ଛତ୍ରପତି ଶିବାଜୀ ମହାରାଜ ଏହି ବାଘ ନଖ ଅସ୍ତ୍ରରେ ୧୬୫୯ ମସିହାରେ ବିଜାପୁର ସଲତନତର ସେନାପତି ଅଫଜଲ ଖାନଙ୍କୁ ହତ୍ୟା କରିଥିଲେ।
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ବଡ଼ ବଡ଼ ନେତା । ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି ।
ଦିଲ୍ଲୀ ଯମୁନା ନଦୀରେ ବି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ୨୪ ଘଣ୍ଟିଏ ପହରା ଏଠି ବି ଦିଆଯିବ । DRDO ପକ୍ଷରୁ ଦୂର ଯାଏଁ ଆକାଶରେ ସର୍ଭିଲାନ୍ସ ପାଇଁ ସ୍ୱତନ୍ତ୍ର ଦୂରବିକ୍ଷଣକୁ ଖଞ୍ଜା ଯାଇଛି ।
ଦିଲ୍ଲୀର ଦିଲରେ ସାରା ଭାରତର ଝଲକ । ଗୋଟିଏ ଜାଗା, ଗୋଟିଏ ପରିଚୟ...ଭାରତର ‘ଭାରତ ମଣ୍ଡପମ୍’...ଏଠି ଏକାଠି ହୋଇଛନ୍ତି ଦେଶର କୋଣଅନୁକୋଣର ବଛା ବଛା ଶିଳ୍ପୀ, କାରିଗର, କୃଷକ ଆଉ ଅତ୍ୟାଧୁନିକ ବ୍ୟବସାୟୀ ।
ପାଖାପାଖି ୫୦ ବର୍ଷର ରାଜନୀତି ଅଭିଜ୍ଞତା ରଖିଥିବା ଖଡ଼ଗେ ଏବେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦବୀ ମଣ୍ଡନ କରୁଛନ୍ତି । ଏହା ଏକ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ଏତେ ବଡ଼ ପାହ୍ୟାରେ ରହିଥିଲେ ବି ତାଙ୍କୁ ଡିନର ପାର୍ଟିକୁ ଡକାଯାଇନାହିଁ।
କୁହାଯାଇଛି ଯେ, ଟ୍ୟାବଲେଟ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ, ଉପସ୍ଥାନ, ସଭା, ଲାଇବ୍ରେରୀ ଏବଂ କ୍ରୀଡା ଏବଂ ଅନ୍ୟାନ୍ୟ ପାଇଁ ରେଜିଷ୍ଟର ବଦଳାଇ ଏକ ଅନଲାଇନ୍ ଇକୋସିଷ୍ଟମ୍ ବ୍ୟବହାର କରାଯିବ।
ଆଶ୍ଚର୍ଯ୍ୟଜନକ ଭାବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ମଇ ୭, ୨୦୨୧ରେ ନିଜ ଘରକାମ କରୁଥିଲେ ରଗିବାଗଡା ଶ୍ରୀନିବାସ ରେଡ୍ଡୀ । ସେତେବେଳେ ତାଙ୍କ ବୟସ ୫୩ ବର୍ଷ ହୋଇଥିଲା ।
ଏହା ବ୍ୟତୀତ ଛାତ୍ରମାନଙ୍କ ପାଇଁ ଇଣ୍ଟର୍ନସିପ୍ ଏବଂ ପ୍ଲେସମେଣ୍ଟ ଏବଂ ଛାତ୍ରବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି ।
‘୩୦ ବର୍ଷ ଯାଏ ବଞ୍ଚିବାକୁ ଚାହୁଁଥିଲି। ଏଥିପାଇଁ ବହୁ ବର୍ଷ ପୂର୍ବରୁ ଭାବି ମଧ୍ୟ ସାରିଥିଲି।’ ସୁଇସାଇଡ୍ ନୋଟ୍ରେ ଏପରି କିଛି କହି ଜଣେ ହୋଟେଲ୍ ମାଲିକ ଆତ୍ମହତ୍ୟା କରିଛନ୍ତି।
ମାଟି ତଳେ ଦୁଇ ମହଲା ଘର। ଏଥିରେ ୧୧ଟି ବଖରା ଥିବାବେଳେ ରହିବା ଲାଗି ସବୁ ସୁବିଧା ରହିଛି। ଉତ୍ତରପ୍ରଦେଶ ହର୍ଦୋଇର ଇରଫାନ ଅହମ୍ମଦ ଏଭଳି ଏକ ସ୍ଥାପତ୍ୟ କଳା କରି ଦେଖାଇଛନ୍ତି।
ଆମେରିକା ରାଷ୍ଟ୍ରପତିଙ୍କ ବହୁ ଚର୍ଚ୍ଚିତ ଅତି ସୁରକ୍ଷିତ ଏବଂ ଅତ୍ୟାଧୁନିକ କାର୍ 'ଦ ବିଷ୍ଟ୍' । ଏହି ଆକର୍ଷଣୀୟ ଗାଡ଼ି, ଯାହାର ଦାମ୍ ୧୦ କୋଟି ଟଙ୍କା। ଟ୍ରକ୍ର ଚେଚିସ୍ରେ ନିର୍ମିତ ୭ ଟନ୍ ଓଜନର ଏହି ଗାଡ଼ିକୁ କୌଣସି ବି ବୋମା କ୍ଷତି ପହଞ୍ଚାଇ ପାରିବନାହିଁ।
