• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Indian Navy To Commission INS Visakhapatnam In Mumbai Today
ଶକ୍ତିଶାଳି ହେବ ନୌସେନା

ଶକ୍ତିଶାଳୀ ହେବ ନୌସେନା । ଜାଣନ୍ତୁ କିପରି ...

vaccination status
ଏବେ ଜାଣନ୍ତୁ, କିଏ କରୋନା ଟିକା ନେଇଛନ୍ତି କି ନେଇ ନାହାନ୍ତି ?

ଏଣିକି ଯେକୌଣସି ବ୍ୟକ୍ତିଙ୍କର ଟିକାକରଣର ସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ମିଳିପାରିବ। ଏନେଇ କୋ ଓ୍ୱିନ୍ ପୋର୍ଟାଲରେ ଏକ ନୂଆ ଫିଚର୍ସ ଯୋଡ଼ି ହୋଇଛି।

Mask With Electronic Device Seized From Candidate Appearing For Recruitment Exam In Maharashtra
କପି ପାଇଁ ନୂଆ ବାଟ

ପରୀକ୍ଷାରେ କପି କରିବା ପାଇଁ ନୂଆ ତରିକା । ଭିଡିଓରେ ଦେଖନ୍ତୁ କପିର ନୂଆ ତରିକା କଣ ରହିଛି

Heavy Rains Lash Andhra Pradesh | Rescue Operation Underway
ଆନ୍ଧ୍ରର ଜଳ ପ୍ରଳୟ ନେଲା ୨୪ ଜୀବନ

ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା । ବର୍ଷା ବିତ୍ପାତରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ନିଖୋଜ ଅଛନ୍ତି ।

Mask With Electronic Device Seized
ସିମ୍‌,ବ୍ୟାଟେରୀ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷାରେ ପହଞ୍ଚିଲେ ପରୀକ୍ଷାର୍ଥୀ,ତା’ପରେ...

ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷା ହଲ୍‌ରେ ପ୍ରବେଶ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀ ପୋଲିସ୍‌ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ ମାସ୍କରେ ଗୋଟିଏ ସିମ୍ କାର୍ଡ, ମାଇକ୍ ଓ ବ୍ୟାଟେରି ଲାଗିଥିବା ଜଣାପଡ଼ିଥିଲା।

Heavy Rains Lash Andhra Pradesh | Rescue Operation Underway
ଆନ୍ଧ୍ର ବନ୍ୟାରେ ଗଲାଣି ଏତିକି ଜୀବନ ...

ଆନ୍ଧ୍ର ପ୍ରଦେଶରେ ଥମୁନି ଭୟଙ୍କର ବର୍ଷା ବିତ୍ପାତ । ଲଗାଣ ବର୍ଷା ଜାରି ରହିଛି। ରାସ୍ତାଘାଟ, ଘରଦ୍ୱାର, ବ୍ରିଜ୍, ସବୁ ପାଣିରେ ବୁଡି ରହିଛି । ଜାଣନ୍ତୁ ଏହି ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ କେତେଜଣ ପ୍ରାଣ ହରାଇଛନ୍ତି ।

Jyoti Nainwal, Wife Of Kulgam Martyr Deepak Nainwal Joins Indian Army As Officer
ସେନା ଅଫିସର ହେଲେ ସହିଦଙ୍କ ପତ୍ନୀ

ସେନା ଅଫିସର ହେଲେ ସହିଦଙ୍କ ପତ୍ନୀ। ୨୦୧୮ କାଶ୍ମୀର ସେନା ଅପରେସନରେ ସହିଦ ହୋଇଥିବା ଜଣେ ସେନା ଅଫିସରଙ୍କ ପତ୍ନୀ ସେନା ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ଦେଖନ୍ତୁ ଏ ଖବରର ସଂପୂର୍ଣ୍ଣ ଭିଡିଓ..।

Sachin Pilot & Ashok Gehlot
ଆଜି ବଦଳିବ ରାଜସ୍ଥାନ ମନ୍ତ୍ରିମଣ୍ଡଳ, ସ୍ଥାନ ପାଇବେ ପ୍ରଭାବୀ ନେତା ସଚିନ ପାଇଲଟଙ୍କ ୫ ଅନୁଗତ

ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ ଶପଥ ନେବେ। ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି।

Rajasthan Cabinet Reshuffle |  15 New Ministers To Take Oath Today (BAR) Pilot Camp Get 5 Berths
ଆଜି ବଦଳିବ ଗେହଲଟ ସରକାରଙ୍କ ରୂପରେଖ

ଆଜି ବଦଳିବ ରାଜସ୍ଥାନର ଗେହଲଟ୍ ସରକାରଙ୍କ ମନ୍ତ୍ରୀମଣ୍ଡଳ। ଆଜି ଅପରାହ୍ଣରେ ନୂଆ ମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ରହିଛି ।

Rajasthan chief minister Ashok Gehlot
ଏକକାଳୀନ ଇସ୍ତଫା ଦେଲେ ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ

ଗତ ଶୁକ୍ରବାର ୩ ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ପଦରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ଦର୍ଶାଇଥିଲେ ନିଜ ଇସ୍ତଫା ପତ୍ରରେ।

Andhra Pradesh Rain Destruction
ପାଣି ସୂଅରେ ପତର ଭଳି ଭାସୁଛି ଗାଡ଼ିମୋଟର୍

ପାଣି ସୂଅରେ ପତର ଭଳି ଭାସୁଛି ଗାଡ଼ିମୋଟର୍,ବୁଡ଼ି ଯାଉଛି ବଡ଼ ବଡ଼ ବସ୍ : ଧୋଇ ଯାଉଛି ରେଳଧାରଣା, ଚାରିଆଡ଼େ ପାଣି ଆଉ ପାଣି

Delhi Woman Murdered
ପାପ ଜାଣିଦେଲା ସ୍ତ୍ରୀ, ସୁପାରୀ କିଲର୍‌ ଦେଇ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରିବା ପାଇଁ ୨ କଣ୍ଟ୍ରାକ୍ଟ କିଲର୍‌ଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲା ସ୍ୱାମୀ। ହତ୍ୟାକାରୀମାନେ ସମ୍ପୃକ୍ତ ମହିଳାଙ୍କୁ ୧୬-୧୭ ଥର ଛୁରୀ ଭୁସି ହତ୍ୟା କରିଥିବା ଜଣାପଡ଼ିଛି।

WhatsApp conversations
ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ କୋର୍ଟଙ୍କ ବଡ ଶୁଣାଣି: ହ୍ୱାଟ୍ସଆପ୍ ଚାଟ୍‌ରେ ଷଡଯନ୍ତ୍ରର କୌଣସି ଗନ୍ଧ ନାହିଁ

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟର ବଡ ଶୁଣାଣି । ଏହି ମାମଲାର ଅଭିଯୁକ୍ତଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଖଣ୍ତନ କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିଯୁକ୍ତ ଆର୍ୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସପ୍ ଚାଟ୍‌ରେ ମୁମ୍ବାଇ ଡ୍ରଗ୍ସ ମାମଲା ସହ ଜଡିତ କୌଣସି ବାର୍ତ୍ତାଳପ ହୋଇନାହିଁ ବୋଲି କୋର୍ଟରେ କୁହାଯାଇଛି ।

dead man found alive
ମୃତ ଘୋଷଣା କରିବା ପରେ ପୋଷ୍ଟମର୍ଟମ ରୁମ୍‌ରେ ଉଠି ପଡ଼ିଲା ଶବ

ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚେକ୍‌ଅପ୍‌ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜଣାପଡ଼ିଲା ସେ ଜୀବିତ।

varun gandhi
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବରୁଣଙ୍କ ଚିଠି- “୭୦୦ ଚାଷୀ ‘ସହିଦ’, ପ୍ରତ୍ୟେକ ପରିବାରକୁ ୧ କୋଟି କ୍ଷତିପୂରଣ ଦିଆଯାଉ”

ଏମ୍‌ଏସ୍‌ପିକୁ ନେଇ ଆଇନ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯାଉ। ଫଳରେ ଚାଷୀ ଭାଇମାନେ ଆନ୍ଦୋଳନ ସମାପ୍ତ କରି ସମ୍ମାନ ପୂର୍ବକ ଭାବେ ଘରକୁ ଫେରିବେ ବୋଲି ବିଜେପି ସାଂସଦ ବରୁଣ ଗାନ୍ଧି କହିଛନ୍ତି।

Heavy Rains Lash Three Districts In Andhra Pradesh
୮-୯ ଫୁଟ ଲେଖାଏ ପାଣି.. ସବୁ ବୁଡ଼ିଯାଉଛି..ଭାସିଯାଉଛି..

ପ୍ରକୃତି ଯେମିତି ଦାଉ ସାଧୁଛି.. ଏ ଚିତ୍ର ହିଁ ବଖାଣୁଛି ଆନ୍ଧ୍ରର ସ୍ଥିତି.. ଲଗାତର ଲଘୁଚାପ ଜନିତ ବର୍ଷା ପାଇଁ ବେହାଲ ହେଲାଣି ପଡ଼ୋଶୀ ରାଜ୍ୟ..ଆଖି ଆଗରେ ସବୁ ଭାସିଯାଉଛି..ବୁଡ଼ିଯାଉଛି..୧୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ.. ୧୦୦ରୁ ଅଧିକ ନିଖୋଜ୍ ଥିବା ବେଳେ ୧୭ ଜଣ ପ୍ରାଣ ହରେଇଲେଣି... ପଡ଼ୋଶୀ ଆନ୍ଧ୍ରର ଏଭଳି ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ..

Password In India
ଏସବୁ ପାସ୍ଓ୍ୱାର୍ଡ ବ୍ୟବହାର କରୁଛନ୍ତି କି ? ରୁହନ୍ତୁ ସତର୍କ, ନହେଲେ...

