ଆସନ୍ତା ବର୍ଷ ବିବାହ ବେଦୀରେ ବସିଥାନ୍ତେ ଓ ନୂଆ କରି ସଂସାର ଆରମ୍ଭ କରିଥାନ୍ତେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସଂସାର କରିବା ପୂର୍ବରୁ ସବୁଦିନ ପାଇଁ ସଂସାର ଛାଡ଼ି ଆରପାରିକୁ ଚାଲିଗଲେ।
ଆଉ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ । ରାଉରକେଲାର ଆସିଷ୍ଟାଣ୍ଟ କଲେରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି । ଆସିଷ୍ଟାଣ୍ଟ କଲେର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି ।
ଏ ପ୍ରତିମାଟି ୧୨ ଶହ ବର୍ଷ ପୂର୍ବେ ତିଆରି ହୋଇଥିଲା। ସେତେବେଳେ ପାହାଡକୁ କାଟି ଏହାକୁ କେମିତି ତିଆରି କରାଗଲା। କେଉଁଠି ରହିଛି ଏହି ପ୍ରତିମା। ଦେଖନ୍ତୁ ଏହି ରିପୋର୍ଟ
ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ଅଭିନୟ ପର୍ବ। କିଏ ତଳେ ବସି ପଖାଳ ଖାଇ ଦିଏ ତ ଆଉ କିଏ ହାତ ଯୋଡି କରେ ଗୁହାରି। ଆଉ ଏଠି...
ଭାରି ସୁଆଦିଆ। ଯିଏ ଥରେ ଖାଇଛି ଏ କ୍ଷିରୀ। ଘରେ ତିଆରି କରି ବାରମ୍ୱାର ଖାଇବାକୁ ମନ କହିବ। ଆଜି ଆମିଷ ବାର ନୁହେଁ, ନିଶ୍ଚୟ ତିଆରି କରନ୍ତୁ ସେଓ କ୍ଷିରୀ..
ରୋଜଗାର ପାଇଁ ସମସ୍ତେ ଗାଁରୁ ସହରକୁ ଆସୁଛନ୍ତି। ହେଲେ ଏ ଚେଙ୍ଗଡ ଗାଁ ଛାଡିବାକୁ ନାରାଜ। କାରଣ ଗାଁରେ ରହି କରୁଛି ଲାଭ ଉପରେ ଲାଭ। ଜାଣନ୍ତୁ କେମିତି...
ଆଳୁ ଚିପ୍ସ ଜରିରେ ଶାଢୀ। କଥାଟା ଅସମ୍ଭବ ଲାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ବି କହିବେ ଚମତ୍କାର।
କୋକିଳ କଣ୍ଠୀ ଲତା ମଙ୍ଗେସ୍କର୍ଙ୍କ ମୃତ୍ୟୁକୁ ନେଇ ପାଳନ ହୋଇଛି ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ। ଏହି ଆଦେଶ କିଏ ଦେଲେ ଓ କିପରି ପାଳନ ହୁଏ ଏହି ରାଷ୍ଟ୍ରୀୟ ଶୋକ ଆସନ୍ତୁ ଜାଣିବା।
ପିଲାମାନେ ଭୟ କରନି, ଆମେ ସମସ୍ତେ ତୁମ ସାଥିରେ ଅଛୁ।
‘ମେଁଝୁକେଗା ନେହିଁ’...ଫିଲ୍ମ ‘ପୁଷ୍ପା’ର ଏହି ଡାଇଲଗ୍ ଯେତେ ଭାଇରାଲ୍ ହେଉଛି, ସେତେ ଏହାକୁ ନିଜ ଶୈଳୀରେ ଗ୍ରହଣ ବି କରାଯାଉଛି। ଏବେ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ସହରବାସୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ନିଆରା ନାରା।
ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା। ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ ସହ ୩ ଜଣଙ୍କୁ ଜବାବ ରଖିବାକୁ କୋର୍ଟ ନୋଟିସ କରିଛନ୍ତି। ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବଙ୍କୁ ନୋଟିସ ହୋଇଛି। ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।
ବର୍ଷା ଜାଲ୍ କାଗଜପତ୍ର ତିଆରି କରିଥିବା ନେଇ ସାଂସଦ ଅନୁଭବ ସଂସଦକୁ ଜଣାଇଥିଲେ।
୮ଟି ଗୀତ ପ୍ରସ୍ତୁତ କରାଯାଇଥିଲା କିନ୍ତୁ ଗୋଟିଏ ଗୀତ ଗାଇବାକୁ ପସନ୍ଦ କରିଥିଲେ।
‘ଦିନ ହେଉ କି ରାତି, ମୁଁ ବାହାରେ ଆବର୍ଜନା ଫୋପାଡିବି ନାହିଁ।’ ଅଲ୍ଲୁ ଅର୍ଜୁନଙ୍କ ଫଟୋ ଦେଇ ବିଏମ୍ସି ଏହି ସଫେଇ ସ୍ଲୋଗାନ ଦେଇଛି।
ଭାରତକୁ ଆସିବ ଡିଜିଟାଲ୍ ଟଙ୍କା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବଜେଟ୍ ଉପସ୍ଥାପନ କରିବା ବେଳେ ଏକଥା କହିବା ପରେ ସାରା ଦେଶରେ ଏହି ଚର୍ଚ୍ଚା। ଚଳିତ ବର୍ଷଠାରୁ ଆମ ଦେଶ ଭାରତରେ ଲାଗୁ ହେବାକୁ ଯାଉଛି ଏହି ଡିଜିଟାଲ କରେନ୍ସି।
କାଚା ବାଦାମ୍। ପକ୍କା ବାଦାମ। ଆଜିକାଲି ଏହି ଗୀତଟି ସୋସିଆଲ୍ ମିଡିଆ ସେନସେସନ୍ ପାଲଟି ଯାଇଛି। ଏମିତିକି କାଚା ବାଦାମ ଗୀତରେ ଅନେକ ରିଲ୍ ଓ ସର୍ଟସ୍ ଭାଇରାଲ୍ ହେବାରେ ଲାଗିଛି।
ଭିଜିଲାନ୍ସ ଜାଲରେ ପଡ଼ିଲେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ବରଯାତ୍ରୀ ଭ୍ୟାନ୍ ଓଲଟି ଜଣେ ମୃତ । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସରଗାଦି ଓ ନୂଆପଡା ଗ୍ରାମ ନିକଟରେ ବରଯାତ୍ରୀ ପିକ ଅପ ଭ୍ୟାନ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପାତଲପଡାର ମୁକେଶ ବଛା ହୋଇଥିବା ସୂଚନା ମିଳିଛି ।
କୋଟିଆ ଅଞ୍ଚଳକୁ ଆନ୍ଧ୍ର ଅଧିକାରୀଙ୍କୁ ନପୁରାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆନ୍ଧ୍ର ଭଲ୍ୟୁଣ୍ଟିୟର ଗଳାବାଟ ଦେଇ ଓଡ଼ିଶାକୁ ପଶୁଛନ୍ତି।
ମୋ ଝିଅ ଘରକୁ ଆସିଥିଲି ଝିଅକୁ ଦେଖିବା ପାଇଁ, ହେଲେ ଦୁଆର ମୁହଁରେ ମତେ ତୁମେ କାହିଁକି ଏ ନବୀନ ବାବୁଙ୍କ ମୁହଁ ଦେଖେଇଲ? ଏମିତି ଅପମାନକୁ ମୁଁ ବରଦାସ୍ତ କରିବି ନାହିଁ...
ଚାଉଳ ନୁହେଁ ବରଂ ଶାଗୁ ଖେଚୁଡ଼ି। ଥରେ ଖାଇଲେ ଦିନସାରା ଭୋକ କରିବନି, ଏବେ ହିଁ ଘରେ ପ୍ରସ୍ତୁତ କରନ୍ତୁ ଶାଗୁ ଖେଚୁଡ଼ି। ଜାଣିରଖନ୍ତୁ ପ୍ରସ୍ତୁତି କରିବେ କେମିତି?
ଆର୍ଥିକ ସ୍ଥିତି ପାଇଁ ଅଟୋ ବେପାର କଲି, ଲୋକେ ବହୁତ କଥା କୁହନ୍ତି କିନ୍ତୁ ମୁଁ କିଛି ଶୁଣେନି। କାରଣ ମତେ କେହି ଟଙ୍କା ଦେବେନି, ଚଳିବା ପାଇଁ ମତେ ହିଁ କିଛି କରିବାକୁ ପଡ଼ିବ....ଅଟୋ ଚଳାଇ ଏବେ ସମସ୍ତଙ୍କ ପ୍ରେରଣା ପାଲଟିଲେ,ଦେଖନ୍ତୁ ଏହି ଭିଡ଼ିଓ...
ଏଇଟା ଆହାର କେନ୍ଦ୍ର ନା ଆଉ କଣ? ମଣିଷ ଯେଉଁଠି ଖାଉଛନ୍ତି ସେଇଠି ଯାଇ ହମା ହମା କରି ଖାଉଛି ଗାଇ...ନାରଣରେ ଏଇଟା ନୂଆ ଯୋଜନା, ତୁ ଜାଣିନୁ ବୋଧହୁଏ...
୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା ଦିଦି। “ଏ ମେରେ ବତନ କେ ଲୋଗୋଁ” ପରି ଗୀତରେ ଦେଶପ୍ରେମର ମିଳୁଥିଲା ଝଲକ ତ “ଲଗଜା ଗଲେ” “ପ୍ୟାର କା ନଗମା ଭଳି” ଗୀତରେ ଭରିଦେଉଥିଲେ ପ୍ରେମର ରଙ୍ଗ....ଶୁଣନ୍ତୁ ଦିଦିଙ୍କର ସୁପର ହିଟ୍ ଗୀତ...
୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା ଦିଦି। “ଏ ମେରେ ବତନ କେ ଲୋଗୋଁ” ପରି ଗୀତରେ ଦେଶପ୍ରେମର ମିଳୁଥିଲା ଝଲକ ତ “ଲଗଜା ଗଲେ” “ପ୍ୟାର କା ନଗମା ଭଳି” ଗୀତରେ ଭରିଦେଉଥିଲେ ପ୍ରେମର ରଙ୍ଗ....ଶୁଣନ୍ତୁ ଦିଦିଙ୍କର ସୁପର ହିଟ୍ ଗୀତ...