• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Naxal Violence
'୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ'

୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ। ଛତିଶଗଡ ରାୟପୁରରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Unified Pension Scheme
କର୍ମଚାରୀଙ୍କ ପାଇଁ ଖୁସି ଖବର; ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ...

ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ UPIକୁ ଅନୁମୋଦନ ମିଳିଛି।

Kolkata murder case
ସନ୍ଦୀପ ଘୋଷଙ୍କ ନାଁରେ CBIର ଏତଲା, ବଢ଼ିଲା ଗିରଫ ସମ୍ଭାବନା

କୋଲକାତା ଲଜ୍ଜା । ଆର୍ .ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ CBI ପକ୍ଷରୁ ଏତଲା ।

Drishti IAS
ବନ୍ଦ ହୋଇଯିବ ଦ୍ରିଷ୍ଟି IAS ! ମୁଖାର୍ଜୀ ନଗର ଛାଡ଼ିବାକୁ କୋଚିଂ ସେଣ୍ଟର ସଜବାଜ

ମୁଖାର୍ଜୀ ନଗରରେ ବନ୍ଦ ହୋଇପାରେ ଜଣାଶୁଣା ସିଭିଲ ସର୍ଭିସ କୋଚିଂ ସେଣ୍ଟର ଦ୍ରିଷ୍ଟି ଆଇଏଏସ୍ ।

Rescue Operation
ବଢ଼ି ପାଣିରେ ଫସିଯାଇଥିଲେ ମହିଳା, ମୃତ୍ୟୁ ମୁଖରୁ ଟାଣି ଆଣିଲେ NDRF ଯବାନ

ବଢ଼ି ପାଣି ଫସିବା ପରେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଦେଖି ଉଦ୍ଧାର ପାଇଁ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ NDRF ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରଥମେ ଦଉଡ଼ି ସାହାଯ୍ୟରେ ବାହାଡ଼ରେ ପହଞ୍ଚିଥିଲେ ।

Kolkata
RG କର ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍, ବାହାରୁ ଆସୁଥିଲେ ଯୁବତୀ

RG କର ମେଡିକାଲ କଲେଜ ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।

156-medicines-ban
ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର; ଜାଣନ୍ତୁ କାହିଁକି...

ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର।

Sanjay Roy
ଜେଲରେ ରାକ୍ଷସ ହସ ହସୁଛି ସଞ୍ଜୟ! ପିଶାଚର ଗୁମର ଖୋଲୁଛି ସିବିଆଇ

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି ।

Sanjay Roy
ରାତି ତମାମ ବ୍ଲୁ ଫିଲ୍ମ ଦେଖୁଥିଲା ଆଉ...

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

anti-Naxal review meeting
ବ୍ୟାପକ ହେବ ନକ୍ସଲ ନିପାତ ଅଭିଯାନ; ଆଜି ବସୁଛି ନକ୍ସଲ ମୁକାବିଲା ବୈଠକ

ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

  • Saturday, 24 August 2024
  • Naxal
Kolkata Doctor Case
ଆର.ଜି.କର ହସ୍ପିଟାଲ ଯିବାକୁ ଚାହୁଁ ନଥିଲେ ଅଭୟା

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Kolkata Doctor Case
ଓଟିଭି ହାତରେ ଲାଗିଲା ବଡ଼ ତଥ୍ୟ, ଆର.ଜି.କର ହସ୍ପିଟାଲ ଯିବାକୁ ଚାହୁଁ ନଥିଲେ ଅଭୟା

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Accident
ଭୟଙ୍କର ଦୁର୍ଘଟଣା ! ନଦୀକୁ ଖସିପଡ଼ିଲା ବସ୍‌, ୧୪ ଜଣଙ୍କ ଜୀବନ ଗଲା

ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।

Uttarakhand Landslide
ପୁଣି ଭୟଙ୍କର ସ୍ଥିତି ! ଉତ୍ତରାଖଣ୍ଡରେ ଭୁସ୍ଖଳନ-ତ୍ରିପୁରାରେ ବନ୍ୟା...

ଭୁସ୍କଳନ ଯୋଗୁଁ ଏହି ରାସ୍ତାରେ ୟାତାୟତ ନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। 

Chandrayaan 3
ଭାରତର ଚନ୍ଦ୍ର ବିଜୟକୁ ବର୍ଷେ ! ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩

ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ ।

Kolkata Case, Lie Detection Test
କେବଳ ସନ୍ଦୀପ ଘୋଷ ନୁହେଁ, ଆହୁରି ଅଛନ୍ତି ସଂପୃକ୍ତ ! ସନ୍ଦେହ କରୁଛି CBI...

RG କର୍ ହସ୍ପିଟାଲର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷର ହେବ ଟେଷ୍ଟ୍ । ପଲିଗ୍ରାଫ୍ ବା ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ସିବିଆଇକୁ କୋର୍ଟଙ୍କ ଅନୁମତି ।

National Space Day
ଏଥର ଥିମ୍; ‘Touching Lives while Touching the Moon: India's Space Saga’

ଚଳିତବର୍ଷ ପାଳନ ହେଉଛି ପ୍ରଥମ ନ୍ୟାସନାଲ ସ୍ପେଶ୍ ଡେ । ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ରହିଛି ବର୍ଣ୍ଣାଢ୍ୟ ଉତ୍ସବ ।

  • Friday, 23 August 2024
  • ISRO
Mamata Banerjee
ନାଟକ କରୁଛନ୍ତି କି ମମତା ! ଦୋଷ ଛଡ଼ାଇବାକୁ PMଙ୍କୁ ଲେଖିଲେ ଚିଠି

ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରମ୍ଭରୁ ମଉନ ଥିଲେ ମମତା । ହେଲେ ଯେତେବେଳେ ଜନସାଧାରଣ ମମତାଙ୍କ ବିରୋଧରେ ଚିତ୍କାର କରିବା ଆରମ୍ଭ କଲେ ସେତେବେଳେ ମମତାଙ୍କ ନିଦ ଭାଙ୍ଗିଲା । ଆଉ ତାପରଠାରୁ ସେ ନାଟକ ଆରମ୍ଭ କରିଛନ୍ତି ।

Kolkata Case
ଖାଲି ଅଭୟାଙ୍କ ପରିବାରର ଖୁସି ଉଜୁଡ଼ିନି । ଛାରଖାର ହୋଇଯାଇଛି ଦୁଇ ଦୁଇଟି ପରିବାରର ସୁଖ

ଚାରି କାନ୍ଥ ଭିତରେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ସଞ୍ଜୟର ମାଆ।

  • Thursday, 22 August 2024
Kolkata Police
କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ଅଭୟାକାଣ୍ଡରେ କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା। ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ।

Kolkata Case
ପୁଅର କୁକର୍ମ ପାଇଁ ମୁଣ୍ଡ ଟେକିପାରୁନି ବିଧବା ମାଆ, ବାଟ ଚାଲିପାରୁନି ଭଉଣୀ !

ଅଭିଯୁକ୍ତ ସଞ୍ଜୟର ପରିବାର ବି ଛାରଖାର । ଦୋଷୀକୁ ଫାଶି ଦେବାକୁ ଦାବି କଲେ ସୋନାଗାଛି ଦେହଜୀବୀ ।

  • Thursday, 22 August 2024
Doctor booked
ଚିକିତ୍ସା ବେଳେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ !

ଚିକିତ୍ସା ବାହାନାରେ କ୍ଲିନିକ ଭିତରେ ଜଣେ ଡାକ୍ତରଙ୍କ ହରକତ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ନୁଆଁଇ ଦେଇଛି । ଜଣେ ୨୨ ବର୍ଷୀୟା ମହିଳା ରୋଗୀଙ୍କୁ ଅନୁପଯୁକ୍ତ ଭାବେ ଛୁଇଁବା ଅଭିଯୋଗ ହୋଇଛି ।

Supreme Court
କୋଲକାତା ଲଜ୍ଜା: ଜଷ୍ଟିସ୍‌ ପାରଦିୱାଲାଙ୍କ କଡ଼ା ଟିପ୍ପଣୀ; କହିଲେ, ୩୦ ବର୍ଷରେ ଦେଖିନି ଏଭଳି ଦାୟିତ୍ୱହୀନତା

ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ । ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।

Bengaluru Landlord
ଚର୍ଚ୍ଚାରେ ଘର ମାଲିକ; ଦେଉଥିଲେ ମାଗଣା ଡିନର୍, ବଢ଼ାଉନଥିଲେ ଘର ଭଡ଼ା

ମାଗଣା ଡିନର୍, ପୁଣି ଟଙ୍କାଟିଏ ବି ଘର ଭଡ଼ା ବୃଦ୍ଧି ନାହିଁ । ବଡ଼ ହୃଦୟ ଦେଖାଇଥିବା ଏମିତି ଜଣେ ଘର ମାଲିକ ଏବେ ଚର୍ଚ୍ଚାରେ ।

Heroic Mother Rat
VIDEO: ହାରିଲା ମୃତ୍ୟୁ, ମରଣ ମୁହଁରୁ ଛୁଆର ଜୀବନ ଛଡ଼ାଇ ଆଣିଲା ମାଆ

ମାଆ ନିଜ ଛୁଆ ପାଇଁ ଦୁନିଆର ସବୁଠୁ ବଡ଼ ସୁରକ୍ଷା କବଚ । ଛୁଆ ଉପରେ ବିପଦ ଆସିଲେ ଦୁନିଆର ସବୁ ଶକ୍ତି ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ ମାଆ ।