• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Delhi Floods update
ଯମୁନା ବନ୍ୟାରେ ଉବୁଟୁବୁ ନୂଆଦିଲ୍ଲୀ; ଘରଠୁ ସଚିବାଳୟ ଯାଏଁ ସବୁଠି ପାଣି

ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି ।

special masala dosa
ଦୋସାରେ ସମ୍ବର ଦେବାକୁ ଭୁଲିଗଲେ ୱେଟର; ଗ୍ରାହକଙ୍କୁ ୩,୫୦୦ ଟଙ୍କା ଜରିମାନା ଗଣିଲା ରେଷ୍ଟୁରାଣ୍ଟ

ଦୋସାରେ ସମ୍ବର ନଥିବା କାରଣରୁ ଏହି ଜରିମାନା ଦେଇଥିବା କୁହାଯାଉଛି । ଗ୍ରାହକ ଜଣକ ରେଷ୍ଟୁରାଣ୍ଟକୁ ଆସି ସ୍ପେଶାଲ୍ ମସାଲା ଦୋସା ମଗାଇଥିଲେ । ଯାହାର ମୂଲ୍ୟ ୧୪୦ ଟଙ୍କା ରହିଥିଲା ।

  • Thursday, 13 July 2023
India - Pakistan
ଜାତିସଂଘରେ ପାକିସ୍ତାନକୁ ଆମେରିକାର ବିରୋଧ, ଭାରତ କଲା ସମର୍ଥନ !

ୟୁଏନ୍‌ଏଚ୍‌ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।

Bihar news
ବର ଲୁଚାଉଥିଲା ଚନ୍ଦାମୁଣ୍ଡ, କନ୍ୟାପକ୍ଷ ଜାଣିବା ପରେ ବର୍ଷିଲା ମାଡ଼ ଆଉ ଗାଳି

ବରକୁ ଚନ୍ଦା ଅବସ୍ଥାରେ ଦେଖି କନ୍ୟା ଘର ପକ୍ଷ ଲୋକ ରାଗି ଯାଇଥିଲେ । କାହିଁକି ଏ କଥା ଲୁଚାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

Street Dog
ବାପା ମାଆ କାମ କରୁଥିଲେ, ପୁଅ ଖେଳୁଥିଲା ବାହାରେ... ଝୁଣିଦେଲେ ବୁଲା କୁକୁର

ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ବୁଲା କୁକୁରର ଶିକାର ହୋଇଛନ୍ତି କୁନି ଛୁଆ । 

  • Thursday, 13 July 2023
Fire Mishap In Delhi Galaxy Mall
ମଲ୍‌ରେ ଲାଗିଲା ନିଆଁ, ଜୀବନ ବିକଳରେ ତିନି ମହଲା ଉପରୁ ଡେଇଁଲେ ଲୋକ...

କିଛି ଲୋକ ଜୀବନ ବିକଳରେ କାଚ ଭାଙ୍ଗି ସିଧା ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

taj mahal interesting facts
ଆମ ଐତିହ୍ୟ ତାଜମହଲ; ନିର୍ମାଣ କରିଥିଲେ କେତେ ଶ୍ରମିକ, ଖର୍ଚ୍ଚ ହୋଇଥିଲା କେତେ ଟଙ୍କା ?

ଲାଲ୍‌ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ...

