ଡ୍ୟାଡି, ମମି....ସୋନାଲି ମତେ ଧୋକା ଦେଲା...ମୁଁ ବଂଚିବାକୁ ଚାହୁଁନି। ୩୦ ବର୍ଷ ହେଲା ଠାକୁରଙ୍କୁ ଡାକୁଥିଲି କିନ୍ତୁ କିଛି ହେଲାନି,ମୋ ଜୀବନଟା ମୋ ପାଇଁ ବୋଝ ହୋଇଗଲା...ସୋନାଲି ମତେ ବହୁତ ତଡପେଇଲା। ଏମିତି କିଛି ସୁଇସାଇଡ୍ ନୋଟ୍ରେ ଲେଖି ଆତ୍ମହତ୍ୟା କଲେ ସୌମ୍ୟ, ଦେଖନ୍ତୁ ଏହି ନୋଟ୍
ଖୋଲିଲା ଶ୍ରୀମନ୍ଦିର । ପ୍ରାୟ ୩ ସପ୍ତାହର ବ୍ୟବଧାନ ପରେ ଭକ୍ତଙ୍କ ଲାଗି ଆଜିଠୁ ଖୋଲିଛି ଶ୍ରୀମନ୍ଦିର । କାଳିଆକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
କୁନି ପିଲାଙ୍କ ନଟଖଟି ତ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଯେତେବେଳେ ସେମାନଙ୍କ ପ୍ରତିଭାକୁ କିଏ ଦେଖେ ସେ ପ୍ରଶଂସା ନ କରି ରହିପାରେନା। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଚିଠି ଲେଖି, ବୋତଲରେ ପୂରେଇ ସମୁଦ୍ରକୁ ଫିଙ୍ଗି ଦେଇଥିଲେ। ଦୀର୍ଘ ୨୫ ବର୍ଷ ପରେ ୮୦୦ ମାଇଲ୍ ବାଟରୁ ଆସିଲା ଉତ୍ତର।
ଆଜିକାଲି ନିଜକୁ ଫିଟ୍ ରଖିବା ନେଇ ପିଲା ଠାରୁ ବୁଢା ପ୍ରାୟ ସମସ୍ତେ କିଛି ନା କିଛି ବ୍ୟାୟାମ କରୁଥିବା ଦେଖାଯାଏ। ଏ କ୍ଷେତ୍ରରେ ପଶୁମାନେ ବି ପଛରେ ପଡି ନାହାନ୍ତି। ଏକ ବିଲେଇ ଜିମ୍ରେ ୨୦ଟି ସିଟ୍-ଅପ୍ସ ମାରି ଏହାକୁ ପ୍ରମାଣିତ କରିଦେଇଛି।
ଗତ ୨୭ ତାରିଖରେ ପରୀକ୍ଷା ବାତିଲ ଦାବିରେ କିଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ।
ଆଧାର କିମ୍ବା ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ମଧ୍ୟ ଜରୁରୀ । ନଚେତ୍ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଆର୍ଟିପିସିଆର୍ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।
ଫାଇନାଲରେ ରହିଛନ୍ତି ଭାରତର ଶ୍ରେୟା ଲେଙ୍କା ଓ ବ୍ରାଜିଲର ଗ୍ରାବିଏଲା ଡାଲସିନ।
ସଭିଏଁ ପଢିବେ ସଭିଏଁ ବଢ଼ିବେ ,"ଝିଅ ହେଲେ ପାଠୋଇ "ଦେଶ ଯିବ ଆଗେଇ " ଭଳି ସରକାରଙ୍କ ଅନେକ ନାରା ତୁର୍କା ଗାଁରେ ବିଫଳ
ନିଯୁକ୍ତି ମଞ୍ଜୁର ହେବା ହେବାପରେ ଓଡ଼ିଶା ହାଇକୋର୍ଟର ମୋଟ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ମୁଖ୍ୟ ଚିକିତ୍ସାଳୟର ଡାଏଲେସିସ୍ ରୁମ୍ରେ ନିଆଁ ଲାଗିବାରୁ ରୁମ୍ରେ ଥିବା ସିଟି ସ୍କାନ ମେସିନରେ ସର୍ଟ ସର୍କିଟରୁ ନିଆଁ ଲାଗିଛି ।
କଟକରେ କୁମ୍ଭୀର ଆତଙ୍କ । କଟକର ନୂଆପାଟଣା ଓ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ପାଖରେ ଭାସୁଛି ଏକ କୁମ୍ଭୀର । ବନ ବିଭାଗ କର୍ମଚାରୀ, ସ୍ଥାନୀୟ ପୋଲିସ ସହାୟତାରେ କୁମ୍ଭୀରକୁ ଉଦ୍ଧାର ଲାଗି ଉଦ୍ୟମ ଚଳାଇଛନ୍ତି ।
ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ୪ଟି ଟ୍ରଲର ଜବତ ହୋଇଛି। ଏହି ମାମଲାରେ ୩୨ କର୍ମଚାରୀଙ୍କୁ ଅଟକ ରଖି ମିଳିତ ଟିମ୍ ପଚରାଉଚରା କରୁଛି।
ଏହି ଗାଁକୁ ନାଉରିଆ ଭରାସା। ବର୍ଷା ହେଉ କି ଶୀତ ଗାଁରୁ ବାହାରିବାକୁ ହେଲେ ଆଗେ ଖୋଜା ପଡନ୍ତି ନାଉରିଆ...ବିନା ନାଉରିଆରେ ଏମାନଙ୍କ ଅଖଚକ ବନ୍ଦ...ସ୍କୁଲଠୁ ମେଡ଼ିକାଲ ସବୁ ପାଇଁ ଦରକାର ନାଉରିଆର ସାହାଯ୍ୟ
ଆଜିକାଲି ପାଟିରେ କ୍ୟାନସର ଅଧିକ ହେଉଛି। ଯଦି ଆପଣ ଏହି ରୋଗରେ ପୀଡ଼ିତ ଅଛନ୍ତି ତେବେ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ...ଏମିତି ଭାବରେ କରନ୍ତୁ ଚିକିତ୍ସା
ଆଜି ଜାନୁଆରୀ ମାସର ଶେଷ କାର୍ଯ୍ୟ ଦିବସ। ଆସନ୍ତାକାଲିଠାରୁ ନୂଆ ନିୟମ ମାନିବାକୁ ଆପଣ ବାଧ୍ୟ। ନଚେତ୍ ଫେବୃଆରୀ ମାସର ନୂଆ ନିୟମ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ। ସେଥି ପାଇଁ ଆଜିଠୁ ଜାଣନ୍ତୁ ଏସବୁ ନିୟମ...
ଭାରି ସୁଆଦିଆ ଛତୁ ଛଟପଟା। ଟିକିଏ ସୋରିଷ ତେଲକୁ ହାଲକା ଲଙ୍କା...ଓଃ, ପାଟିରୁ ତ ନାଳ ବାହାରି ପଡ଼ିବ। ଗରମ ସାଙ୍ଗକୁ ପଖାଳ, ସବୁ ସାଙ୍ଗରେ ଜମିବ ପାଗ
ମହଙ୍ଗାଠୁ ମାହାଙ୍ଗା....କୁନ୍ଦୁଲିଠୁ ମମିତା ବିଜେଡିକୁ କଲାଣି ବାୟା...ଆଉ କଂଗ୍ରେସିଆଙ୍କ କଥା କହିବା ଯାହା ନିଶା ଖୋର ଭାଇର ଉତ୍ତର ଦେବା ସେଇୟା...ଆଉ ବିଜେପି....
ସରପଂଚ ପଦବୀ ପାଇଁ ମଇଦାନକୁ ଓହ୍ଲାଇଲେ ମଡେଲର। ଲୁକ୍ ଯେମିତି ପ୍ରତିଶ୍ରୁତି ବି ଦେଉଛନ୍ତି ସେମିତି...ଢୁଲୁସରରେ ଢୋଲ ବଜାଇ ଭୋଟରଙ୍କୁ ମାଗୁଛନ୍ତି ଭୋଟ୍, ଦେଖନ୍ତୁ କେମିତି ଭୋଟ ମାଗୁଛନ୍ତି ପ୍ରିୟଙ୍କା
ମାଇଁ ଲୋ ମାମୁଁଙ୍କ ଗାଡ଼ିରେ କିଛି ନାହିଁ, ବଜାର ଯାଇଥିଲେ ଅନ୍ୟ ଗାଡ଼ିର କାଗଜ ଯାଂଚ ପାଇଁ। ଜାଗା ମୁଣ୍ଡରେ ତା’ ଥେଇ ଥେଇ...ଲୋକେ ଧରିଲେ....କହିଲେ, ଥାନାରୁ ବାହାରିବା ପୂର୍ବରୁ ଚେକିଂ କଲନି ଗାଡ଼ିର କାଗଜ କାହିଁକି? ଆଉ ତା’ପରେ ..
ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ ଆଜିଯାଏଁ କେହି ବି ପଢିନାହାନ୍ତି ପାଠ। ସ୍କୁଲ ଯିବା ବୟସରେ ମାଟି କାନ୍ଥ ଲିପାପୋଛାରେ ବ୍ୟସ୍ତ ନାବାଳିକା। ପଞ୍ଚାୟତ ଅଫିସ୍ଠାରୁ ମାତ୍ର ୧୬ କିମି ଦୂରରେ ଏହି ଗାଁ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରିନି ବିକାଶ...
ବୁଣାକାର ପୁଅର ହାତରେ ରହିଛି କଳାର ଯାଦୁଗରୀ। ଛୋଟ ଛୋଟ କାଠ ଟୁକୁରାକୁ ଦେଉଛନ୍ତି ଜୀବନ, କେବଳ ଏତିକି ନୁହେଁ ବରଂ ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ମାଗଣା ଟ୍ରେନିଂ, ଦେଖନ୍ତୁ ଏହି ଭିଡ଼ିଓ
ବିମାନ ଯାତ୍ରା ପାଇଁ ଠିକ ସିଟ୍ ନ ମିଳିଲେ ଯାତ୍ରା ଆରାମଦାୟକ ହୋଇ ନଥାଏ। ତେବେ ଜାଣି ରଖନ୍ତୁ କେଉଁ ସିଟ୍ ବାଛିଲେ ବିମାନ ଯାତ୍ରା ଲାଭଦାୟକ ହେବ।
ବ୍ୟକ୍ତି ପିନ୍ଧି ନଥିଲେ ମାସ୍କ। ବାଟରେ ଧରା ପଡିଲେ। ନିଜ ମୁହଁକୁ ମାସ୍କ କରି ଦେଖେଇଦେଲେ।
ଝିଅମାନେ ସାଧାରଣତଃ ନିଜ ବୟସକୁ ଲୁଚାନ୍ତି। କହିବାକୁ ହେଲେ କମେଇକି କୁହନ୍ତି। କିନ୍ତୁ ଜଣେ ୨୯ ବର୍ଷର ଯୁବତୀ ଦୁନିଆ ଆଗରେ ନିଜକୁ ୪୦-୫୦ ବର୍ଷ ବୋଲି କହି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।