• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

CDS General Bipin Rawat\'s Funeral To Take Place Today In Delhi
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

ଆଜି ପଞ୍ଚଭୂତରେ ବିଲୀନ ହେବେ CDS ଜେନେରାଲ ବିପିନ ରାଓ୍ୱତ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହେବ ସିଡିଏସଙ୍କ ଶେଷକୃତ୍ୟ ।

India Extends Ban On International Commercial Flights Till Jan 31
ବଢିଲା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ସସ୍ପେଣ୍ଡ ଅବଧି

ଜାନୁଆରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ବନ୍ଦ । ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ସସ୍ପେଣ୍ଡ ଅବଧି ବଢ଼ିଲା। ଏହି ବନ୍ଦ ନିଷ୍ପତ୍ତି ନେଲା DGCA ।

UP Cops Thrash Man
ନିର୍ଦ୍ଦୟ ପୋଲିସ୍‌: ବାପାକୁ ଲାଠିରେ ପିଟି ଚାଲିଲା, କୋଳରେ କାନ୍ଦୁଥିଲା ପୁଅ...

ଛୁଆଟି ଦେହରେ ବାଜି ଯିବ, ବାଡ଼ାନ୍ତୁ ନାହିଁ ଆଜ୍ଞା...ନେହୁରା ହୋଇ ପୋଲିସ୍‌ ବାବୁଙ୍କୁ ବାରମ୍ବାର କହି ଚାଲିଥିଲେ ବ୍ୟକ୍ତି ଜଣକ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ପୋଲିସ୍‌ କର୍ମୀ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ, ତାଙ୍କୁ ଏହି କଥାର କୌଣସି ଫରକ୍‌ ପଡ଼ିନଥିଲା।

Black Box
କ’ଣ ଏହି ବ୍ଲାକ୍ ବକ୍ସ ? କେମିତି ଦର୍ଶାଇଥାଏ ହେଲିକପ୍ଟର ଦୁର୍ଘଟଣା ପଛର ରହସ୍ୟ ?

କେମିତି ହେଲା CDSଙ୍କ ବିମାନ ଦୁର୍ଘଟଣା? ସତ ସାମ୍ନାକୁ ଆଣିବ ଉଦ୍ଧାର ହୋଇଥିବା ବ୍ଲାକ୍‌ବକ୍ସ, ଜାଣନ୍ତୁ କେମିତି ଏହି ବକ୍ସ କହିବ ଦୁର୍ଘଟଣା ପଛରେ ଥିବା କାରଣ

crime
ପ୍ରେମ ବିବାହ ପରେ ସୁଇସାଇଡ୍ ନୋଟ୍ ଲେଖାଇଲା ଦଗାଦିଆ ସ୍ୱାମୀ, ଆଉ ତା’ପରେ ସ୍ତ୍ରୀକୁ ଫାଶୀରେ ଝୁଲାଇଦେଲା . . .

ସ୍ୱାମୀ ନାମରେ କଳଙ୍କ । ପ୍ରେମ ବିବାହ କରିବା ପରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲା । ସୌଭାଗ୍ୟବଶତଃ ବଞ୍ଚିଗଲେ ପୀଡ଼ିତା ।

  • Friday, 10 December 2021
  • Crime
RIP Gen Bipin Rawat
ଯୁଦ୍ଧ କରିବା ପରିବାରର ଥିଲା ପରମ୍ପରା, ଦେଶ ପାଇଁ ଲଢିବା ଥିଲା ସ୍ୱପ୍ନ । ଶେଷରେ....

ଯୁଦ୍ଧରେ ଧୁରନ୍ଦର ଥିଲେ, ଶତ୍ରୁଙ୍କୁ କଡ଼ା ଜବାବ୍‌ ଦେବାରେ ମାହିର ଥିଲେ। ଆକ୍ରମଣ କରିବା ଶୈଳୀ ବେଶ୍‌ ନିଆରା ଥିଲା....ମୈଦାନକୁ ଓହ୍ଲାଉଥିଲେ, ଶତ୍ରୁଙ୍କ ଆକ୍ରମଣକୁ ସାମ୍ନା କରୁଥିଲେ। ହେଲେ ଆଜି...