Engineering Student Death
କିଲର୍‌ ଚାଇନିଜ୍‌ ଆପ୍‌; ‘ଟଙ୍କା ଦିଅ ନହେଲେ ଭାଇରାଲ ହେବ ଅନ୍ତରଙ୍ଗ ଫଟୋ’

ପ୍ରତିଦିନର ନିର୍ଯାତନାକୁ ସହିପାରିଲେନି ତେଜସ୍‌ । ଶେଷରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ।

Mass suicide
ଋଣ ଉଜାଡ଼ି ଦେଲା ପରିବାର; ପିଲାଙ୍କୁ ବିଷ ଦେଇ ଝୁଲିପଡ଼ିଲେ ବାପା-ମା’...ସୁଇସାଇଡ୍ ନୋଟ୍‌କୁ ନେଇ ଚର୍ଚ୍ଚା

ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ ମୃତ୍ୟୁର କାରଣକୁ ନେଇ ଲାଗି ରହିଛି ସସ୍‌ପେନ୍ସ । କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ଦମ୍ପତି ? ମା’ ହୋଇ କିପରି ତାଙ୍କର ଦୁଇ ପୁଅଙ୍କୁ ଦେଇଦେଲେ ବିଷ ?

yamuna
କି ଅବସ୍ଥା ହେଲା ! ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି

କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।

Woman Slaps MLA
Video: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଚାପୁଡ଼ା ମାରିଲେ ମହିଳା

ଚାପୁଡ଼ା ମାରି ବିଧାୟକଙ୍କ ଗାଲ ନାଲି କରିଦେଲେ ମହିଳା । ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଯାଇଥିଲେ..ଅପମାନିତ ହୋଇ ଫେରିଲେ ।

Wife Leaves Husband
୨ଟି ଟମାଟୋ ପାଇଁ ଭିଷଣ ଝଗଡ଼ା; ଘର ଛାଡ଼ି ଚାଲିଗଲା ସ୍ତ୍ରୀ

ଟମାଟୋ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖଣ୍ତଯୁଦ୍ଧ । ବିନା ପଚାରି ଟମୋଟା ବ୍ୟବହାର କରିବାରୁ ଚିହିଁକି ଉଠିଲେ ସ୍ତ୍ରୀ । ଶେଷରେ ଘର ଛାଡ଼ି ପଳାଇଲେ ।

murder
ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ଦେଖିଦେବାରୁ ପୁଅକୁ ପାଣିରେ ବୁଡ଼ାଇ ମାରିଦେଲା ମା’

ପାପ ପ୍ରଣୟ ପାଇଁ ପିଶାଚୀ ପାଲଟିଗଲା ମା’ । ସତରେ ମା’ କ’ଣ ଏତେ ନିର୍ଦ୍ଦୟ ହୋଇପାରେ । ନିଜ ଜନ୍ମକଲା ପିଲାକୁ ନିଜ ହାତରେ ମାରିପାରେ ।

President Droupadi Murmu
ଆସନ୍ତା ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ।

Narendra Modi
ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ, ଭାରତକୁ ଭବିଷ୍ୟତରେ କିପରି ମିଳିବ ଲାଭ ?

PM Modi France Visit : ୨ଦିନିଆ ଗସ୍ତବେଳେ ଫୋକସରେ ରହିବ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଡିଲ୍ । ଫ୍ରାନ୍ସ ଜାତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Yamuna river
ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀରେ ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଜଳସ୍ତର

ଇଷ୍ଟ ଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀ ମଧ୍ୟରେ ଯାତାୟତ ପ୍ରଭାବିତ । ପଞ୍ଜାବରେ ପାଣିଘେରରେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାର କଲା ବିଏସଏଫ୍ ।

Rain-battered north India
ଉତ୍ତର ଭାରତରେ ବର୍ଷା ଓ ବନ୍ୟା ବିତ୍ପାତ ପରେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ପୁଳା ପୁଳା ଚିତ୍ର

ବର୍ଷା ଓ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡରେ ବି ସଙ୍ଗୀନ ହୋଇଛି ସ୍ଥିତି।

Rain-battered north India
ମନାଲିକୁ ଖିନଭିନ୍ କରିଦେଲା ପ୍ରକୃତିର କରାଳ ରୂପ: ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

