• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Mahulia Village
ଏମିତି ବି ଗାଁ ଅଛି ! ଯେଉଁଠି ବିଦ୍ୟୁତ ନାହିଁ କି ରାସ୍ତା ନାହିଁ, ପକ୍କାଘର ତ ସାତସପନ

ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସାତ ସପନ । ଉପାନ୍ତ ନୁହେଁ ଖୋର୍ଦ୍ଧା ବାଣପୁରଠାରୁ ମାତ୍ର ୪୦ କିମି ଦୂରରେ ଥିବା ମହୁଲିଆ ଗାଁର ଏଭଳି ଅବସ୍ଥା ।

  • Wednesday, 19 January 2022
Parrot KOKO
ବହୁ ଚର୍ଚ୍ଚିତ ଶୁଆ କୋକୋକୁ ନିଜ ହେପାଜତକୁ ନେଲା ବନ ବିଭାଗ

କଥାରେ ଅଛି ସ୍ନେହ ପ୍ରେମର ବନ୍ଧନ ଅତୁଟ । ଯିଏ ହୃଦୟରୁ ଥରେ ଏହି ବନ୍ଧନରେ ବାନ୍ଧି ହୋଇଛି, ସେ ଜୀବନ ସାରା ଆଉ ବାହାରି ପାରିନି । ସାରା ଓଡ଼ିଶା ଜାଣିଲା ପ୍ରଥମେ କୋକୋ କେଉଁଆଡ଼େ ଉଡ଼ିଯାଇଛି । ତାପରେ..

  • Tuesday, 18 January 2022
King Cobra
ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ, ଦେଖନ୍ତୁ ଏହି ଭିଡିଓ..

୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

King Cobra
ସାପ ଓଗାଳିଲା ଅହିରାଜ

୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଜଗର ସାପକୁ ଗିଳି ଦେଇ କରଡାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ଅହିରାଜ ସାପ ପଶି ଯାଇଥିଲା ।

Missing Parrot
୧୨ ଦିନ ପରେ ଘରକୁ ଫେରିଲା ‘କୋକୋ’, କାହାକୁ ମିଳିଲା ୫ ହଜାର ଟଙ୍କା ?

କଟକ ତୁଳସୀପୁର ଅଞ୍ଚଳରୁ ଉଡିଯାଇଥିବା ଶୁଆ କୋକୋକୁ ପୁଣି ଫେରି ପାଇଛନ୍ତି ମାଲିକ ପ୍ରଫେସର ସସ୍ମିତା ବେହେରା । ଗତକାଲି ଭୁବନେଶ୍ୱରର କେଶୁରା ନିକଟସ୍ଥ କୁଆଖାଇ ନଦୀକୂଳରୁ ଶୁଆ ମିଳିଥିଲା ।

irregularity on baby food
ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ, ସାର ଭର୍ତ୍ତି ଗୋଦାମରେ ରହୁଛି ପିଲାଙ୍କ ଖାଦ୍ୟ

ବଲାଙ୍ଗିର ଜିଲ୍ଲାରେ ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ । ଖାଦ୍ୟ ବଣ୍ଟନରେ ହେରଫେର ନେଇ ସାମନାକୁ ଆସିଲା ଚିତ୍ର । ଯୋଗାଣ ବେଳେ ଅଧବାଟରେ ଗାଏବ ହେଉଛି ଅଧା ପି.ଡି.ଏସ ଚାଉଳ । ଖୋଳତାଡ କରୁ କରୁ ଜଣାପଡିଲା, ଜିଲ୍ଳାରେ ଅଙ୍ଗନୱାଡି ସେଣ୍ଟରକୁ ଚାଉଳ ଯୋଗାଉଥିବା ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ କାରନାମା  ।

father Last wish
ବାପାଙ୍କ ଶେଷ ଇଚ୍ଛା ପୁରଣ କଲା ପୁଅ, ମରଶରୀରକୁ ପୋଡ଼ିଲାନି କି ପୋତିଲାନି !

