ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର
ଚନ୍ଦ୍ର- ମିଥୁନ ଦିବା ୧୦.୧୩ ଗତେ କର୍କଟ
ତିଥି- ୪ର୍ଥୀ ଦିବା ୦୩.୩୧ ଗତେ ୫ମୀ
Also Read
ଘାତବାର- ବିଛା, ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୪୦ ପର୍ଯ୍ୟନ୍ତ
ଶୁଭ ସମୟ
ପ୍ରାତଃ- ୦୬.୦୮ ରୁ ୦୬.୫୧
ପ୍ରାତଃ- ୦୭.୩୫ ରୁ ୦୮.୫୧
ଦିବା-୧୧.୫୭ ରୁ ୦୨.୫୧
ଦିବା- ୦୩.୩୫ ରୁ ୦୫.୦୨
ସନ୍ଧ୍ୟା- ୦୫.୫୪ ରୁ ୦୮.୧୯
ରାତ୍ରି- ୧୨.୦୧ ରୁ ୦୧.୪୬
ରାତ୍ରି- ୦୨.୩୯ ରୁ ୦୪.୨୪
ଅଶୁଭ ସମୟ
ରାହୁକାଳ - ଦିବା ୧୦.୧୩ ରୁ ୧୧.୩୫
କାଳବେଳା- ଦିବା ୧୦.୧୩ ରୁ ୧୧.୩୫
ବାରବେଳା- ଦିବା ୦୮.୫୧ ରୁ ୧୦.୧୩
କାଳରାତ୍ରି- ରାତ୍ରି ୦୮.୧୯ ରୁ ୦୯.୫୭