ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଫରଫର ହୋଇ ଉଡୁଛି ଜାତୀୟ ପତାକା । ଆଉ ଏହାରି ଭିତରେ ପାଣି ଭିତରେ ବି ପତାକା ଉତ୍ତୋଳନ କରାଯାଇଛି । ତାମିଲନାଡୁର ରାମେଶ୍ୱରମ୍ ପାଖରେ ସମୁଦ୍ର ଭିତରେ କରାଗଲା ପତାକା ଉତ୍ତୋଳନ
Published By: Sarbeswar
Last updated: 15 August 2023, 06:38 PM IST
ତ୍ରିରଙ୍ଗା ବସ୍ତ୍ର ପରିଧାନ କରି ମହୁମାଛି ସହ ସ୍ୱାଧିନତା ଦିବସ ପାଳିଲେ କେନ୍ଦ୍ରାପଡ଼ାର ମହୁମାଛି ମଣିଷ ଗଣେଶ ଚନ୍ଦ୍ର ରାଏ..