ବଞ୍ଚିଥିଲା ବେଳେ ଘର ଲୋକଙ୍କୁ କହିଥିଲେ ମଲା ପରେ ଶରୀରକୁ ପୋଡିବନି କି ପୋତି ଦେବନି । ଏକ ମହାନ କାର୍ଯ୍ୟରେ ଲଗାଇବ । ଏବେ ପୁଅ ବୋହୂ ତାଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି ।

  • Tuesday, 18 January 2022
Doctor Becomes IPS Officer
ଦିନେ ପ୍ରସୂତି ବିଭାଗର ଡାକ୍ତର ଥିଲେ, ଭୃଣର ଲିଙ୍ଗ ନିରୂପଣକୁ ବିରୋଧ କରି ଏବେ IPS ଅଫିସରେ ହେଲେ...

ଦିନେ ପ୍ରସୂତି ବିଭାଗରେ ଡାକ୍ତରାଣୀ ଥିଲେ। ଭୃଣ ଚିହ୍ନଟକୁ ବିରୋଧ କରି ଡାକ୍ତର ଚାକିରି ଛାଡ଼ି IPS ହେବାର ସ୍ୱପ୍ନ ଦେଖିଲେ। କଠିନ ପରିଶ୍ରମ କରି ଏବେ IPS ଚାକିରି ବି କଲେ...ପୁରୁଣା ସ୍ମୃତିକୁ ମନେ ପକାଇ କୁହନ୍ତି ଝିଅ ହେଲେ ଲୋକଙ୍କ ମନ ଦୁଃଖ ଆଉ ପୁଅ ହେଲେ ଖୁସି, ଏ ଦୃଶ୍ୟ ଦେଖିଲେ ମତେ ଭାରି କଷ୍ଟ ଦିଏ...

  • Tuesday, 18 January 2022
Donates Money To CMRF
ଇଏ ଏମିତି ଜଣେ ଝିଅ ଯାହାକୁ ଲୋଭ ସ୍ପର୍ଶ କରିନି...

ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ୪୦ ଲକ୍ଷ ଟଙ୍କା ଫେରାଇଦେଲେ ଏହି ଝିଅ । ବିବାହର ଆଠ ଦିନ ପରେ ତାଙ୍କ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏକମୋ ଚିକିତ୍ସା କରିବାକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ ଲୋକଙ୍କୁ । ପାଇଥିଲେ ଲୋକଙ୍କ ସହାୟତା । ସ୍ୱାମୀ ବଞ୍ଚିପାରିଲେନି ସିନା କିନ୍ତୁ ଲୋକଙ୍କ ସାହାଯ୍ୟକୁ ଭୁଲି ପାରିନାହାନ୍ତି ମୌସୁମୀ । ବଳିଥିବା ୪୦ ଲକ୍ଷ ଟଙ୍କାକୁ ଗରିବ ଲୋକଙ୍କ ଚିକିତ୍ସା ପାଇଁ ଦାନ କରିଦେଲେ ।

 Cup Of Urine At Rs 5000
ଆଶ୍ଚର୍ଯ୍ୟ !! ମାତ୍ର ଗୋଟିଏ କପ୍‌ ପରିସ୍ରାର ଦାମ ୫ ହଜାର ଟଙ୍କା, ଜାଣନ୍ତୁ କାହିଁକି ଏହାର ଦାମ୍‌ ଏତେ?

ଏ ପରିସ୍ରାରେ ଏମିତି କଣ ରହିଛି? ଗୋଟିଏ କପ୍‌କୁ ୫ ହଜାର ଟଙ୍କାରେ ହେଉଛି ବିକ୍ରି....ପୁଣି ଚାହିଦା ଏତେ ରହିଛି ଯେ, ହଠାତ୍‌ ଖୋଜିଲେ ମିଳୁନି...ଜାଣନ୍ତୁ କାହିଁକି ଏହାର ଦାମ ରହିଛି ଏତେ ଅଧିକ?

