ଉଭୟ ୧୯୮୬ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦକ୍ଷିଣ ଭାରତର ଏକ ସହରରେ ରହିବାକୁ ଲାଗିଲେ। ତାଙ୍କର ଦୁଇ ବିବାହିତ ଝିଅ ବିଦେଶରେ ରୁହନ୍ତି।
ଖବର ପାଇ ପୋଲିସ ପହଞ୍ଚି ଘର ଭିତରକୁ ପ୍ରବେଶ କରିବା ସହ ୪ଟି ପୋଡ଼ା ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲା।
ତାଜମହଲକୁ ଆସିଥିବା ପର୍ଯ୍ୟଟକ ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବନ୍ୟା ଜଳକୁ ବି ଉପଭୋଗ କରୁଛନ୍ତି ।
କେତେ ନିର୍ଦ୍ଦୟ ... ବାପା ସହ ଶତ୍ରୁତା ଥିବାରୁ ପିଲାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା..
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।
ବାପାମାଆଙ୍କୁ ଜୀବନରୁ ଶେଷ କରିଦେଲା ନୃଶଂସ ପୁଅ । ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଗଲା ।
ଚପଲ ହଜି ଯାଇଛି ଓ ଏହାକୁ ଖୋଜି ଆଣିବା ଲାଗି ପୋଲିସ୍କୁ କଲ୍ କରିବା କଥାଟା, ଯେକେହିବି ଶୁଣିଲେ ତାଙ୍କୁ ଏହା ଅଜବ ଲାଗିବ।
Nude Protest : ରାୟପୁରରେ କିଛି ଯୁବକ ଉଲଗ୍ନ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ମୋଦି କହିଛନ୍ତି ଯେ ନିଜ ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକଜୁଟ୍ ହୋଇଛନ୍ତି, ଯାହାକୁ ଦେଶବାସୀ ଦେଖୁଛନ୍ତି ଆଉ ବୁଝି ମଧ୍ୟ ସାରିଛନ୍ତି ।
ଆମେ କହୁଛୁ ସେହି ମହିଳାଙ୍କ କଥା, ଯିଏ ମୁସଲିମ୍ ରାଷ୍ଟ୍ର ପାକିସ୍ତାନରୁ ଖସିଆସିଛନ୍ତି ହିନ୍ଦୁସ୍ତାନକୁ । ଯାହାଙ୍କ ନାଁ ସୀମା ଗୁଲାମ୍ ହାଇଦର । ଘର ପାକିସ୍ତାନର କରାଚୀ ।
ଦିଲ୍ଲୀରେ ଏନଡିଏର ଶକ୍ତି ପ୍ରଦର୍ଶନ । ୩୮ ସହଯୋଗୀ ଦଳଙ୍କୁ ମନ୍ତ୍ର ଦେବେ ମୋଦି ।
NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି ।
ଫ୍ଲାଏ ଓଭରରେ ମସ୍ତି କରୁଥିଲେ ଯୁବକ ଯୁବତୀ । ଏହି ସମୟରେ ଘଟିଲା ଦୁର୍ଘଟଣା ।
ସେନା ଓ ପୋଲିସ ପକ୍ଷରୁ ମିଳିତ ଅପରେସନ୍
ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।
ଅଭିଯୁକ୍ତ ଜଣକ ହେଲା ଦେବେନ୍ଦ୍ର ବିଶ୍ୱକର୍ମା । ସେ ନିୟମିତ ଭାବେ ମଦ ଓ ଗ୍ରଗ୍ସ ସେବନ କରେ । ୨୪ ଘଣ୍ଟା ସେ ନିଶାରେ ଥାଏ । ଯାହାଫଳରେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।
କଲେଜ୍ର ୮ ମହଲାରୁ ଡେଇଁ ଜୀବନ ହାରିଲେ ବିଟେକ୍ ଛାତ୍ର । କର୍ଣ୍ଣାଟକ ବେଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ବେଙ୍ଗଲୁରୁ ବିରୋଧୀ ବୈଠକରେ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ମଲ୍ଲିକାର୍ଜୁନଙ୍କ ଆହ୍ୱାନ ।
ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।
ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା। ଏଟିଏସ୍ ଜେରା ପରେ ଅନେକ ସତ ଏବେ ସାମ୍ନାକୁ ଆସିଛି ।
ବେଙ୍ଗାଲୁରୁରେ ବିରୋଧୀ ମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ବୈଠକରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ଦୁର୍ନୀତି ପ୍ରସଙ୍ଗରେ ପଚରାଗଲେ ଚୁପ୍ ରହୁଛନ୍ତି।
ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସଫେଇ କର୍ମଚାରୀ ଭାବ କାମ କରୁଥିଲେ ଏହି ମହିଳା । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ ।
ନିଜ ଜନ୍ମ କଲା ଝିଅକୁ କେନାଲକୁ ଫିଙ୍ଗିଦେଲା ବାପା । ମା’କୁ ଧମକ ଦେଲା, ‘ଏ ବିଷୟରେ କାହାକୁ କହିଲେ, ତତେ ବି ଜୀବନରୁ ମାରିଦେବି’ ।
ବେଲଗାମ୍ ଟମାଟୋ ଦର। ଟମାଟୋ ଦର ଏତେ ଅଧିକ ଯେ, ଅଧିକାଂଶ ଖାଦ୍ୟରେ ଆପଣ ଟମାଟୋ ପାଇବେ ନାହିଁ। ଏଭଳି ସ୍ଥିତିରେ କିଛି ସ୍ଥାନରେ ଟମାଟୋକୁ ନେଇ ଅଜବ ଘଟଣା ଘଟୁଛି।