ଦିନକ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ G-20 ରାଷ୍ଟ୍ରଗୋଷ୍ଠୀ ବୈଠକ । ଏହି ଶିଖର ସମ୍ମିଳନୀ ଲାଗି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ନିମନ୍ତ୍ରିତ ଅତିଥି । ଯେଉଁଥି ପାଇଁ ଏବେ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀ ମହାନଗରୀ । ସେହିଭଳି ସାଜସଜ୍ଜାରେ ଓ ଅତିଥି ସତ୍କାର କ୍ଷେତ୍ରରେ ମଧ୍ୟ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ୨୦ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ।
BSE ଓ NSE ମଧ୍ୟରେ ଖୁବ୍ ଶୀଘ୍ର ମର୍ଜ ହେବ ବୋଲି ଚର୍ଚ୍ଚା ଏବେ ଜୋର ଧରିଛି ।
ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ, ଆଦିତ୍ୟ-L1 ଆଜି ପୃଥିବୀ ଓ ଚନ୍ଦ୍ରର ଫଠୋ ପଠାଇଛି। ଏହାସହ ସେଲ୍ଫି ମଧ୍ୟ ଉଠାଇଛି।
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ଭେଟିବା ପାଇଁ ଶହଶହ ସଂଖ୍ୟାରେ ଭାରତୀୟ ଅନେଇ ବସିଥିଲେ।
ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଦେଶରୁ ଭାରତ ଆସୁଥିବା ମାନ୍ୟଗନ୍ୟ ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ରୁପାରେ ତିଆରି ବାସନକୁସନ ତିଆରି କରାଯାଇଛି।
ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ। ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ।
ବିଜେପି ଦଳୀୟ ଅନୁଷ୍ଠାନରେ ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା । ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ଦାବି କରିଆସୁଛି ବିଜେଡି ।
କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ ।
ତୋରବୁଙ୍ଗ ବାଂଲା ଓ କାନଭି ଅଞ୍ଚଳକୁ ଯିବାକୁ ବାରଣ । କୋକମି ଲୋକଙ୍କୁ ବାଟରେ ଅଟକାଇ ବୁଝାଇଲା ପୋଲିସ ।
ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। କିନ୍ତୁ କ’ଣ ଆଲୋଚନା ହେବ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରି ନାହାନ୍ତି । ଚର୍ଚ୍ଚା ହେଉଛି ଏକକ ନିର୍ବାଚନ ନେଇ ବିଲ୍ ଆସିବ।
ଭାରତ ବନାମ ଇଣ୍ଡିଆ। ଏହାକୁ ନେଇ ଚାଲିଛି ରାଜନୈତିକ ଝଡ। ତେବେ ଏହାରି ଭିତରେ ଆସନ୍ତୁ ଜାଣିନେବା କିପରି ହୋଇଥିଲା ଭାରତ ଶବ୍ଦର ଉତ୍ପତ୍ତି ଆଉ କାହିଁକି ହେଲା ଇଣ୍ଡିଆ।
ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା ।
ଏହା ପୂର୍ବରୁ ଭାରତୀୟ ନୌସେନାର କର୍ମଚାରୀମାନେ ଖାଇବା ସମୟରେ ହେଉ କିମ୍ବା ୱାର୍ଡରୁମ୍ରେ, ସବୁବେଳେ ଅଣ୍ଟାରେ ସେହି ଇଂରେଜ ଅମଳରୁ ‘କମରପଟି’ ପିନ୍ଧି ଆସୁଥିଲେ । ଏହି ପ୍ରଥାକୁ ଏବେ ଉଚ୍ଛେଦ କରାଯାଇଛି ।