blue zone city
ରୁହନ୍ତୁ ଏହି ୬ଟି ସହରରେ, ବଢିବ ଆୟୁଷ

ଦୁନିଆର ଏଭଳି କିଛି ଭାଗ ରହିଛି, ଯେଉଁଠାରେ ଲୋକମାନେ ୧୦୦ ବର୍ଷ ଓ ତା ଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଂଚିଥାଆନ୍ତି । ଆଉ ସେଭଳି ସ୍ଥାନକୁ କୁହାଯାଏ ବ୍ଲୁ- ଜୋନ୍‌ । ଏହି ଜୋନରେ ଆସିଥାଏ ବିଶ୍ୱର ୬ଟି ଅଂଚଳ । ବାକି ସହରର ଲୋକମାନଙ୍କ ଅପେକ୍ଷା ଏଠାରେ ଲୋକମାନଙ୍କ ଆୟୁ ଅପେକ୍ଷାକୃତ ଅଧିକ ରହିଥାଏ । ତେବେ ଏଭଳି ସମ୍ଭବ କିପରି ହେଉଛି । କଣ ରହିଛି ରହସ୍ୟ । କଣ ଏହି ବ୍ଲୁ- ଜୋନ୍‌ । ଏହି ବ୍ଲୁ- ଜୋନରେ କେଉଁ କେଉଁ ଅଂଚଳ ସାମିଲ… ଚାଲନ୍ତୁ ଜାଣିବା

Tahasildar
ସେ ଜଣେ ତହସିଲଦାର ! ହେଲେ ଲୋକଙ୍କ ପାଇଁ ଏତେ ସରଳ.. କେମିତି ?

ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମର ଶିବରାମ ନାୟକ ଦୁଇଟି କିଡ୍‌ନୀ ହରାଇ ରୋଗ ଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ ।

Giri Market
ଗିରି ମାର୍କେଟ୍‌ ଅବସ୍ଥା ନକହିଲେ ଭଲ, ଦୋକାନୀ ଏଠି ଜୀବନକୁ ପାଣି ଛଡ଼ାଇ କରୁଛନ୍ତି ବ୍ୟବସାୟ

କେଉଁଠି ଛାତରୁ ଖସୁଛି କଂକ୍ରିଟ୍ ତ ଆଉ କେଉଁଠି ଉଠିଗଲାଣି ଗଛ । ଅନେକ ସ୍ଥାନରେ ଲୁହା ଛଡ଼ ବାହାରି ପଦାକୁ ଦିଶିଲାଣି । କାନ୍ଥ ବି ଫାଟି ଆଁ କଲାଣି ।

Dhinkia
JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା

JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା । ଘରେ ଥିଲେ ପୋଲିସକୁ ଭୟ, ପାନବରଜକୁ ଟେକିନଦେଲେ ମିଥ୍ୟା ମାମଲାର ଡର । ତେଣୁ ଘର ଛାଡ଼ି କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି ପୋଲିସ ଭୟରେ ।

Sumit Tapaswini
ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା, ପୁଣି ସୁମିତଙ୍କ ପରିବାରକୁ ଲାଗିଲା ଝଟ୍‌କା

ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଥିଲେ ।

Hotel Sealed
ହୋଟେଲ ସିଲ୍‌ ବେଳେ ଭିତରେ ରହିଗଲେ ମାଲିକ, ତାପରେ..

ବ୍ୟାଙ୍କ ପକ୍ଷରୁ ସିଲ୍ କଲା ବେଳେ ହୋଟେଲ ମାଲିକ ଭିତରେ ରହିଯାଇଥିଲେ । ସଂପର୍କୀୟ ଓ ପୋଲିସ୍ ସହାୟତାରେ ହୋଟେଲ ମାଲିକ ଉଦ୍ଧାର ହୋଇଥିବା ସୂଚନା । ହୋଟେଲ ମାଲିକ ବାହାରିବା ପରେ ପୁନଶ୍ଚ ସିଲ୍ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ ।

  • Monday, 17 January 2022
Dhinkia
ଦୁର୍ଦ୍ଦଶାରେ ଢିଙ୍କିଆବାସୀ ! ପୋଲିସ ଭୟରେ କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି

ଜୋରଜବରଦସ୍ତ ଭିଟାମାଟି ଛଡ଼ାଇ ନେବାକୁ ଜାରି ରହିଥିବା ସରକାରୀ ଷଡ଼ଯନ୍ତ୍ର ଭିତରେ ଏଣେ ଟଳିପଡୁଛି ଜଣଙ୍କ ପରେ ଜଣଙ୍କ ପାନବରଜ । ସରକାରୀ ଲୋକେ ଆସି ହିସାବ କରୁଛନ୍ତି, ତାଲିକା ଧରାଇ ଚାଲିଯାଉଛନ୍ତି । ଲୋକଙ୍କ ପାଖରେ ଆଉ ଚାରା ବି ନାହିଁ ।

Pushyabhisekh Niti At Puri
ପୁଣି ଦାୟିତ୍ୱ ନେଲେ ମୁଦିରସ୍ତ, ଶାଢ଼ୀ ବନ୍ଧାଇଲେ ନାରାୟଣ ମୁଦିରସ୍ତ

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁଦିରସ୍ତ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ । ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା । ପୌଷପୂର୍ଣ୍ଣିମା ଅବସରରେ ଏହି ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ ହୋଇଛି ।

Mudirasta
ପୁଣି ଦାୟିତ୍ୱ ନେଲେ ମୁଦିରସ୍ତ, ଗଜପତିଙ୍କ ବଦଳରେ କରିବେ ସମସ୍ତ ନୀତିକାନ୍ତି

ପୁଣି ଆଉ ୧ ବର୍ଷ ପାଇଁ ମୁଦିରସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ନୀତିକାନ୍ତି ସୂଚର ରୂପେ କରିବେ ବୋଲି ଗଜପତି ମହାରାଜା କହିଛନ୍ତି ।

Abhisekh's Wife Mousumi
ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଲେ ଅଭିଷେକଙ୍କ ପତ୍ନୀ ମୌସୁମୀ, CMRFକୁ ୪୦ ଲକ୍ଷ ଟଙ୍କା ଦେଲେ

ସ୍ୱାମୀଙ୍କୁ ବଞ୍ଚାଇବାକୁ ଲୋକଙ୍କୁ ଆକୁଳ ନିବେଦନ କରିଥିଲେ ପତ୍ନୀ ମୌସୁମୀ । ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ର ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ଲୋକମାନେ ବି ସାହାଯ୍ୟ କରିଥିଲେ । ହେଲେ ବଞ୍ଚିପାରି ନଥିଲେ ଅଭିଷେକ । ବଳକା ଥିବା 40 ଲକ୍ଷ ଟଙ୍କାକୁ ସରକାରଙ୍କୁ ଦାନ କରିଦେଲେ ପତ୍ନୀ ମୌସୁମୀ ।

  • Monday, 17 January 2022
Modern-Day Shravan Kumar
ପୁଅ ହେବ ତ ଏମିତି, ଟିକା ଦେବା ପାଇଁ ଘଞ୍ଚ ଜଙ୍ଗଲ ରାସ୍ତାରେ ବାପାକୁ ବୋହିକି ଚାଲିଲା ୬ ଘଂଟାର ରାସ୍ତା…

ପୁଅ ହେବ ତ ଏମିତି। କରୋନା ଟିକା ଦେବାକୁ ବାପାଙ୍କୁ ପିଠିରେ ବୋହି ଚାଲିଲା ୬ଘଂଟାର ରାସ୍ତା। ପାହାଡ଼, ଜଙ୍ଗଲ ଘେରା ରାସ୍ତାରେ ଟିକାଦାନ କେନ୍ଦ୍ରରେ ପହଞ୍ଚିବା ପରେ ପ୍ରଶଂସା କଲେ ଡାକ୍ତର। ଖୁସିରେ ପୁଅ କହିଲା, ବାପା ପିଲାବେଳେ ମତେ ଲାଉ କରୁଥିଲେ ଏବେ ମୁଁ ତାଙ୍କୁ କରୁଛି…

