ପାଟି କର୍କଟ ଏକ ସାଧାରଣ ରୋଗରେ ପରିଣତ ହେଉଛି। ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଛନ୍ତି। ଯଦି ପାଟିରେ ଘାଆ ହୁଏ କିନ୍ତୁ କୌଣସି ଯନ୍ତ୍ରଣା ନଥାଏ, ତେବେ ଏହା ମଧ୍ୟ ପାଟି କର୍କଟର ଲକ୍ଷଣ ହୋଇପାରେ। ଅନେକ କାରଣରୁ ପାଟି କର୍କଟ ହୋଇପାରେ।
ଆଜିକାଲି ପାଟିରେ କ୍ୟାନସର ଅଧିକ ହେଉଛି। ଯଦି ଆପଣ ଏହି ରୋଗରେ ପୀଡ଼ିତ ଅଛନ୍ତି ତେବେ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ...ଏମିତି ଭାବରେ କରନ୍ତୁ ଚିକିତ୍ସା