ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ AFSPA ହ୍ରାସ କରାଯାଇଥିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଅଶାନ୍ତ ସ୍ଥିତି ପାଇଁ AFSPA ଲାଗୁ କରାଯାଇଥିଲା ।
ସିବିଡିଟି କହିଛି ଯେ, ୨୦୨୨ ଏପ୍ରିଲ ୧ରୁ ୨୦୨୨ ଜୁନ୍ ୩୦ ମଧ୍ୟରେ ଯଦି କୌଣସି ବ୍ୟକ୍ତି ନିଜର ଆଧାର ସହିତ ପାନ୍ କୁ ଲିଙ୍କ୍ କରିବେ, ତେବେ ତାଙ୍କୁ ୫୦୦ ଟଙ୍କା ଫାନ୍ ଦେବାକୁ ପଡିବ
ଏନ.ଏ ସ୍ନେହନ (NA Snehan) ସମୁଦ୍ରରେ ୫୭ କିଲୋମିଟର ଅତିକ୍ରମ କରିଛନ୍ତି । ୧୯ ଘଣ୍ଟା ୪୫ ମିନିଟ ଏହି ଦୂରତାକୁ ପହଁରି ବିରଳ ରେକର୍ଡ କରିଛନ୍ତି ।
ଯୁଦ୍ଧ ଚାଲିଥିବା ବେଳେ ଭାରତ ଗସ୍ତରେ ଆସୁଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧୦୦ ଟଙ୍କା କମି ୪୭,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୫୧,୯୮୦ ଟଙ୍କା ରହିଛି। କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୧୦୦ ଟଙ୍କା କମି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଦିନେ ସାମ୍ବାଦିକ ହୋଇ ଆତଙ୍କୀଙ୍କ ସମ୍ପର୍କରେ ଖବର ପ୍ରସାରଣ କରୁଥିଲେ। ଆଉ ପରେ ନିଜେ ଆତଙ୍କବାଦୀ ହୋଇ ଜାମ୍ମୁରେ ନରସଂହାର କରୁଥିଲେ...ହେଲେ ଏବେ ଯବାନଙ୍କ ସହ ମୁହାଁମୁହିଁ ହେବା ପରେ ଏବେ ପ୍ରାଣ ହରାଇଲେ....ଦେଖନ୍ତୁ ସାମ୍ବାଦିକରୁ କେମିତି ହେଲେ ଆତଙ୍କବାଦୀ ?
ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୯ ଥର ପାଇଁ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି।
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର । ଏପ୍ରିଲରୁ ସପ୍ତାହକୁ ୫ ଦିନ କାମ ଶନିବାର ଓ ରବିବାର ଛୁଟି ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର।
ପାଣିରେ ଚାଳିବ କାଋ୍! ସିଧାସଳଖ ପାଣିରେ ନଚାଲିଲେ ବି ପାଣିରେ ଥିବା ଦୁଇ କେମିକାଲ କମ୍ପୋନେଣ୍ଟ ହାଇଡ୍ରୋଜନ୍ ଓ ଅକ୍ସିଜେନ୍ ମଧ୍ୟରୁ ହାଇଡ୍ରୋଜେନ୍କୁ ଅଲଗା କରାଯାଇ ସେଥିରେ ଗଡ଼ିବ କାର୍ ।
ଖୁବ ଶୀଘ୍ର ରାସ୍ତାରେ ଗଡ଼ିବ ପାଣିରେ ଚାଲୁଥିବା କାର । ଆଜି ଏମିତି ଏକ କାର୍ ଧରି ସଂସଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ଏହା ହେଲା ହାଇଡ୍ରୋଜେନ ଆଧାରିତ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ଭେଇକିଲ୍ ବା ଗ୍ରୀନ ହାଇଡ୍ରୋଜେନ ଆଧାରିତ ଗାଡ଼ି।
ଦୀର୍ଘ ୩୧ ବର୍ଷ ପରେ ଶ୍ରୀନଗରର ସେସ କୋର୍ଟ ବିଟା କରାଟେ ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ୩୧ ବର୍ଷ ତଳେ ବିଟା କରାଟେ ପାଖାପାଖି ୪୨ ଜଣ କାଶ୍ମୀର ପଣ୍ଡିତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ନିଜେ ବିଟା କରାଟେ ଏହି କଥା ବିଭିନ୍ନ ସମୟରେ ଗଣମାଧ୍ୟମରେ ସାକ୍ଷାତକାର ଦେଇ ବୟାନ କରିଛନ୍ତି ।
ଦେଶରେ କ୍ରମାଗତ ଭାବେ ତୈଳଦର ବଢ଼ୁଥିବା ବେଳେ ସାଧାରଣ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍ ଧରି ସଂସଦରେ ପହଞ୍ଚିଛନ୍ତି।