ସାଧାରଣତଃ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ଦେଇଥାନ୍ତି, ଯାହାକୁ ସେମାନେ ନିଜେ ସହଜରେ ମନେ ରଖିପାରିବେ। ହେଲେ ଏଭଳି ଦୁର୍ବଳ ପାସ୍‌ୱାର୍ଡ ଯୋଗୁ ହ୍ୟାକର୍ସମାନେ ସହଜରେ ଏହାକୁ ହ୍ୟାକ୍‌ କରି ଦେଇଥାନ୍ତି।

View illuminated ghats riding on hot air balloon on Dev Deepawali in Varanasi
‘ହଟ୍ ଏୟାର୍ ବେଲୁନ୍ ସୋ’ରେ ଝଲସୁଛି ବାରାଣସୀ

ପର୍ଯ୍ୟଟନର ବିକାଶ ପାଇଁ ନିଆରା ପ୍ରୟାସ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ଉତ୍ତରପ୍ରଦେଶ ବାରାଣସୀରେ ଅନୁଷ୍ଠିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେବ ଦୀପାବଳି ପାଇଁ ୩ ଦିନ ଧରି ସକାଳୁ ଚାଲିଥିବା ହଟ୍ ଏୟାର୍ ବେଲୁନ୍ ଫେଷ୍ଟିଭାଲ୍‌ର ମନଲୋଭା ଦୃଶ୍ୟକୁ ବାରାଣସୀ ବାସୀ ଖୁବ୍‌ ଉପଭୋଗ କରିଛନ୍ତି ।

Andhra Pradesh Rain
ପ୍ରବଳ ବର୍ଷା: ଚାଲିଗଲା ୨୪ ଜୀବନ, ୧୦୦ରୁ ଅଧିକ ନିଖୋଜ

ଉପକୂଳ ଆନ୍ଧ୍ରପ୍ରଦେଶରେ ହୋଇଥିବା ବର୍ଷା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ବିତ୍ପାତ ଯୋଗୁ ଏଯାଏଁ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଅଧିକ ନିଖୋଜ ଅଛନ୍ତି।

Cong To Celebrate \'Kisan Vijay Diwas\' Nationwide On Saturday
ଆଜି କଂଗ୍ରେସ ପାଳୁଛି କିଷାନ୍ ବିଜୟ ଦିବସ

କୃଷି ଆଇନ୍ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଜି କିଷାନ ବିଜୟ ଦିବସ ପାଳନ କରୁଛି କଂଗ୍ରେସ.. ଏଥିପାଇଁ ସବୁ ରାଜ୍ୟରେ କିଷାନ ବିଜୟ ରାଲି କିମ୍ବା କିଷାନ ବିଜୟ ସଭାର ଆୟୋଜନ କରିବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି..

Andhra Pradesh Witnesses Rain Havoc & Flood Fury
ଭାସୁଛି ଆନ୍ଧ୍ର, ଚାରିଆଡ଼େ ବନ୍ୟା

ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା.. ଲଗାତର ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତ ଯୋଗୁଁ ଏଯାଏଁ ୩ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ନିଖୋଜ ଅଛନ୍ତି..

Kisan Vijay Diwas
ସାରା ଦେଶରେ କଂଗ୍ରେସ ପାଳିବ କିଷାନ ବିଜୟ ଦିବସ

କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ବିୟୋଗ ହୋଇଛି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।

farm laws
ଚାଷୀ କହିଲେ ବର୍ଷକର ତପସ୍ୟା ପୂରଣ ହେବାକୁ ଯାଉଛି

ବର୍ଷାଧିକ କାଳ ଧରି ଚାଲିଛି ବାଦ ବିବାଦ, ଆନ୍ଦୋଲନ ହଙ୍ଗାମା। ଉଚ୍ଛେଦ ହେଉ ୩ କୃଷି ଆଇନ୍। ଆଉ ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର।

Andhra Pradesh Flood
ପ୍ରବଳ ବର୍ଷା ! ବନ୍ୟା ପରିସ୍ଥିତି; ପାଣି ସୁଅରେ ଭାସିଗଲାଣି ତିନି ଜୀବନ, ଗୋରୁ ଗାଈ ବି ଭାସୁଛନ୍ତି

ପ୍ରକାଶମ, ଚିତ୍ତୋର, ନେଲୁର ଓ କଡପ୍ପା ଜିଲ୍ଲାରେ ଭୟଙ୍କର ବର୍ଷା ଯୋଗୁଁ ବିଷମ ପରିସ୍ଥିତି ଦେଖା ଦେଇଛି । ତିରୁପତି ସହରର ବିଭିନ୍ନ ତଳି ଅଞ୍ଚଳରେ ବର୍ତ୍ତମାନ ୮ରୁ ୯ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ।

Chandrababu Naidu
ଚନ୍ଦ୍ରବାବୁ ନାଇଡ଼ୁଙ୍କ ବଡ଼ ଘୋଷଣା ! କାନ୍ଦି କାନ୍ଦି କହିଲେ ଆଉ ଯିବିନି ବିଧାନସଭା

ଅମରାବତୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, ବିଧାନସଭା ଗୃହରେ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ।