• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Pre-wedding shoot
ଖାକି ବର୍ଦ୍ଦିରେ ପ୍ରି ୱେଡିଂ ଭିଡିଓ ସୁଟ୍‌; ଭାଇରାଲ ହେଉଛନ୍ତି ପୋଲିସ ଦମ୍ପତି

ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ଜଣେ ପୋଲିସ ଅଧିକାରୀ ନିନ୍ଦା କରିଛନ୍ତି ।

  • Tuesday, 19 September 2023
Narendra Modi
ପ୍ରଧାନମନ୍ତ୍ରୀ ଆଣିଲେ ମହିଳା ସଂରକ୍ଷଣ ବିଲ୍

ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍.. ଆସିଲା ମହିଳା ସଂରକ୍ଷଣ ବିଲ୍..

  • Tuesday, 19 September 2023
  • PM Modi
Aditya L1 spacecraft starts journey towards Sun-Earth L1 point
ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ

ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ । ପୃଥିବୀର କକ୍ଷପଥ ଛାଡି L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମିଶନ୍ ଆଦିତ୍ୟ । ଗତ ରାତି ପ୍ରାୟ ୨ଟା ବେଳେ ଇସ୍ରୋ ପକ୍ଷରୁ ସଫଳତାର ସହ ଆଦିତ୍ୟ L 1 କୁ ପୃଥିବୀର କକ୍ଷପଥରୁ ଅଲଗା କରାଯାଇଥିଲା ।

  • Tuesday, 19 September 2023
Special Session of Parliament
ଦେଶକୁ ଆଗକୁ ନେବାକୁ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ; ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନ ରଖି ଭାରତର ସ୍ୱପ୍ନ ପୂରଣ ପାଇଁ ସବୁ ସଦସ୍ୟଙ୍କୁ ଆହ୍ୱାନ ଦେଇଛନ୍ତି । ଅତୀତର ଘଟଣାକୁ ନେଇ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିମତ ରହିଛି ।

Sanjay Gandhi sent money to Bhindranwale
ହିନ୍ଦୁଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର ! ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଉଥିଲେ ସଞ୍ଜୟ ଗାନ୍ଧି

କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ, ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।

  • Tuesday, 19 September 2023
India Expels Top Canadian Diplomat
ଯେସାକୁ ତେସା, କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ

କାନାଡାକୁ ଭାରତର ମୁହଁତୋଡ ଯବାବ.. ୫ ଦିନ ଭିତରେ ଭାରତ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ

  • Tuesday, 19 September 2023
  • India
Women's Reservation Bill
ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ ! କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ବିଲରେ ଲୋକସଭାରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ବ୍ୟବସ୍ଥା

Aditya L1
ଆଦିତ୍ୟ L-1 ମିଶନକୁ ଆଉ ଏକ ସଫଳତା,ସୂର୍ଯ୍ୟ ଠାରୁ ଦୂରତା କମିଲା

ଆଦିତ୍ୟ L-1 ମିଶନ ପାଇଁ ୧୧୦ଦିନ ସମୟ ଲାଗିବ.. ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ କକ୍ଷପଥରେ ବୁଲିବ

  • Tuesday, 19 September 2023
  • ISRO
Historic move from old to new Parliament today
ଗଣେଶ ପୂଜାରେ ଦେଶକୁ ମିଳିବ ନୂଆ ସଂସଦ, କ’ଣ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା ?

ନୂଆ ପାର୍ଲାମେଣ୍ଟରେ ଆରମ୍ଭ ହେବ ସଂସଦ ଅଧିବେଶନ ..ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ଚାଲିବ

 whatsapp chat
ମେଟାର ନୂଆ ପ୍ଲାନ୍‌; Whatsappରେ ଗୋଟିଏ ମେସେଜ୍‌ କଲେ ଦେବେ ୪୦ ପଇସା !

ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍‌ ହେଉଛି Whatsapp । ଏହି ପ୍ଲାଟଫର୍ମକୁ ୨ଶହ କୋଟି ଲୋକ ପ୍ରତିଦିନ ବ୍ୟବହାର କରିଥା’ନ୍ତି ।

New Parliament House
ନୂଆ ସଂସଦ ଭବନରେ ହଟ୍ଟଗୋଳ କରିପାରିବେନି ବିରୋଧୀ...!

ଛୁଇଁ ପାରିବେନି ବାଚସ୍ପତିଙ୍କ ପୋଡ଼ିୟମ । କିମ୍ବା ସରକାରଙ୍କୁ ଘେରିବାକୁ ଯାଇ ତଥା ହଙ୍ଗାମା କରିବାକୁ ପହଞ୍ଚିପାରିବେନି ପୋଡ଼ିୟମ ପାଖରେ ।

Gita Meheta
ପଞ୍ଚଭୂତରେ ବିଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ଦିଲ୍ଲୀ ଲୋଧିରୋଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।

  • Monday, 18 September 2023
  • Delhi
New Parliament
ନୂଆ ସଂସଦ ଭବନରେ ରହିଛି ଅନେକ ରୋଚକ ତଥ୍ୟ, ଜାଣନ୍ତୁ...

