• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Budget 2022

Digital Currency
ନୂଆ ମୁଦ୍ରା ଡିଜିଟାଲ୍ କରେନ୍ସି କେବେ ଆସିବ ?

କ୍ରିପ୍ଟୋକରେନ୍ସି ବିଶ୍ୱବ୍ୟାପୀ ନୂଆ କ୍ରେଜ୍ ତିଆରି କରିଚାଲିଥିବା ବେଳେ ଭାରତରେ ଏହା ଏଯାଏଁ ଆଇନ ସମ୍ମତ ହୋଇନାହିଁ। ଏଣେ ଆରବିଆଇ ଆଣିବାକୁ ଯାଉଛି ଡିଜିଟାଲ୍ କରେନ୍ସି

Indian Railways
ଓଡ଼ିଶାକୁ ରେଳ ଅନୁଦାନ: କାହା ପାଇଁ କେତେ, ଜାଣନ୍ତୁ

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ସବୁଠୁ ଅଧିକ ଟଙ୍କା ମଂଜୁର କରିଛନ୍ତି କେନ୍ଦ୍ର ସରକାର।

Business Odisha 30 January 2022 | Pre Budget Session with Charted Accountant  A.K.Sabat |
Business Odisha 30 January 2022 | Pre Budget Session with Charted Accountant A.K.Sabat |

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

The man who created first budget in India
ଜାଣନ୍ତୁ କିଏ କରିଥିଲେ ଭାରତର ପ୍ରଥମ ବଜେଟ୍

ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣଙ୍କ ଦ୍ୱାରା ସଂସଦରେ ବଜେଟ୍ ୨୦୨୨ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ର ମୁଖ୍ୟ ପଏଣ୍ଟଗୁଡ଼ିକୁ ଦେଶ ସମ୍ମୁଖରେ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ?

Budget 2022
ନୂଆ ଭାରତର ନୂଆ ବଜେଟ୍: ଫୋକସରେ 5G, ଇଲେକ୍ଟ୍ରିକ୍ ଯାନ

ସ୍ପିଡ୍ ଇଣ୍ଟରନେଟ୍ ପାଇବାକୁ ମୋବାଇଲ୍‌ରେ 5G ନେଟଓ୍ୱର୍କ ପାଇଁ ବି ବେଶୀ ଅପେକ୍ଷା କରିବାକୁ ପଡ଼ିବନି ଦେଶବାସୀଙ୍କୁ।

Income Tax
ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି: ପୂର୍ବ ବର୍ଷ ହିସାବରେ ଦେବେ ଇନକମ୍ ଟ୍ୟାକ୍ସ

ଏ ବଜେଟ୍‌ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।

Budge Highlight, helpful for poor
ଗରିବଙ୍କ କାମରେ ଆସିବ ବଜେଟ୍ ୨୦୨୨-୨୩

ଚଳିତ ବଜେଟ୍‌ରେ ଭିତ୍ତିଭୂମି ବିକାଶ ଓ ଶିଳ୍ପ ଅଗ୍ରଗତି ଜରିଆରେ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମ୍ ଗତିଶକ୍ତି ମାଷ୍ଟର୍‌ପ୍ଲାନ୍ ଅନ୍ତର୍ଗତ ୭ଟି ଇଂଜିନ ରୋଡ୍, ରେଲ୍‌ୱେ, ଏୟାରପୋର୍ଟ, ପୋର୍ଟ, ଜଳମାର୍ଗ, ପରିବହନ ଓ ଲଜିଷ୍ଟିକ ଇନ୍ଫ୍ରା ବିକାଶ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ହେବ।

CM Naveen Patnaik
କେନ୍ଦ୍ର ବଜେଟକୁ ନେଇ ନାଖୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ଭଳି ନାର୍ଯ୍ୟ ଦାବିକୁ ଅବେହଳା କରାଯାଇଥିବା ନବୀନ ପ୍ରତିକ୍ରୟା ରଖିଛନ୍ତି।

Know the key members who prepared FM Sitharaman’s budget
ବଜେଟ୍-୨୦୨୨ର ୫ କାର୍ପଟଦାର; ଜଣେ ଓଡିଆ ବି ଅଛନ୍ତି

ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହେଉଛି ଚଳିତ ବର୍ଷର ବଜେଟ୍। ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଚଳିତ ବର୍ଷର ବଜେଟ୍ ପଛରେ ତାଙ୍କର ଏକ ଟିମ୍‌ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପାଞ୍ଚଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ସୀତାରମଣଙ୍କ ଟିମ୍ ଗଠିତ।

Income Tax Unchanged
ଆୟକର ସ୍ଲାବ୍ ଅପରିବର୍ତ୍ତିତ, IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ

ଅପରିବର୍ତ୍ତିତ ରହିଲା ଆୟକର(Income Tax) ସ୍ଲାବ୍। ଚଳିତ ବର୍ଷ ବି କେନ୍ଦ୍ରୀୟ ବଜେଟ୍‌ରେ ଆୟକର ସୀମାରେ କୌଣସି ପରିବର୍ତ୍ତନ ହୋଇନି।

Budget 2022
ଜାଣନ୍ତୁ, ବଜେଟ୍‌ରେ କ’ଣ ସବୁ ନୂଆ ଘୋଷଣା ହୋଇଛି...

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍‌ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି।

national-highway
ଜାତୀୟ ରାଜପଥ ନିର୍ମାଣ ଗତିକୁ ବଢ଼ାଇବେ ସରକାର ! ଏକ ବର୍ଷରେ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ

୨୦୨୨-୨୩ବର୍ଷରେ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ମଧ୍ୟ ସ୍ଥାପନ କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

Cryptocurrency
ନିବେଶକଙ୍କ ପାଇଁ ଆଲର୍ଟ ! କ୍ରିପ୍ଟୋ ଉପରେ ଲାଗିବ ଟ୍ୟାକ୍ସ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।

e passport
ବିଦେଶ ଯାଉଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା ! ୨୦୨୨-୨୩ରେ ଚିପ୍‌ ଯୁକ୍ତ ଇ-ପାସପୋର୍ଟ

ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ ଇ-ପାସପୋର୍ଟ ବ୍ୟବସ୍ଥା କରାଯିବ । ଭବିଷ୍ୟତରେ ସୁବିଧା ପାଇଁ ଇ-ପାସପୋର୍ଟରେ ଏକ ଆଧୁନିକ ଚିପ୍ ସଂଯୋଗ କରାଯିବ ।

Budget 2022
Budget 2022: ଜାଣନ୍ତୁ କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା...

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି। 

5g
ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା ! ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ

ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ। ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ।

Income Tax Return
ଟିକସଦାତାଙ୍କ ପାଇଁ ବଡ଼ ଖବର, ମିଳିବ ୨ ବର୍ଷ ମହଲତ

ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। 

digital currency
ଡିଜିଟାଲ କରେନ୍ସି ଆରମ୍ଭ କରିବ ଆରବିଆଇ

ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ । ଡିଜିଟାଲ କରେନ୍ସି ବ୍ୟବସ୍ଥା ଆରମ୍ଭ କରିବ RBI

budget
ବଜେଟରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଘୋଷଣା ! PM Awas Yojanaରେ ତିଆରି ହେବ ୮୦ ଲକ୍ଷ ଘର

ପିଏମ ଆୱାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ ।

Vande Bharat Express
Budget 2022: ୩ ବର୍ଷରେ କାର୍ଯ୍ୟକ୍ଷମ ହେବ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌

ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ୩ ବର୍ଷରେ କାର୍ଯ୍ୟକ୍ଷମ ହେବା ନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Nirmala Sitharaman
ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହନ, କୃଷକମାନଙ୍କ ଠାରୁ MSPଉପରେ ହେବ ରେକର୍ଡ କିଣାବିକା

ଏଥି ସହିତ କ୍ଷୁଦ୍ର ଶିଳ୍ପଗୁଡିକ (MSMEs) କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସାହାଯ୍ୟ ମିଳିବ । କ୍ଷୁଦ୍ର କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ପ୍ରସ୍ତୁତ କରିବ ରେଳବାଇ । Udyam, e-shram, NCS ଏବଂ Aseemର ପୋର୍ଟାଲଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହେବ

School Students
ଟିଭି ଜରିଆରେ ପାଠ ପଢ଼ିବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲା

ସ୍କୁଲ୍‌ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ।

budget
ଆଗାମୀ ୨୫ ବର୍ଷକୁ ନଜରରେ ରଖି ବଜେଟ୍

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ୨୦୨୨ ବଜେଟ୍ ଉପସ୍ଥାପନ କରୁଛନ୍ତି । କରୋନା ଅବଧିରେ ଉପସ୍ଥାପିତ ବଜେଟକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।  

Special Story | Union Budget 2022- Know Prime Ministers Who Have Presented Budget
ଦେଶର ଏହି ନେତାମାନେ ପ୍ରଧାନମନ୍ତ୍ରୀ ପଦରେ ଥାଇ ବି ସଂସଦରେ କରିଥିଲେ ବଜେଟ୍‌ ଉପସ୍ଥାପନ

ଚର୍ଚ୍ଚାରେ ଦେଶର ଏହି ନେତା...ଯେଉଁମାନେ କି ପ୍ରଧାନମନ୍ତ୍ରୀ ପଦରେ ଥାଇ ମଧ୍ୟ ସଂସଦରେ କରିଥିଲେ ବଜେଟ୍‌ ଉପସ୍ଥାପନ। କେନ୍ଦ୍ରରେ ସର୍ବାଧିକ ଥର ବଜେଟ୍‌ ଉପସ୍ଥାପନ କରି ରେକର୍ଡ କରିଛନ୍ତି ମୋରାଜୀ ଦେଶାଇ...

Budget Expectations
ଆଜି ଆସିବ ବଜେଟ୍‌: ମଧ୍ୟବିତ୍ତଙ୍କୁ ମିଳିବ କି ଆଶ୍ୱସ୍ତି ? ନିର୍ମଳାଙ୍କ ବଜେଟ୍ ପେଡ଼ି ଉପରେ ସାରା ଦେଶର ନଜର

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। କାହାକୁ ସେ କ’ଣ ଦେବେ, ତା ଉପରେ ରହିଛି ସାରା ଦେଶର ନଜର।