ମାଇଁ ଲୋ ମାମୁଁଙ୍କ ଗାଡ଼ିରେ କିଛି ନାହିଁ, ବଜାର ଯାଇଥିଲେ ଅନ୍ୟ ଗାଡ଼ିର କାଗଜ ଯାଂଚ ପାଇଁ। ଜାଗା ମୁଣ୍ଡରେ ତା’ ଥେଇ ଥେଇ...ଲୋକେ ଧରିଲେ....କହିଲେ, ଥାନାରୁ ବାହାରିବା ପୂର୍ବରୁ ଚେକିଂ କଲନି ଗାଡ଼ିର କାଗଜ କାହିଁକି? ଆଉ ତା’ପରେ ..
Published: Otv Khabar Bureau
Last updated: 31 January 2022, 08:17 AM IST
ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ ଆଜିଯାଏଁ କେହି ବି ପଢିନାହାନ୍ତି ପାଠ। ସ୍କୁଲ ଯିବା ବୟସରେ ମାଟି କାନ୍ଥ ଲିପାପୋଛାରେ ବ୍ୟସ୍ତ ନାବାଳିକା। ପଞ୍ଚାୟତ ଅଫିସ୍ଠାରୁ ମାତ୍ର ୧୬ କିମି ଦୂରରେ ଏହି ଗାଁ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରିନି ବିକାଶ...