ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଝୁରୁଛି ଓଡ଼ିଶା । ଓଡ଼ିଶା ସହ ତାଙ୍କର ସମ୍ପର୍କ ଥିଲା ଅତି ନିବିଡ଼ । କେବଳ ରାଜ୍ୟର ଶିଳ୍ପାୟନ ନୁହେଁ, ଅର୍ଥନୈତିକ ପ୍ରଗତି ଓ ସମାଜସେବାରେ ବି ତାଙ୍କର ରହିଛି ଢେର୍ ଅବଦାନ । କଳିଙ୍ଗ ନଗରର ମେଗା ଷ୍ଟିଲ୍ ପ୍ଳାଣ୍ଟରୁ ଆରମ୍ଭ କରି ଭୁବନେଶ୍ୱରରେ TCS କଳିଙ୍ଗ ପାର୍କ ହେଉ କି ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ ପ୍ରତିଷ୍ଠାରେ ବଢ଼ାଇଥିଲେ ସହଯୋଗର ହାତ ।
Published By: Satyendu Shekher Mishra
Last updated: 10 October 2024, 10:53 PM IST
ଭାରତ ଫେରିଛି ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ରାଣା। ଆମେରିକାରୁ ତାକୁ ପ୍ରତ୍ୟର୍ପଣ କରାଯାଇ ସ୍ୱତନ୍ତ୍ର ବିମାନରେ ଅଣାଯାଇଛି। ତହବୁରକୁ ସାଙ୍ଗରେ ନେଇ ଭାରତ ଆସିଛନ୍ତି NIA ଓ RAWର ଏକ ମିଳିତ ଟିମ୍।