ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ।
ଏହି ଗାଁକୁ ନାଉରିଆ ଭରାସା। ବର୍ଷା ହେଉ କି ଶୀତ ଗାଁରୁ ବାହାରିବାକୁ ହେଲେ ଆଗେ ଖୋଜା ପଡନ୍ତି ନାଉରିଆ...ବିନା ନାଉରିଆରେ ଏମାନଙ୍କ ଅଖଚକ ବନ୍ଦ...ସ୍କୁଲଠୁ ମେଡ଼ିକାଲ ସବୁ ପାଇଁ ଦରକାର ନାଉରିଆର ସାହାଯ୍ୟ
ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି । ଏହି ନାଳ ପାଇଁ ଗାଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶଣୁନାହିଁ ପ୍ରଶାସନ ।
ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ପୂର୍ବେ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ ।
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ରହିଛି ଟମକସିଳା ଗାଁ। ଯେଉଁ ଗାଁରେ ନାହିଁ ବିକାଶର ଚିହ୍ନ ବର୍ଣ୍ଣ। ଏହି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। କୌଣସି କାମ ପଡିଲେ ଗାଁ ଲୋକେ ପ୍ରତିଦିନ ଭରା ନଦୀରେ ହାତରେ ବାଡି ଖଣ୍ଡେ ଧରି ଜୀବନକୁ ବାଜି ଲଗାଇ ଯାଆସ କରନ୍ତି। ଦେହ ଖରାପ ହେଲେ ଭଗବାନ ହିଁ ଭରସା