ଦୁବାଇ ଏକ୍ସପୋରେ କେନ୍ଦ୍ରମନ୍ତ୍ରୀ ମତୁଆଲା ମୁଡ଼ରେ । ମିଡିଆ ସହ କଥାବାର୍ତ୍ତା ସରିବା ପରେ ଧୂମ୍ ମଚାଇଲେ ଅନୁରାଗ ଠାକୁର। ରଣବୀରଙ୍କ ସହ ମହ୍ଲାରୀ ଗୀତରେ ନାଚିଲେ।
କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି ।
କାଶ୍ମୀରର ଶ୍ରୀନଗର ଜିଲ୍ଲାର ରାଇନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ପ୍ରଥମେ ଏକ ସାମ୍ବାଦିକ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସିଆର୍ପିଏଫ୍ କ୍ୟାମ୍ପ୍ ଉପରକୁ ବୋମା ଫିଙ୍ଗି ଦୌଡ଼ି ପଳାଇଲେ ବୁର୍ଖା ପିନ୍ଧିଥିବା ମହିଳା। ସିଆର୍ପିଏଫ୍ କ୍ୟାମ୍ପ ଉପରକୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ବୋମା ଫିଙ୍ଗିଥିବା ସୂଚନା ମିଳିଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
କଏନ୍ ଦେଇ ବାଇକ୍ କିଣିଦେଲେ ଯୁବକ । ତେବେ ସେ ସିନା କଏନ୍ ଦେଇଦେଲେ, ହେଲେ କଏନ୍ ଗଣି ଗଣି ହାଲିଆ ହୋଇଗଲେ କର୍ମଚାରୀ ।
ଦିଲ୍ଲୀର ଅନୁଭବ ଭସିନ୍ ଏବଂ ୟୁକ୍ରେନର ଆନ୍ନା ହୋରୋଡେଟସ୍କା । ୩୩ ବର୍ଷିୟ ଅନୁଭବ ହାଇକୋର୍ଟରେ ଓକିଲ ଅଛନ୍ତି । ଆନ୍ନା ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି
କେନ୍ଦ୍ର ସରକାରୀ କର୍ମଚାରୀ(Central Govt Employees)ଙ୍କ ପାଇଁ ଖୁସି ଖବର। ମୋଦି ସରକାର ପୁଣିଥରେ କେନ୍ଦ୍ର ସକରାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବା ଲାଗି ଯୋଜନା କରିଛନ୍ତି।
ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ପେଟ୍ରୋଲ ଓ ଜିଜେଲ୍ ୮୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୦୧ ଟଙ୍କା ଓ ଡିଜେଲ୍ ୯୨.୨୭ ଟଙ୍କା ହୋଇଥିବା ଜଣାପଡିଛି ।
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି । ଜାଣନ୍ତୁ କିଏ ତାଙ୍କର ଭାବି ସ୍ୱାମୀ ?
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ସପ୍ତାହକୁ ମିଳିବ ୨ ଦିନ ଛୁଟି...ସୋମରୁ ଶୁକ୍ର କାମ କରିବେ, ଶନି-ରବିବାର ଛୁଟିରେ ରହିବେ। ୱାର୍କିଂ ଦିନରେ ସରକାରୀ ଛୁଟି ପଡ଼ିଲେ...
ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି। ଏଣିକି ରାସ୍ତାରୁ ହଟିଯିବ ଟୋଲ୍ଗେଟ୍। ୧୦୦ ସ୍ପିଡ୍ରେ ଦଉଡ଼ିବ ଆପଣଙ୍କ ଗାଡ଼ି...ସବୁ ଗାଡ଼ିରେ ଲାଗିବ ଜିପିଏସ୍।
ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା। ଏହାକୁ ବଳିଯାଇଛି ଦୁର୍ଘଟଣା। ପ୍ରତିଦିନ ଦୁର୍ଘଟଣା ନେଇଛି ଜୀବନ। ଏବେ ପ୍ରଦୂଷଣ ଓ ଦୁର୍ଘଟଣା ରୋକିବାକୁ ନୂଆ ତରିକା ଆପଣାଇଛନ୍ତି ସରକାର। ଯଦି ଆପଣଙ୍କ ଗାଡି ୮ ବର୍ଷରୁ ଅଧିକ ପୁରୁଣା ହୋଇଥିବ, ତେବେ ଏହି ସବୁ ଟେଷ୍ଟ କରିବା ଜରୁରୀ...
ବିଦେଶରେ ଏହି ୫ ସାମଗ୍ରୀ ବିକ୍ରି ଉପରେ ଅଙ୍କୁଶ ଲାଗିଛି। ହେଲେ ଆମ ଦେଶରେ ବିନା କୌଣସି ବାଧାରେ ଗାଁ ଗହଳି ସହର ବଜାର ସବୁଠି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି।