ବିବାହ ପୂର୍ବରୁ ଚାଲିଗଲା ଜୀବନ । ଗାଁରେ ଶୋକର ଛାୟା ।
ଲଘୁଚାପ ଯଦି ବାତ୍ୟାର ରୂପ ନିଏ, ତେବେ ତାହା ଓଡ଼ିଶା ହେଉକି ପଶ୍ଚିମବଙ୍ଗ ନଚେତ୍ ଆନ୍ଧ୍ରପ୍ରଦେଶ ଆଡେ ମୁହାଁଇଥାଏ। ଗତ କିଛି ଦିନର ତଥ୍ୟକୁ ନେଇ ଏମିତି ରିପୋର୍ଟ ଦେଇଛି ଭାରତୀୟ ପାଣିପାଗ ବିଭାଗ।
ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହେଉଛି ଚଳିତ ବର୍ଷର ବଜେଟ୍। ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଚଳିତ ବର୍ଷର ବଜେଟ୍ ପଛରେ ତାଙ୍କର ଏକ ଟିମ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପାଞ୍ଚଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ସୀତାରମଣଙ୍କ ଟିମ୍ ଗଠିତ।
ଆଜି ଫେବୃଆରୀର ପ୍ରଥମ କାର୍ଯ୍ୟ ଦିବସ । ଆଜି ଠାରୁ ନୂଆ ନିୟମ ମାନିବାକୁ ଆପଣ ବାଧ୍ୟ । ନଚେତ୍ ଫେବୃଆରୀ ମାସର ନୂଆ ନିୟମ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ। ସେଥି ପାଇଁ ଆଜିଠୁ ଜାଣନ୍ତୁ ଏସବୁ ନିୟମ . . .
ସ୍ତ୍ରୀଙ୍କ ପାଖକୁ ଶେଷ ଚିଠି ଲେଖି ଘରୁ ପଳେଇ ଯାଇଥିଲେ। କହିଥିଲେ, ମୋର ଭଲ ନହେଲା ପରି ରୋଗଟିଏ ହେଇଛି। ଆଉ ଭଲ ହେଇପାରିବ ନାହିଁ। ଗତକାଲି କିନ୍ତୁ ସେ ଘରକୁ ଫେରି ଆସିଛନ୍ତି। ତାଙ୍କର ରୋଗ ହୋଇଛି ବୋଲି ସେ ଭୁଲରେ ଭାବି ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ। ସେ ଘରକୁ ଫେରିବା ପରେ ସମସ୍ତଙ୍କ ମନରେ ଖୁସି ଦେଖାଦେଇଛି।
କୁନିପୁଅ ରାଜଭୀରର ଜୀବନ ବଂଚିବାକୁ ଦରକାର ୧୬ କୋଟି ଟଙ୍କାର ଇଂଜେକସନ। ହାତରେ ଅଛି ମାତ୍ର ୪ ମାସ ସମୟ। ୧୮ ମାସର ପୁଅ ରାଜବୀରର ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି ତାଙ୍କ ମାଆ।
ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି।
କୋଲୋନ୍ ହାଇଡ୍ରୋ ଥେରାପି କଣ? ଶରୀରରେ କେଉଁ ରୋଗ ହେଲେ ଏହି ପ୍ରକାର ଥେରାପି କରିବାକୁ ପରାମର୍ଶ ଦିଅନ୍ତି ଡାକ୍ତର
ଏ ରୁହ ମ...ମୋର ଟିକିଏ ତଳ ସାହିରେ କାମ ଅଛି...ମହିଳାଙ୍କୁ ମୁଁ ଟିକିଏ ଦେଇକି ଆଲେ, ତା’ପରେ ତୁମ କଥା ବୁଝିବା..
କିରେ ନାରଣ ଏ ଦେଶୀ ନା ବିଦେଶୀ ପିଇଦେଇଛନ୍ତି? ଏ କଣ ଆକାଶବାଣୀ ଶୁଣାଇଲେଣି....ନ୍ୟାୟ କଥା ବି କହିଲେଣି, ହେଲେ ୟାଙ୍କ ସହ ଅନ୍ୟାୟ କିଏ କରିଛି କିରେ?