Bipin Rawat Illustrious Career
ଶତ୍ରୁଙ୍କୁ ଥରାଉଥିଲେ, ଦେଶକୁ ସୁରକ୍ଷା ଯୋଗାଉଥିଲେ ବିପିନ ରାୱତ...

ସେ ଥିଲେ ମିଶନ ମ୍ୟାନ୍‌...ନା ଶୁଣିଲେ ଥରୁଥିଲା ଶତ୍ରୁର ଛାତି । ଆତଙ୍କୀଙ୍କୁ ନିପାତ କରିବା ପାଇଁ ପଣ କରିଥିଲେ...ଦେଶର ସୁରକ୍ଷାକୁ ନେଇ ଅନେକ ସ୍ୱପ୍ନ ବି ଦେଖୁଥିଲେ....ଜାଣନ୍ତୁ କେଉଁ କେଉଁ ଅପରେସନ୍‌ରେ ସାମିଲ ଥିଲେ ରାୱତ...

plain crashes
ଦେଶର ପ୍ରମୁଖ ବିମାନ ଦୁର୍ଘଟଣା, ପ୍ରାଣ ହରାଇଥିଲେ ଦେଶର ଚର୍ଚ୍ଚିତ ଚେହେରା

ନେତାଜୀ ସୁଭାଷ ବୋଷଙ୍କଠାରୁ ସିଡିଏସ ବିପିନ ରାୱତଙ୍କ ପର୍ଯ୍ୟନ୍ତ ଦେଶର ଏହି ଚିହ୍ନା ମୁହଁ ଶୂନ୍ୟରେ ଆଖି ବୁଜିଥିଲେ। ପ୍ରମୁଖ ବିମାନ ଦୁର୍ଘଟଣାରେ ଆଖି ବୁଜି ଦେଇଥିଲେ ଏମାନେ। ଜାଣନ୍ତୁ, କେବେ, କିଏ, କେଉଁଠି ଆକାଶରେ ସବୁ ଦିନ ପାଇଁ ଆଖି ବୁଜିଥିଲେ।

India extends international flight ban
ଓମିକ୍ରନ୍‌ ଭୟ: ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା

ଭାରତରେ କରୋନାର ଓମିକ୍ରନ୍ ଭ୍ୟାରିଏଣ୍ଟ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ଜାନୁଆରୀ ୩୧ ଯାଏ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା। ତେବେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ କିଛି ସିଡ୍ୟୁଲ୍‌ ଅନ୍ତର୍ଜାତୀୟ ବିମାନ ଚାଲିପାରିବ।

crash
ସୁଭାଷ ବୋଷଙ୍କ ଠାରୁ ବିପିନ ରାୱତଙ୍କ ପର୍ଯ୍ୟନ୍ତ . . .ଦେଶର ପ୍ରମୁଖ ବିମାନ ଦୁର୍ଘଟଣା, ପ୍ରାଣ ହରାଇଥିଲେ ଦେଶର ଚର୍ଚ୍ଚିତ ଚେହେରା

ଅତୀତରେ ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧୀ, ମାଧବରାଓ ସିନ୍ଧିଆ, ୱାଇଏସ୍‌ଆର୍‌ ରେଡ୍ଡୀଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ଏହା ସହ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି। ଏନେଇ ଏବେବି ବିବାଦ ରହିଛି।

cds
ଆଜି ପଞ୍ଚଭୂତରେ ବିଲୀନ ହେବେ ଜେନେରାଲ ବିପିନ ରାଓ୍ୱତ

ଆଜି CDS ଜେନେରାଲ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ । ସହିଦ ରାଓ୍ୱତଙ୍କ ସମେତ ଅନ୍ୟ ସହିଦ ଯବାନମାନଙ୍କର ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ ।

Narendra Modi
ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ, ଏୟାରବେସ୍‌ରେ ଶୋକାକୂଳ ପରିବେଶ

CDS ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚପର କ୍ରାସ୍‌ରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

CDS Bipin RAwat
କେଉଁ ପରିସ୍ଥିତିରେ ଦୁର୍ଘଟଣାର ଶିକାର ହେଲା ସିଡିଏସ ଜେନରାଲ ବିପିନ ରାଓ୍ୱତ MI 17 V5 ହେଲିକପ୍ଟର

ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍‌ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

farmers protest Called Off
ଶନିବାର ସୁଦ୍ଧା ସିଂଘୁ ବର୍ଡରରୁ ହଟିସାରିଥିବେ ଚାଷୀ

ବର୍ଷେରୁ ଅଧିକ ଦିନ ହେବ ତିଆରି ହୋଇଥିବା ଟେଣ୍ଟ ଶେଷରେ ଖୋଲାଯାଉଛି । ଶନିବାର ସୁଦ୍ଧା ଦିଲ୍ଲୀ ସୀମାରୁ ଟେଣ୍ଟ ପୁରା ଉଠିଯିବା ସହ ରାସ୍ତା ବି ଖାଲି ହୋଇଯିବ ।

  • Thursday, 09 December 2021
CDS Bipin Rawat
କେମିତି ଦୁର୍ଘଟଣାଗ୍ରସ୍ତ ହେଲା CDS ରାଓ୍ୱତଙ୍କୁ ନେଇ ଯାଉଥିବା ବାୟୁସେନାର ଅତ୍ୟାଧୁନିକ MI17V5 ହେଲିକପ୍ଟର ?

ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍‌ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

  • Thursday, 09 December 2021
CDS Bipin Rawat
ଦିଲ୍ଲୀରେ ପହଞ୍ଚିଲା ଜେନେରାଲ ବିପିନ ରାୱତଙ୍କ ପାର୍ଥୀବ ଶରୀର, ଦେଖନ୍ତୁ ଭିଡିଓ

ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପହଞ୍ଚିଲା । ତାମିଲନାଡୁର ସୁଲୁର ବିମାନବନ୍ଦରରୁ ପାର୍ଥିବ ଶରୀର ଆସି ପହଞ୍ଚିଛି । ଜେନେରାଲ ରାୱତଙ୍କ ଦୁଇ ଝିଅ ପାଲମ ବିମାନବନ୍ଦରରେ ଉପସ୍ଥିତ ରହିଛନ୍ତି । 

lic
୧୨୧ ଟଙ୍କା ଦେଲେ, ଝିଅ ବାହାଘର ବେଳେ ଏଲଆଇସି ଦେବ ଲକ୍ଷ ଲକ୍ଷ ଟଙ୍କା

କନ୍ୟାର ଉଜ୍ଜଳ ଭବିଷ୍ୟତ ପାଇଁ ଲୋକମାନେ ସେମାନଙ୍କ ଜନ୍ମରୁ ନିବେଶ ପଲିସି ପାଇଁ ପ୍ଲାନ୍ କରନ୍ତି। ଆଜି ଆମେ ଆପଣଙ୍କୁ ଏଲଆଇସିର ଏମିତି ଏକ ପ୍ଲାନ୍ ସମ୍ପର୍କରେ ଜଣାଉଛୁ, ଯାହା କନ୍ୟାର ବିବାହ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ଏଲଆଇସିର ଏହି ପଲିସିର ନାଁ ହେଉଛି ଜୀବନ ରକ୍ଷକ ସ୍କିମ୍ ବା କନ୍ୟାଦାନ ଯୋଜନା।

Ambulance Accident
ହେଲିକପ୍ଟର କ୍ରାଶ୍‌ର ମୃତକଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ପାର୍ଥିବ ଶରୀରକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଅପରାହ୍ଣରେ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି କୋଏମ୍ବାଟୋରର ସୁଲୁରକୁ ଯାଉଥିଲା। 

