନଙ୍କର ମୃତଦେହକୁ କୁମ୍ଭୀର ଥିବା ନଦୀକୁ ପରିବାର ଲୋକ ଫିଙ୍ଗି ଦେଇଥିଲେ।
5T ସଚିବଙ୍କୁ ବିରୋଧୀ ଟାର୍ଗେଟ ପରେ ଥମୁନି ରାଜନୀତି । ଟ୍ୱିଟ୍ କରି ପ୍ରଶ୍ନ ଉଠାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ସହରରେ ପଶିଲା ମଣିଷମରା ହାତୀ। ଆତଙ୍କରେ ଥରହର ସହରବାସୀ। ଧର୍ମଗଡ଼ ସହରରେ ଅଚାନକ ହାତୀ ବୁଲୁଥିବା ଦେଖାଯିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...