ଡ୍ୟାଡି, ମମି....ସୋନାଲି ମତେ ଧୋକା ଦେଲା...ମୁଁ ବଂଚିବାକୁ ଚାହୁଁନି। ୩୦ ବର୍ଷ ହେଲା ଠାକୁରଙ୍କୁ ଡାକୁଥିଲି କିନ୍ତୁ କିଛି ହେଲାନି,ମୋ ଜୀବନଟା ମୋ ପାଇଁ ବୋଝ ହୋଇଗଲା...ସୋନାଲି ମତେ ବହୁତ ତଡପେଇଲା। ଏମିତି କିଛି ସୁଇସାଇଡ୍ ନୋଟ୍ରେ ଲେଖି ଆତ୍ମହତ୍ୟା କଲେ ସୌମ୍ୟ, ଦେଖନ୍ତୁ ଏହି ନୋଟ୍
ଖୋଲିଲା ଶ୍ରୀମନ୍ଦିର । ପ୍ରାୟ ୩ ସପ୍ତାହର ବ୍ୟବଧାନ ପରେ ଭକ୍ତଙ୍କ ଲାଗି ଆଜିଠୁ ଖୋଲିଛି ଶ୍ରୀମନ୍ଦିର । କାଳିଆକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
କୁନି ପିଲାଙ୍କ ନଟଖଟି ତ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଯେତେବେଳେ ସେମାନଙ୍କ ପ୍ରତିଭାକୁ କିଏ ଦେଖେ ସେ ପ୍ରଶଂସା ନ କରି ରହିପାରେନା। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଚିଠି ଲେଖି, ବୋତଲରେ ପୂରେଇ ସମୁଦ୍ରକୁ ଫିଙ୍ଗି ଦେଇଥିଲେ। ଦୀର୍ଘ ୨୫ ବର୍ଷ ପରେ ୮୦୦ ମାଇଲ୍ ବାଟରୁ ଆସିଲା ଉତ୍ତର।
ଆଜିକାଲି ନିଜକୁ ଫିଟ୍ ରଖିବା ନେଇ ପିଲା ଠାରୁ ବୁଢା ପ୍ରାୟ ସମସ୍ତେ କିଛି ନା କିଛି ବ୍ୟାୟାମ କରୁଥିବା ଦେଖାଯାଏ। ଏ କ୍ଷେତ୍ରରେ ପଶୁମାନେ ବି ପଛରେ ପଡି ନାହାନ୍ତି। ଏକ ବିଲେଇ ଜିମ୍ରେ ୨୦ଟି ସିଟ୍-ଅପ୍ସ ମାରି ଏହାକୁ ପ୍ରମାଣିତ କରିଦେଇଛି।
ଗତ ୨୭ ତାରିଖରେ ପରୀକ୍ଷା ବାତିଲ ଦାବିରେ କିଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ।
ଆଧାର କିମ୍ବା ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ମଧ୍ୟ ଜରୁରୀ । ନଚେତ୍ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଆର୍ଟିପିସିଆର୍ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।
ଫାଇନାଲରେ ରହିଛନ୍ତି ଭାରତର ଶ୍ରେୟା ଲେଙ୍କା ଓ ବ୍ରାଜିଲର ଗ୍ରାବିଏଲା ଡାଲସିନ।
ସଭିଏଁ ପଢିବେ ସଭିଏଁ ବଢ଼ିବେ ,"ଝିଅ ହେଲେ ପାଠୋଇ "ଦେଶ ଯିବ ଆଗେଇ " ଭଳି ସରକାରଙ୍କ ଅନେକ ନାରା ତୁର୍କା ଗାଁରେ ବିଫଳ
ନିଯୁକ୍ତି ମଞ୍ଜୁର ହେବା ହେବାପରେ ଓଡ଼ିଶା ହାଇକୋର୍ଟର ମୋଟ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ମୁଖ୍ୟ ଚିକିତ୍ସାଳୟର ଡାଏଲେସିସ୍ ରୁମ୍ରେ ନିଆଁ ଲାଗିବାରୁ ରୁମ୍ରେ ଥିବା ସିଟି ସ୍କାନ ମେସିନରେ ସର୍ଟ ସର୍କିଟରୁ ନିଆଁ ଲାଗିଛି ।
କଟକରେ କୁମ୍ଭୀର ଆତଙ୍କ । କଟକର ନୂଆପାଟଣା ଓ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ପାଖରେ ଭାସୁଛି ଏକ କୁମ୍ଭୀର । ବନ ବିଭାଗ କର୍ମଚାରୀ, ସ୍ଥାନୀୟ ପୋଲିସ ସହାୟତାରେ କୁମ୍ଭୀରକୁ ଉଦ୍ଧାର ଲାଗି ଉଦ୍ୟମ ଚଳାଇଛନ୍ତି ।
ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ୪ଟି ଟ୍ରଲର ଜବତ ହୋଇଛି। ଏହି ମାମଲାରେ ୩୨ କର୍ମଚାରୀଙ୍କୁ ଅଟକ ରଖି ମିଳିତ ଟିମ୍ ପଚରାଉଚରା କରୁଛି।
ଏହି ଗାଁକୁ ନାଉରିଆ ଭରାସା। ବର୍ଷା ହେଉ କି ଶୀତ ଗାଁରୁ ବାହାରିବାକୁ ହେଲେ ଆଗେ ଖୋଜା ପଡନ୍ତି ନାଉରିଆ...ବିନା ନାଉରିଆରେ ଏମାନଙ୍କ ଅଖଚକ ବନ୍ଦ...ସ୍କୁଲଠୁ ମେଡ଼ିକାଲ ସବୁ ପାଇଁ ଦରକାର ନାଉରିଆର ସାହାଯ୍ୟ
ଆଜିକାଲି ପାଟିରେ କ୍ୟାନସର ଅଧିକ ହେଉଛି। ଯଦି ଆପଣ ଏହି ରୋଗରେ ପୀଡ଼ିତ ଅଛନ୍ତି ତେବେ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ...ଏମିତି ଭାବରେ କରନ୍ତୁ ଚିକିତ୍ସା