ଖାଲି ଏହି ଗୋଟିଏ ଜାଗା ନୁହେଁ, ହିମାଚଳ ପ୍ରଦେଶରେ ଅନେକ ସ୍ଥାନରେ ଏଭଳି ସ୍ଥିତି। ଜାଗା ଜାଗାରେ ଭୂସ୍ଖଳନ ସହ ନଦୀ ନାଳ ଉପରେ ଥିବା ପୋଲ ଏବଂ ରାସ୍ତା ଧୋଇଯିବା ଯୋଗୁଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ନା ଆଗକୁ ଯାଇ ହେଉଛି, ନା ପଛକୁ ଫେରି ପାରୁଛନ୍ତି। 

Online Marriage
ବନ୍ୟା ଓ ଭୂସ୍ଖଳନ ପାଇଁ ଅନଲାଇନ୍‌ରେ ପଡ଼ିଲା ହାତଗଣ୍ଠି, ଭର୍ଚୁଆଲି ବିବାହ କଲେ ବରକନ୍ୟା

ବର୍ଷା ପାଇଁ ଝିଅ ଘରକୁ ଯିବା ସମ୍ଭବପର ନଥିଲା ...ଏଥିପାଇଁ ବିକଳ୍ପ ନିଷ୍ପତ୍ତି ବାହାର କଲେ ପରିବାର ଲୋକ..

flood condition
ଉତ୍ତର ଭାରତରେ ବର୍ଷା ବିତ୍ପାତ; ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ମଙ୍ଗଳବାର ଆଉ ୨୧ ଜଣଙ୍କ ମୃତ୍ୟୁକୁ ମିଶାଇ ସଂଖ୍ୟା ୯୧କୁ ବୃଦ୍ଧି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ସ୍ଥିତି ।

  • Wednesday, 12 July 2023
Online Game
ମହଙ୍ଗା ହେବ ଅନଲାଇନ୍ ଗେମ୍, ଶସ୍ତା ହେବ ପପକନ୍‌

ସିନେମା ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇ ହଲରେ ମିଳୁଥିବା ଖାଦ୍ୟ ଉପରେ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ଜିଏସଟି ହ୍ରାସ କରାଯାଇଛି ।

Drone
ଚୁଟକିରେ ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍

ଗୁଳି ଫୁଟିବନି କି ଶବ୍ଦ ହେବନି..ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍ । ବହୁ ଦୂରରୁ ଅକାମୀ କରିଦେବ ଜାମର୍ ।

Drone
ଗୁଳି ଫୁଟିବନି କି ଶବ୍ଦ ହେବନି; ଚୁଟକିରେ ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍

ଗୁଳି ଫୁଟିବନି କି ଶବ୍ଦ ସୃଷ୍ଟି ହେବନି, କିନ୍ତୁ ଏହାରି ପ୍ରଭାବରେ ଆକାଶ ମାର୍ଗରୁ ଶତ୍ରୁ ପକ୍ଷ ଡ୍ରୋନକୁ ଅନାୟାସରେ ତଳକୁ ଖସାଇ ଦିଆଯାଇ ପାରିବ ।

Uttarakhand
ଉତ୍ତର ଭାରତରେ ଥମୁନି ପ୍ରକୃତିର ତାଣ୍ଡବ; ଜଳପ୍ରଳୟ ନେଲାଣି ୩୭ ଜୀବନ

୪ ଦିନ ପରେ ହିମାଚଳର କିଛି ସ୍ଥାନରେ ବର୍ଷା ସାମାନ୍ୟ କମିଥିଲେ ବି ଭୂସ୍ଖଳନ ଯୋଗୁ ଠପ୍ ହୋଇଯାଇଛି ଜୀବନଯାତ୍ରା । ସିକ୍ସ ମାଇଲ ମାର୍କ ନିକଟରେ ଅବରୋଧ ହୋଇଛି ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ । ରାଜ୍ୟର ମଣ୍ଡି ଅଂଚଳରେ ବି ସମାନ ଦୁର୍ଦ୍ଦଶା ।