• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Toll Collection

India To Have GPS Based Toll Collection : MORTH
ଏହି ଦିନଠୁ ରାସ୍ତାରୁ ହଟିବ ଟୋଲ୍‌ ଗେଟ୍‌, ସବୁ ଗାଡିରେ ଲାଗିବ ଜିପିଏସ୍‌

ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି। ଏଣିକି ରାସ୍ତାରୁ ହଟିଯିବ ଟୋଲ୍‌ଗେଟ୍‌। ୧୦୦ ସ୍ପିଡ୍‌ରେ ଦଉଡ଼ିବ ଆପଣଙ୍କ ଗାଡ଼ି...ସବୁ ଗାଡ଼ିରେ ଲାଗିବ ଜିପିଏସ୍‌।

toll collection
ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ସମ୍ବଲପୁର ବନ୍ଦ

ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲିଠାରେ ନିର୍ମିତ ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି। ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ଦେଇଛି ଏହି ବନ୍ଦ ଡାକରା। ତେବେ ବନ୍ଦରୁ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ପରି ଜରୁରୀ ସେବାକୁ ବାଦ୍ ଦିଆଯାଇଛି। ବିଭିନ୍ନ ସଂଗଠନ ଓ ସମ୍ବଲପୁରବାସୀ ଏହି  ବନ୍ଦକୁ ସମର୍ଥନ କରୁଛନ୍ତି। ବନ୍ଦ ପାଳନ ପୂର୍ବରୁ ବିଭିନ୍ନ ପର୍ଯ୍ୟାରେ […]

toll collection
ଟୋଲ୍‌ ପ୍ଲାଜା ଉଚ୍ଛେଦ ଦାବି

ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ର ରେଙ୍ଗାଲି ନୂଆଖୁରି ଗାଁ ଟୋଲ ପ୍ଲାଜାରୁ ଟୋଲ ଆଦାୟ ବନ୍ଦ ଓ ଟୋଲ୍‌ଗେଟ୍‌ ଉଚ୍ଛେଦ କରିବା ଦାବିରେ ଏପ୍ରିଲ ୨ ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି  ବନ୍ଦ ଡାକରା ଦେଇଛି। ଶିକ୍ଷାନୁଷ୍ଠାନକୁ ବନ୍ଦରୁ ବାଦ୍ ଦିଆଯିବ। ସେହିପରି ଆମ୍ବୁଲାନ୍ସ, ସ୍କୁଲ ବସ୍‌କୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ବରଗଡ଼ ଟୋଲ୍ […]

Sundergarh bandh
ସୁନ୍ଦରଗଡ଼ ବନ୍ଦ ଡାକରା

ସୁନ୍ଦରଗଡ଼:  ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସ୍କକାନୀରେ  ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟିର ବିରୋଧ।  ଟୋଲ  ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କମିଟିର ଯୁକ୍ତି ହେଲା, ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ  ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲା।  ଜିଲ୍ଲାବାସୀ ଦୀର୍ଘ ୧୭  ବର୍ଷ ଟୋଲ ଦେଇଛନ୍ତି।  ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ  କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result