Wing Commander Prithvi
ତିନି ଦିନ ପୂର୍ବରୁ କଲ୍ କରିଥିଲା . . . ସହିଦ୍ ପୃଥ୍ୱୀ ସିଂଙ୍କ ମୃତ୍ୟୁ ଖବର ଶୁଣି କଇଁ କଇଁ କାନ୍ଦୁଛନ୍ତି ୭୫ ବର୍ଷିୟ ବୁଢ଼ା ବାପା

ୱିଙ୍ଗ୍ କମାଣ୍ଡର ପ୍ରୀତି ଚାରି ଭଉଣୀଙ୍କ ଏକମାତ୍ର ଭାଇ ଥିଲେ । ତାଙ୍କର ଦୁଇ ଭଉଣୀ ଆଗ୍ରାରେ ରୁହନ୍ତି । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଖବର ଶୁଣି ଘରକୁ ଧାଇଁ ଆସିଥିବା ଭଉଣୀ ମୀନାଙ୍କ ଆଖିରୁ ଲୁହ ଶୁଖୁନି । ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାର ଭାଇ ଆସୁଥିଲା । ଅତି ସ୍ନେହରେ ତାକୁ ରାକ୍ଷୀ ବାନ୍ଧୁଥିଲି । ତିନି ଦିନ ପୂର୍ବେ ବାପାଙ୍କ ଆଖିର ଅପରେସନ୍ ବିଷୟରେ ସହ କଥାବାର୍ତ୍ତା ହୋଇଥିଲା

Lance Naik Sai Teja
ସକାଳେ ପତ୍ନୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ, ଅପରାହ୍ଣରେ ଆସିଲା ମୃତ୍ୟୁ ଖବର...

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଲାନ୍ସ ନାଏକ ସାଇ ତେଜା ଅଛନ୍ତି।

Engagement
ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ ! ଲାଲଯୋଡ଼ାରେ ନଜର ଆସିଲେ କନ୍ୟା, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ ।

IAF Chopper Crash |  Black Box Of General Rawat\'s Chopper Recovered From Crash Site
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକ୍‌ବକ୍ସ

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକ୍‌ବକ୍ସ : ସାମ୍ନାକୁ ଆସିବ ଦୁର୍ଘଟଣା ପଛର ସତ

Black Box Recovered
ମିଳିଲା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ୍‌ ବକ୍ସ

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନାର ହେଲିକପ୍ଟର Mi-17 V5ର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଛି। ଦୁର୍ଘଟଣାସ୍ଥଳରୁ ବ୍ଲାକ୍ ବକ୍ସର କକ୍‌ପିଟ୍‌ ଭଏସ୍ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡର ମିଳିଛି।

farmers protest
ସ୍ଥଗିତ ହେଲା କୃଷକ ଆନ୍ଦୋଳନ

ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ପ୍ରେସମିଟ୍‌ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଘୋଷଣା କରିଛି। ଆସନ୍ତା ୧୧ରୁ ଘରକୁ ଫେରିବେ ଆନ୍ଦୋଳନରତ କୃଷକ।

 CDS Gen Bipin Rawat
ବିପିନ୍ ରାୱତ୍ ଓ ବାରମୂଳା ! ବିକଳ ହୋଇ କାନ୍ଦୁଛନ୍ତି ଉତ୍ତର କାଶ୍ମୀରବାସୀ, ଅସଲ ହିରୋକୁ ହରାଇଲା ଦେଶ

ଖୁବ୍ ଅମାୟିକ ଥିଲେ ସିଡିଏସ୍ ବିପିନ୍ ରାୱତ୍ । ଜୁନିୟର ଅଫିସରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ତାଙ୍କର ବ୍ୟବହାର ଖୁବ ଭଲ ଥିଲା । ତାଙ୍କର ଅବର୍ତ୍ତମାନରେ ଏବେ ସିଡିଏସଙ୍କୁ ଝୁରୁଛନ୍ତି ଉତ୍ତର କାଶ୍ମୀରବାସୀ ।