• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cds
ଆଜି ପଞ୍ଚଭୂତରେ ବିଲୀନ ହେବେ ଜେନେରାଲ ବିପିନ ରାଓ୍ୱତ

ଆଜି CDS ଜେନେରାଲ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ । ସହିଦ ରାଓ୍ୱତଙ୍କ ସମେତ ଅନ୍ୟ ସହିଦ ଯବାନମାନଙ୍କର ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ ।

Narendra Modi
ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ, ଏୟାରବେସ୍‌ରେ ଶୋକାକୂଳ ପରିବେଶ

CDS ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚପର କ୍ରାସ୍‌ରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

CDS Bipin RAwat
କେଉଁ ପରିସ୍ଥିତିରେ ଦୁର୍ଘଟଣାର ଶିକାର ହେଲା ସିଡିଏସ ଜେନରାଲ ବିପିନ ରାଓ୍ୱତ MI 17 V5 ହେଲିକପ୍ଟର

ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍‌ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

farmers protest Called Off
ଶନିବାର ସୁଦ୍ଧା ସିଂଘୁ ବର୍ଡରରୁ ହଟିସାରିଥିବେ ଚାଷୀ

ବର୍ଷେରୁ ଅଧିକ ଦିନ ହେବ ତିଆରି ହୋଇଥିବା ଟେଣ୍ଟ ଶେଷରେ ଖୋଲାଯାଉଛି । ଶନିବାର ସୁଦ୍ଧା ଦିଲ୍ଲୀ ସୀମାରୁ ଟେଣ୍ଟ ପୁରା ଉଠିଯିବା ସହ ରାସ୍ତା ବି ଖାଲି ହୋଇଯିବ ।

  • Thursday, 09 December 2021
CDS Bipin Rawat
କେମିତି ଦୁର୍ଘଟଣାଗ୍ରସ୍ତ ହେଲା CDS ରାଓ୍ୱତଙ୍କୁ ନେଇ ଯାଉଥିବା ବାୟୁସେନାର ଅତ୍ୟାଧୁନିକ MI17V5 ହେଲିକପ୍ଟର ?

ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍‌ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

  • Thursday, 09 December 2021
CDS Bipin Rawat
ଦିଲ୍ଲୀରେ ପହଞ୍ଚିଲା ଜେନେରାଲ ବିପିନ ରାୱତଙ୍କ ପାର୍ଥୀବ ଶରୀର, ଦେଖନ୍ତୁ ଭିଡିଓ

ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପହଞ୍ଚିଲା । ତାମିଲନାଡୁର ସୁଲୁର ବିମାନବନ୍ଦରରୁ ପାର୍ଥିବ ଶରୀର ଆସି ପହଞ୍ଚିଛି । ଜେନେରାଲ ରାୱତଙ୍କ ଦୁଇ ଝିଅ ପାଲମ ବିମାନବନ୍ଦରରେ ଉପସ୍ଥିତ ରହିଛନ୍ତି । 

lic
୧୨୧ ଟଙ୍କା ଦେଲେ, ଝିଅ ବାହାଘର ବେଳେ ଏଲଆଇସି ଦେବ ଲକ୍ଷ ଲକ୍ଷ ଟଙ୍କା

କନ୍ୟାର ଉଜ୍ଜଳ ଭବିଷ୍ୟତ ପାଇଁ ଲୋକମାନେ ସେମାନଙ୍କ ଜନ୍ମରୁ ନିବେଶ ପଲିସି ପାଇଁ ପ୍ଲାନ୍ କରନ୍ତି। ଆଜି ଆମେ ଆପଣଙ୍କୁ ଏଲଆଇସିର ଏମିତି ଏକ ପ୍ଲାନ୍ ସମ୍ପର୍କରେ ଜଣାଉଛୁ, ଯାହା କନ୍ୟାର ବିବାହ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ଏଲଆଇସିର ଏହି ପଲିସିର ନାଁ ହେଉଛି ଜୀବନ ରକ୍ଷକ ସ୍କିମ୍ ବା କନ୍ୟାଦାନ ଯୋଜନା।

Ambulance Accident
ହେଲିକପ୍ଟର କ୍ରାଶ୍‌ର ମୃତକଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ପାର୍ଥିବ ଶରୀରକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଅପରାହ୍ଣରେ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି କୋଏମ୍ବାଟୋରର ସୁଲୁରକୁ ଯାଉଥିଲା। 

Wing Commander Prithvi
ତିନି ଦିନ ପୂର୍ବରୁ କଲ୍ କରିଥିଲା . . . ସହିଦ୍ ପୃଥ୍ୱୀ ସିଂଙ୍କ ମୃତ୍ୟୁ ଖବର ଶୁଣି କଇଁ କଇଁ କାନ୍ଦୁଛନ୍ତି ୭୫ ବର୍ଷିୟ ବୁଢ଼ା ବାପା

ୱିଙ୍ଗ୍ କମାଣ୍ଡର ପ୍ରୀତି ଚାରି ଭଉଣୀଙ୍କ ଏକମାତ୍ର ଭାଇ ଥିଲେ । ତାଙ୍କର ଦୁଇ ଭଉଣୀ ଆଗ୍ରାରେ ରୁହନ୍ତି । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଖବର ଶୁଣି ଘରକୁ ଧାଇଁ ଆସିଥିବା ଭଉଣୀ ମୀନାଙ୍କ ଆଖିରୁ ଲୁହ ଶୁଖୁନି । ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାର ଭାଇ ଆସୁଥିଲା । ଅତି ସ୍ନେହରେ ତାକୁ ରାକ୍ଷୀ ବାନ୍ଧୁଥିଲି । ତିନି ଦିନ ପୂର୍ବେ ବାପାଙ୍କ ଆଖିର ଅପରେସନ୍ ବିଷୟରେ ସହ କଥାବାର୍ତ୍ତା ହୋଇଥିଲା

Lance Naik Sai Teja
ସକାଳେ ପତ୍ନୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ, ଅପରାହ୍ଣରେ ଆସିଲା ମୃତ୍ୟୁ ଖବର...

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଲାନ୍ସ ନାଏକ ସାଇ ତେଜା ଅଛନ୍ତି।

Engagement
ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ ! ଲାଲଯୋଡ଼ାରେ ନଜର ଆସିଲେ କନ୍ୟା, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ ।

IAF Chopper Crash |  Black Box Of General Rawat\'s Chopper Recovered From Crash Site
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକ୍‌ବକ୍ସ

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକ୍‌ବକ୍ସ : ସାମ୍ନାକୁ ଆସିବ ଦୁର୍ଘଟଣା ପଛର ସତ

Black Box Recovered
ମିଳିଲା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ୍‌ ବକ୍ସ

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନାର ହେଲିକପ୍ଟର Mi-17 V5ର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଛି। ଦୁର୍ଘଟଣାସ୍ଥଳରୁ ବ୍ଲାକ୍ ବକ୍ସର କକ୍‌ପିଟ୍‌ ଭଏସ୍ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡର ମିଳିଛି।

farmers protest
ସ୍ଥଗିତ ହେଲା କୃଷକ ଆନ୍ଦୋଳନ

ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ପ୍ରେସମିଟ୍‌ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଘୋଷଣା କରିଛି। ଆସନ୍ତା ୧୧ରୁ ଘରକୁ ଫେରିବେ ଆନ୍ଦୋଳନରତ କୃଷକ।

 CDS Gen Bipin Rawat
ବିପିନ୍ ରାୱତ୍ ଓ ବାରମୂଳା ! ବିକଳ ହୋଇ କାନ୍ଦୁଛନ୍ତି ଉତ୍ତର କାଶ୍ମୀରବାସୀ, ଅସଲ ହିରୋକୁ ହରାଇଲା ଦେଶ

ଖୁବ୍ ଅମାୟିକ ଥିଲେ ସିଡିଏସ୍ ବିପିନ୍ ରାୱତ୍ । ଜୁନିୟର ଅଫିସରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ତାଙ୍କର ବ୍ୟବହାର ଖୁବ ଭଲ ଥିଲା । ତାଙ୍କର ଅବର୍ତ୍ତମାନରେ ଏବେ ସିଡିଏସଙ୍କୁ ଝୁରୁଛନ୍ତି ଉତ୍ତର କାଶ୍ମୀରବାସୀ ।

muni bai
ଚମ୍ବଲର ମୁନ୍ନିବାଇ . . .ଦିନ ଥିଲା ଦସ୍ୟୁ ସୁନ୍ଦରୀଙ୍କ ନାଁ ଶୁଣି ଥରହର ହେଉଥିଲେ ଲୋକେ, ଏବେ ତାଙ୍କ ଆଖିରେ ଲୁହ

ଚମ୍ବଲର ମୁନ୍ନିବାଇ ଏବେ ଘର ଖଣ୍ଡିଏ ପାଇଁ ବାରଦ୍ୱାର ହେଉଛନ୍ତି । ଜବରଦଖଲକାରୀଙ୍କ ଷଡ଼ଯନ୍ତ୍ରରେ ଜର୍ଜରିତ ହୋଇପଡ଼ିଛନ୍ତି ଚମ୍ବଲର ସୁନ୍ଦରୀ ।

Rohini Court
ଦିଲ୍ଲୀର ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ, ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ରୋହିଣୀ କୋର୍ଟରେ ନିମ୍ନ ତୀବ୍ରତାଯୁକ୍ତ ବିସ୍ଫୋରଣ । ତୁରନ୍ତ ଖାଲି କରାଗଲା ପରିସର ।

police
ମୁସଲମାନରୁ ହିନ୍ଦୁ ହେବାକୁ ଚାହିଁଲେ ଯୁବକ, ନିର୍ଘାତ ମାରିଲେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି

ଧର୍ମ ପରିବର୍ତ୍ତନ କରାଇ ଦେଉନଥିବା ଅଭିଯୋଗ କରି ପୋଲିସ ନିକଟରେ ଅଭିଯୋଗ କଲେ ମୁସଲମାନ ଯୁବକ ।

  • Thursday, 09 December 2021
  • Kanpur
 Group Captain Varun Singh
ହେଲିକପ୍ଟର ଦୁର୍ଘଟଣାରେ ସୌଭାଗ୍ୟକ୍ରମେ ବଞ୍ଚିଛନ୍ତି ଜଣେ,ସାରା ଦେଶ କରୁଛି ପ୍ରାର୍ଥନା...

ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ସୌଭାଗ୍ୟକ୍ରମେ ହେଲିକପ୍ଟର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ବର୍ତ୍ତମାନ ବରୁଣ ସିଂଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଛି ଓ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଛି।

Helicaptor Crash Viral
ହେଲିକପ୍ଟର କ୍ରାସ୍ ପୂର୍ବର ଦୃଶ୍ୟ କ୍ୟାମେରାରେ କଏଦ, ଦେଖନ୍ତୁ ଭିଡିଓ

ଖବର ସରବରାହ ସଂସ୍ଥା ANI ସୂତ୍ରରୁ ମିଳିଥିବା ଏହି ଭିଡିଓରେ ହେଲିକପ୍ଟର ଉଡ଼ୁଥିବା ଓ କିଛି ସମୟ ପରେ ଅଦୃଶ୍ୟ ହୋଇଯାଉଛି। 

Mortal Remains Of CDS Bipin Rawat To Be Consigned To Flames Tomorrow, US Condoles Death
ଆମେରିକାରେ ବିପିନ ରାୱତଙ୍କ ପାଇଁ ଶୋକ ପ୍ରକାଶ

ଆସନ୍ତାକାଲି ସିଡିଏସ୍ ବିପିନ ରାଓ୍ୱତଙ୍କର ଅନ୍ତିମ ସଂସ୍କାର । ଆଜି ସଂଧ୍ୟା ସୁଦ୍ଧା ଦିଲ୍ଲୀ ନିଆଯିବ ପାର୍ଥିବ ଶରୀର । ଅନ୍ତିମ ଦର୍ଶନ ପରେ ହେବ ଶେଷକୃତ୍ୟ । ସେପଟେ ଆମେରିକା ମଧ୍ୟ ବିପିନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ବୈଦେଶିକ ସଚିବ ଏବଂ ପ୍ରତିରକ୍ଷା ସଚିବ ।

Defence Minister Rajnath Singh
ହେଲିକପ୍ଟର ଲ୍ୟାଣ୍ଡିଂ ପୂର୍ବରୁ କ’ଣ ଘଟିଥିଲା ? ଦୁର୍ଘଟଣାର ବିବରଣୀ ଦେଲେ ରାଜନାଥ

କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବିବୃତି ରଖିଛନ୍ତି। ଲ୍ୟାଣ୍ଡିଂର ୭ ମିନିଟ୍‌ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Farmers Likely To Call Off Strike Today, Centre Agrees To Demands
ଆନ୍ଦୋଳନରୁ ଓହରିବେ ଚାଷୀ!

୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ଆନ୍ଦୋଳନରୁ ଓହରିବେ ଚାଷୀ । ଆଜି ବସୁଛି କୃଷକ ମୋର୍ଚ୍ଚାର ବୈଠକ।

MI 17 Advanced Chopper
ବିପିନ ରାୱତଙ୍କ ଅତ୍ୟାଧୁନିକ ଚପ୍ପର କେମିତି ହେଲା ଦୁର୍ଘଟଣାଗ୍ରସ୍ତ?

ଏତେ ଉନ୍ନତମାନର ହେଲିକପ୍ଟର କେମିତି ହେଲା ଦୁର୍ଘଟଣା? ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବି ଏଥିରେ କରନ୍ତି ଗସ୍ତ: MI17V5 ର କଣ ରହିଛି ବିଶେଷତ୍ୱ? ଜାଣନ୍ତୁ ଦୁର୍ଘଟଣା ପଛରେ କଣ ଥାଇପାରେ ବଡ଼ କାରଣ

 IAF chopper crash
ଆସନ୍ତାକାଲି ହେବ ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାର

 ଏହି ଦୁର୍ଘଟଣା ସଂପର୍କରେ ଆଜି ସଂସଦରେ ବିବୃତି ରଖିପାରନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।