• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Fake University
ବଡ଼ ଖବର ! ସାରା ଦେଶରେ ଚାଲିଛି ୨୦ ଫେକ୍‌ ୟୁନିଭର୍ସିଟି

ଦିଲ୍ଲୀରେ ସବୁ ବଡ଼ ବଡ଼ିଆ ଅଫିସର- ନେତା- ମନ୍ତ୍ରୀ ରହୁଥିଲେ ବି ତାଙ୍କ ନାକ ତଳେ ଏତେ ପରିମାଣର ନକଲି ବିଶ୍ୱବିଦ୍ୟାଳୟ କିଭଳି ଖୋଲାଯାଇଛି, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । 

Teen Talaq
କଳଙ୍କ ! ଯୌତୁକ ପାଇଁ ଗର୍ଭବତୀ ପତ୍ନୀଙ୍କୁ ମାଡ଼ ମାରି ନଷ୍ଟ କଲେ ଛୁଆ

ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Cheetah Death
କୁନୋ ଜତୀୟ ଉଦ୍ୟାନରେ ଗଲାଣି ୯ ଚିତାଙ୍କ ଜୀବନ

ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମିବିୟା ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା।

ADR Report
ADR ରିପୋର୍ଟରେ ସୂଚନା: ବଜେଟ୍‌କୁ ବଳିଗଲା ବିଧାୟକଙ୍କ ସମ୍ପତ୍ତି

ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି ।

Haryana's Nuh violence
ହରିୟାଣାରେ ହିଂସାର ନିଆଁ : ନୁହରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ସେବା ବନ୍ଦ

ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...

Right To Sleep
ଶୋଇବା ବେଳେ ଆପଣଙ୍କୁ କେହି ବାଧା ଦେଉଛନ୍ତି କି ? ତା’ହେଲେ ଆପଣ କେସ୍‌ କରିପାରିବେ...

ଭଲରେ ଶୋଇବା ଆପଣଙ୍କର ମୌଳିକ ଅଧିକାର। ଯଦି କେହି ଆପଣଙ୍କୁ ଶୋଇବା ପାଇଁ ମନା କରନ୍ତି କିମ୍ବା ବାଧା ଦିଅନ୍ତି ତା’ହେଲେ ଆପଣ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। 

  • Tuesday, 01 August 2023
  • Sleep
Group Clash
ହରିୟାଣାର ନୁଁହରେ ଗୋଷ୍ଠୀ ସଂଘର୍ଷ; ସ୍କୁଲ ବନ୍ଦ ସାଙ୍ଗକୁ କାଲି ଯାଏଁ ଇଣ୍ଟରନେଟ୍ ସେବା ଠପ୍‌

ହରିୟାଣା ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁସଂଖ୍ୟା ୪ କୁ ବୃଦ୍ଧି। ଦୁଇ ହୋମଗାର୍ଡଙ୍କ ସମେତ ଜଣେ ସାଧାରଣ ନାଗରିକ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଛି।

Historic Chandrayaan-3 leaves earth, orbit heads towards moon
ପୃଥିବୀ ଛାଡ଼ି ଜହ୍ନକୁ ଯାତ୍ରା କଲା ଚନ୍ଦ୍ରୟାନ-୩

ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

Commercial LPG gas cylinders prices slashed
ଜନତାଙ୍କ ପାଇଁ ଖୁସି ଖବର ! ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର

ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର।  କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। 

16 Killed In Crane Accident At Expressway Site,
ବଡ଼ ଅଘଟଣ: ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌, ୧୭ ମୃତ

ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି।

  • Tuesday, 01 August 2023
love story
ପ୍ରେମିକ ପାଇଁ ସମୁଦ୍ର ଲଂଘିଲା ପ୍ରେମିକା, ଆନ୍ଧ୍ର ଯୁବକଙ୍କୁ ବାହାହେଲେ ଶ୍ରୀଲଙ୍କା ଯୁବତୀ