Missing Parrot
ହଜିଯାଇଛି ଶୁଆ “କୋକୋ”, ଖୋଜି ଆଣିଲେ ମାଲିକ ଦେବେ ୫ ହଜାର ଟଙ୍କା ପୁରସ୍କାର

ଶୁଆ ନୁହେଁ ସେ ମୋ ଛୁଆ ଥିଲା...ମାସ୍କ ମୁହଁ ଦେଖି ଉଡ଼ିଗଲା....ମୋ ଧନ, ମୋ ଗେହ୍ଲୁ କୋକୋକୁ ହରାଇ କାନ୍ଦି କାନ୍ଦି ବେହାଲ ହେଲେଣି ପ୍ରଫେସର ସସ୍ମିତ। ପେପର୍‌ଠୁ ଲିଫଲେଟ୍‌ ପର୍ଯ୍ୟନ୍ତ ସବୁଠି ଦେଲେଣି ବିଜ୍ଞାପନ। ଯିଏ ଖୋଜିଦେବ କୋକୋକୁ ତାକୁ ଦିଆଯିବ ୫ ହଜାର ଟଙ୍କାର ପୁରସ୍କାର, ଦେଖନ୍ତୁ ମଣିଷ-ଶୁଆ ମଧ୍ୟରେ ଥିବା ଭଲପାଇବାର ଅନନ୍ୟ କାହାଣୀ...

Parents To Live Under Shed With Goats
ପୁଅ ରହୁଛି କୋଠା ଘରେ…ବାପା-ମାଆ ରହୁଛନ୍ତି ଛେଳି ଗୁହାଳରେ, ଖାଇବାକୁ ନାହିଁ କି ପିନ୍ଧିବାକୁ ନାହିଁ

କୋଠାଘର କରିଛି ପୁଅ, ହେଲେ ଛେଳି ଗୁହାଳେ ରହୁଛନ୍ତି ବୁଢା ମାଆ-ବାପା। ନିଜ ଛେଳି ସହ ପଡ଼ୋଶୀଙ୍କ ଛେଳି ଚରାଇ ଦିନକୁ ମୁଠାଏ ଖାଉଛନ୍ତି ଏହି ବୃଦ୍ଧା...ସାହାଯ୍ୟ ପାଇଁ ହାତ ଯୋଡ଼ି କାନ୍ଦୁଛନ୍ତି, ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ...

Knife massage, taiwan
ଏଠି ଛୁରୀରେ ମସାଜ ନେବା ପାଇଁ ଲୋକଙ୍କର ଲାଗେ ଭିଡ଼, ହେଲେ କାହିଁକି ?

ମସାଜ୍ ନେବାକୁ କାହାକୁ ବା ଭଲ ଲାଗେନି । କାରଣ ଏହା ବେଶ୍‌ ଆରାମଦାୟକ । କିନ୍ତୁ କେବେ ଭାବିଛନ୍ତି ମସାଜ୍ ନେବା ସମୟରେ ଭୟର ଅନୁଭୂତି ବି ମିଳିପାରେ ଆପଣଙ୍କୁ । କିଛି ହୋଇଯିବ ବା ଆଘାତ ଲାଗିବାର ଭୟ । ଅଜବ ଲାଗୁଛି ନା । ଭାବୁଛନ୍ତି ନା ଏହା କିଭଳି ମସାଜ ହୋଇଥିବ ଯେ, ଏହା ନେବା ସମୟରେ ଭୟ ଲାଗିବ । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ମସାଜର ବିଷୟରେ ।

PadmaShri Shanti Devi
ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ

ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ।ଗୁଣୁପୁର ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ପରଲୋକ I ଭୂଦାନ ଆନ୍ଦୋଳନ ପାଇଁ ବେଶ୍ ପରିଚିତ ଥିଲେ ଶାନ୍ତି ଦେବୀ