Advertisment

ଅଲ୍ଲୁ ଅର୍ଜୁନଙ୍କ ଫଟୋ ଦେଇ ବିଏମ୍‌ସି ଏହି ସଫେଇ ସ୍ଲୋଗାନ

‘ମେଁଝୁକେଗା ନେହିଁ’...ଫିଲ୍ମ ‘ପୁଷ୍ପା’ର ଏହି ଡାଇଲଗ୍ ଯେତେ ଭାଇରାଲ୍ ହେଉଛି, ସେତେ ଏହାକୁ ନିଜ ଶୈଳୀରେ ଗ୍ରହଣ ବି କରାଯାଉଛି। ଏବେ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ସହରବାସୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ନିଆରା ନାରା।

author-image
Pallipuspa Samal

‘ମେଁଝୁକେଗା ନେହିଁ’...ଫିଲ୍ମ ‘ପୁଷ୍ପା’ର ଏହି ଡାଇଲଗ୍ ଯେତେ ଭାଇରାଲ୍ ହେଉଛି, ସେତେ ଏହାକୁ ନିଜ ଶୈଳୀରେ ଗ୍ରହଣ ବି କରାଯାଉଛି।  ଏବେ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ସହରବାସୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ନିଆରା ନାରା। 

Advertisment
Pushpa Craze Hits BMC
Advertisment
Advertisment