ସରକାରୀ ସ୍ତରରେ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ମାତ୍ର ଅଢେଇ ବର୍ଷରେ ଏହାର ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।

Move to new Parliament building tomorrow
ଇତିହାସ ପାଲଟିବ ୯୬ ବର୍ଷର ପୁରୁଣା ଗଣତନ୍ତ୍ର ମନ୍ଦିର; କାଲି ନୂଆ ସଂସଦ କାର୍ଯ୍ୟକ୍ଷମ

୯୬ ବର୍ଷ ପୁରୁଣା ବୟୋବୃଦ୍ଧ ସଂସଦ ଭବନ... ସରକାର ଗଢ଼ିଛି, ସରକାର ଭାଙ୍ଗିଛି... ଆଇନ ବନିଛି, ଇତିହାସ ବଦଳିଛି... ସ୍ୱାଧୀନତା ସଂଗ୍ରାମଠୁ ସମ୍ବିଧାନ ପ୍ରଣୟନ... ଆନ୍ଦୋଳନଠୁ ଆତଙ୍କୀ ଆକ୍ରମଣ... ଆସନ୍ତାକାଲି ଇତିହାସ ପାଲଟିବାକୁ ଯାଉଛି ଅଗଣିତ ଐତିହାସିକ ଘଟଣାର ଏହି ମୁକସାକ୍ଷୀ ।

Narendra Modi
ନୂଆ ସଂସଦ ଭବନ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ : ପ୍ରଧାନମନ୍ତ୍ରୀ

ସଂସଦର ସ୍ୱତନ୍ତ୍ର ଅଧିବେଶନ..ଲୋକସଭାରେ ଆଲୋଚନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି..ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ଆଲୋଚନା

Parliament  Special Session
ଆଜିଠୁ ୫ଦିନ ଧରି ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ

ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

PM Narendra Modi launches Viswakarma Yojana in New Delhi
ଶୁଭାରମ୍ଭ ହେଲା PM ବିଶ୍ୱକର୍ମା ଯୋଜନା;୧୮ କୌଳିକ ବୃତ୍ତିଧାରୀଙ୍କୁ ମିଳିବ କମ୍ ସୁଧରେ ଋଣ

କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Sunday, 17 September 2023
SBI To Send Chocolates
ନେଇଛନ୍ତି କି ଋଣ... ଘରକୁ ଚକୋଲେଟ୍‌ ପଠାଇବ SBI ! ଜାଣନ୍ତୁ କାହିଁକି ?

ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ତା’ର ଗ୍ରାହକଙ୍କୁ ଚକୋଲେଟ୍‌ ଦେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଯେଉଁ ଗ୍ରାହକ ଠିକ୍‌ ସମୟରେ ଋଣ ପରିଶୋଧ ନକରିବେ ସେମାନଙ୍କ ନିକଟକୁ ଚକେଲେଟ୍‌ ପଠାଇବ ବ୍ୟାଙ୍କ !

PM Narendra Modi launches Viswakarma Yojana in New Delhi
ଶୁଭାରମ୍ଭ ହେଲା PM ବିଶ୍ୱକର୍ମା ଯୋଜନା;୧୮ କୌଳିକ ବୃତ୍ତିଧାରୀଙ୍କୁ ମିଳିବ କମ୍ ସୁଧରେ ଋଣ

କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

live location
ସ୍ମାର୍ଟଫୋନ୍‌ରୁ ଜାଣିପାରିବେ ସତ, କେଉଁଠି ବୁଲୁଛନ୍ତି ଆପଣଙ୍କ ବନ୍ଧୁ ?

କ’ଣ ଆପଣ ଜାଣନ୍ତି କି ? ଆପଣଙ୍କ ସ୍ମାର୍ଟଫୋନ୍‌ ଜଣାଇଦେବ ଆପଣଙ୍କ ବନ୍ଧୁଙ୍କ ମିଛ ? ଆପଣ ଘରେ ରହି ସ୍ମାର୍ଟଫୋନ୍‌ ଜାରିଆରେ ଜାଣିପାରିବେ ଆପଣଙ୍କ ବନ୍ଧୁ କେଉଁଠି ଅଛନ୍ତି ।

  • Sunday, 17 September 2023
Vishwakarma scheme
ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ମୋଦି, ୫% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା

ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ..ମୋଦି କହିଲେ କୃଷି ହେଉ କି ଦରଜୀ ହେଉ ସବୁଠି ଏମାନଙ୍କର ଭୂମିକା.ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

PM Narendra Modi launches Viswakarma Yojana in New Delhi
ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ

ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ

  • Sunday, 17 September 2023
Tina Dabi
ମା’ ହେଲେ ବହୁଚର୍ଚ୍ଚିତ ଆଇଏଏସ ଟିନା ଡାବି, ଘରକୁ ଆସିଲା କୁନି ଅତିଥି

ଟିନା ଡାବିଙ୍କ ଘରେ କୁଆଁ କୁଆଁ ଶଦ୍ଦ । ଆଇଏଏସ୍ ଦମ୍ପତିଙ୍କ ଘରକୁ ଆସିଲା ପୁତ୍ର ସନ୍ତାନ ।

YashoBhumi
ଦ୍ୱାରକାରେ IICC ବା 'ୟଶୋଭୂମି'ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ ଦ୍ୱାରକାରେ 'ଯଶୋଭୂମି'ର ଉଦଘାଟିତ । ସବୁ ଅନ୍ତର୍ଜାତୀୟ ସଭା, ସମ୍ମିଳନୀ, ପ୍ରଦର୍ଶନୀ ହେବ । ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି ।