• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Village Problem

No road connectivity to village, irate locals stop convoy of MLA Pradip Kumar Disari
କଳାହାଣ୍ଡିରେ ବିଧାୟକଙ୍କୁ ବିରୋଧ; ଗାଁ ମୁଣ୍ଡରୁ ଫେରିଆସିଲେ ଲାଞ୍ଜିଗଡ଼ ବିଧାୟକ

ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ।

Villagers In Odisha Wait For Bridge For Decades Amid Mounting Sufferings
ବିନା ନାଉରିଆରେ ଗାଁରୁ ବାହାରିପାରନ୍ତି ନାହିଁ ବୋଦୁଅ ପଂଚାୟତବାସୀ, ଜାଣନ୍ତୁ କାହିଁକି?

ଏହି ଗାଁକୁ ନାଉରିଆ ଭରାସା। ବର୍ଷା ହେଉ କି ଶୀତ ଗାଁରୁ ବାହାରିବାକୁ ହେଲେ ଆଗେ ଖୋଜା ପଡନ୍ତି ନାଉରିଆ...ବିନା ନାଉରିଆରେ ଏମାନଙ୍କ ଅଖଚକ ବନ୍ଦ...ସ୍କୁଲଠୁ ମେଡ଼ିକାଲ ସବୁ ପାଇଁ ଦରକାର ନାଉରିଆର ସାହାଯ୍ୟ

No Rroad No Basic Amenities In Nuapada Village
ନାଳ ସାଜିଛି କାଳ: ପୋଲ ନଥିବାରୁ ହଇରାଣ ହେଉଛନ୍ତି ଗାଁ ଲୋକେ

ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି । ଏହି ନାଳ ପାଇଁ ଗାଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶଣୁନାହିଁ ପ୍ରଶାସନ ।

18 Years On, Wait For Bridge Over Baitarani River In Jajpur Continues
ଯନ୍ତ୍ରଣା ଦେଉଛି ବାଉଁଶ ପୋଲ

ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ପୂର୍ବେ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ ।

village problem
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ, ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ରହିଛି ଟମକସିଳା ଗାଁ। ଯେଉଁ ଗାଁରେ ନାହିଁ ବିକାଶର ଚିହ୍ନ ବର୍ଣ୍ଣ। ଏହି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। କୌଣସି କାମ ପଡିଲେ ଗାଁ ଲୋକେ ପ୍ରତିଦିନ ଭରା ନଦୀରେ ହାତରେ ବାଡି ଖଣ୍ଡେ ଧରି ଜୀବନକୁ ବାଜି ଲଗାଇ ଯାଆସ କରନ୍ତି। ଦେହ ଖରାପ ହେଲେ ଭଗବାନ ହିଁ ଭରସା