ପ୍ରେମ ପାଇଁ କିଏ ଭାରତ ଚାଲି ଆସିଲାଣି ତ କିଏ ଭାରତ ଛାଡ଼ି ଦେଲାଣି...ଲାଗୁଛି ଯେମିତି ସୀମାପାର ପ୍ରେମକାହାଣୀ ଏକ ଟ୍ରେଣ୍ଡ ପାଲଟିଗଲାଣି...

tragic incident
ପାହାଡ଼ ଉପରୁ ପଡ଼ି ନବଦମ୍ପତି ମୃତ, ବଞ୍ଚାଇବାକୁ ଯାଇ ଭାସିଗଲେ ସମ୍ପର୍କୀୟ

କି ଦୁଃଖ ଦେଲା ଦଇବ ! ବିବାହର ୧୦ ଦିନ ପୂରୁଣୁ ନବଦମ୍ପତିଙ୍କ ଜୀବନ ଚାଲିଗଲା ।

Tomato Truck missing
ଜୟପୁରକୁ ଆସୁଥିଲା ୨୧ଲକ୍ଷ ଟଙ୍କାର ଟମାଟୋ ବୋଝେଇ ଟ୍ରକ୍‌, ହେଲେ ରାସ୍ତାରୁ ଗାଏବ୍‌

ପୋଲିସର ସୂଚନାନୁସାରେ ୨୧ ଲକ୍ଷ ଟଙ୍କାର ଟମାଟୋ ନେଇ ଆସୁଥିବା ଏକ ଟ୍ରକ୍‌ ନିଖୋଜ ହୋଇଯାଇଛି । ଯାହାର ପତ୍ତା ମିଳୁନାହିଁ । ଟ୍ରକ୍‌ଟି କର୍ଣ୍ଣାଟକର କୋଲାରରୁ ରାଜସ୍ଥାନର ଜୟପୁରକୁ ଯାଉଥିଲା

  • Monday, 31 July 2023
Missing jawan mother emotional message to terrorists
୧୦ ମିନିଟ୍‌ରେ ଫେରୁଛି କହି ଯବାନ ନିଖୋଜ...କାନ୍ଦି କାନ୍ଦି ମାଆ କହୁଛି- ‘ଦୟାକରି ମୋ ପୁଅକୁ ଛାଡ଼ିଦିଅ, ସେ ନିରୀହ ପିଲା...’

‘ଦୟାକରି ତାକୁ ଛାଡ଼ିଦିଅ। ସେ ନିରୀହ ପିଲା। ଯଦି ସେ କିଛି ଭୁଲ୍‌ କରିଛି, ତା’ପାଇଁ ମୁଁ କ୍ଷମା ମାଗି ନେଉଛି। ହେଲେ ମୋ ପୁଅକୁ ଛାଡ଼ିଦିଅ’...ଏଭଳି କିଛି ଭାବପ୍ରବଣ ହୋଇ ଆତଙ୍କାବାଦୀକୁ ନିବେଦନ କରିଛନ୍ତି ଜଣେ ଯବାନଙ୍କ ମା’।

Today Last Day To File Income Tax Returns
ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ, ଜାଣନ୍ତୁ ଡେଡ୍‌ଲାଇନ୍‌ ପରେ କେତେ ଟଙ୍କା ଫାଇନ୍‌ ଗଣିବେ...

୨୦୨୩-୨୪ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଦାଖଲର ଆଜି ଶେଷ ଦିନ। ଗତକାଲି ସୁଦ୍ଧା ପ୍ରାୟ ୬ କୋଟି ରିଟର୍ଣ୍ଣ ଫାଇଲିଂ ହୋଇଛି ।

ଆଇଆଇଟି କ୍ୟାଣ୍ଟିନରେ ବିବାଦୀୟ ପୋଷ୍ଟର; ‘ଏଠି କେବଳ ଶାକାହାରୀ ବସିବେ’

ହଷ୍ଟେଲ ପକ୍ଷରୁ ମଧ୍ୟ ମେଲ୍‌ ଆସିଥିଲା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା ।

 Women In Manipur Video Approach Supreme Court
ମଣିପୁର ଭାଇରାଲ୍‌ ଭିଡିଓ ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲେ ପୀଡ଼ିତା

ମଣିପୁର ଭାଇରାଲ୍‌ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି।

4 dead after Railway Protection Force jawan opens fire on train
ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ RPF କନଷ୍ଟେବଲ୍‌, ୪ ମୃତ

ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। RPF କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

2024 LS Polls Predictions
'ଏବେ ଭୋଟ୍ ହେଲେ ପୁଣି ସରକାର ଗଢ଼ିବ NDA'

ଆଜିର ଦିନରେ ଦେଶରେ ନିର୍ବାଚନ ହେଲେ କେନ୍ଦ୍ରରେ ପୁଣିଥରେ ସରକାର ଗଢିବ NDA। ପ୍ରଧାନମନ୍ତ୍ରୀ ଭାବେ ହାଟ୍ରିକ୍ କରିବେ ନରେନ୍ଦ୍ର ମୋଦି। ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି। ଏପଟେ ଓଡ଼ିଶାରେ ବିଜେଡିକୁ ୧୩ଟି, ବିଜେପିକୁ ୮ଟି ସିଟ୍ ଓ କଂଗ୍ରେସ୍ ଖାତା ଖୋଲି ପାରିବ ନାହିଁ ବୋଲି ସର୍ଭେ କହୁଛି। ଯାହାକୁ ନେଇ ତେଜିଛି ରାଜନୀତି। ସମସ୍ତ ଦଳ ଦାବି କରିଛନ୍ତି, ସେମାନେ ଓପିନିଅନ୍ ପୋଲ୍ ଆକଳନଠାରୁ ଅଧିକ ସିଟ୍ ପାଇବେ।

‘Meri Mati Mera Desh’ campaign
ଦେଶବ୍ୟାପୀ ଆରମ୍ଭ ହେବ ‘ମୋ ମାଟି, ମୋ ଦେଶ’ ଅଭିଯାନ

ମନ୍ କି ବାତରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦେଶର ସହିଦଙ୍କୁ ସମ୍ମାନ ଜଣାଇ ଅଭିଯାନ ଆରମ୍ଭ ହେବ। ସାରା ଦେଶରେ ସହିଦଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ।

 Opposition MPs from the INDIA bloc submitted a memorandum to the governor
ମଣିପୁର ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ ‘INDIA’ ମେଣ୍ଟ: ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦେଲେ ଦାବିପତ୍ର

ମଣିପୁରରେ ଗତ ୯୦ ଦିନ ଧରି ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ତେଣୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିରୋଧୀ ମେଣ୍ଟ।

Jawan Missing
କାଶ୍ମୀର କୁଲଗାମରୁ ଯବାନ ନିଖୋଜ; କାରରେ ପଡିଛି ଚପଲ, ଲାଗିଛି ରକ୍ତ ଛିଟା

ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ।

PSLV-C56 vehicle launches
ଇସ୍ରୋର ସଫଳତା; PSLV C56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ

ପିଏସଏଲଭି ସି 56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ ।

Meet PM Modi's Look-Alike Vikas Mahante
ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ବନ୍ କପି: ସେଇ ଲୁକ୍, ସେଇ ଠାଣି

ଦେଶର ରାଜନୈତିକ ଛକାପଞ୍ଝା ଭିତରେ, ବେଳେ ବେଳେ ଏମାନଙ୍କୁ ବି ନେଇ ହୁଏ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ମିଳେ ସେଲିବ୍ରିଟି ଫିଲ୍ ।

Andhra Pradesh farmer
ଟମାଟୋ ଖୋଲିଦେଲା ଭାଗ୍ୟ ; ୪୫ ଦିନରେ ରୋଜଗାର କଲେ ୪ କୋଟି

ଟମାଟୋର ଚଢ଼ାଦର ଥିବାରୁ ୧ କେଜି ବଦଳରେ ୨୫୦ ଗ୍ରାମ କିଣୁଛନ୍ତି ଗ୍ରାହକ । ହେଲେ ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚିକତ କରିଦେବ । ଜଣେ ବ୍ୟବସାୟୀ ଟମାଟୋ ବିକ୍ରି କରି ରୋଜଗାର କରିଛନ୍ତି ୪ କୋଟି ଟଙ୍କା ।

  • Saturday, 29 July 2023