• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

brother-in-law Save sister in law from the tiger
ବାଘ ମୁହଁରୁ ଭାଉଜକୁ ରକ୍ଷାକଲା ଦିଅର

କଲରାପତରିଆ ବାଘ ଆକ୍ରମଣରେ ଭାଉଜ ଦିଅର କ୍ଷତ ବିକ୍ଷତ । ଭାଉଜକୁ ବାଘ ଆକ୍ରମଣ ସମୟରେ ଦିଅର ଲଢି ଲଢି ବାଘ ମୁହଁରୁ ବଞ୍ଚେଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 Compulsory Retirement
 ଆଉ ୬ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି।

online trading
ଅନଲାଇନ୍‌ ଟ୍ରେଡିଂର ମାୟାଜାଲ ଭିତରେ ଛନ୍ଦି ହୋଇ ଜୀବନ ହାରିଲେ ଯୁବକ : ପୁଅକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ବାପାମା’

ସାଙ୍ଗମାନେ ବ୍ଲାକମେଲ୍ କରୁଥିବାରୁ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ସାଙ୍ଗମାନଙ୍କ ଠାରୁ ଧୋକ୍କା ଖାଇବା ସହ ଜଳେଶ୍ୱର ଆଇଆଇସିଙ୍କଠାରୁ ନ୍ୟାୟ ନ ପାଇ ପୁଅ ଏପରି ପଦକ୍ଷେପ ନେଇଥିବା ପରିବାର ଲୋକ କହିଛନ୍ତି ।

Lovestruck class 8 girl elopes with teacher
ରସିକିଆ ଗଣିତ ମାଷ୍ଟରଙ୍କ ପ୍ରେମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ଘର ଛାଡ଼ି ପଳାଇଲେ

ପୋଲିସ୍‌ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚମ୍ପଟ ମାରିଥିଲେ। ଶେଷରେ ତନାଘନା ପରେ ପୋଲିସ୍‌ ରସିକିଆ ଗଣିତ ମାଷ୍ଟରଙ୍କୁ ଗିରଫ କରିଛନ୍ତି।

Youth Goes Abroad For Job, Dead Body Returns Home
ପୁଅ ମରିବାର ୨ ମାସ ପରେ ଘରେ ପହଞ୍ଚିଲା ଶବ, ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ

ପୁଅ ମରିବାର ୨ ମାସ ପରେ ଘରେ ପହଞ୍ଚିଲା ଶବ। ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ। ଟଙ୍କା ରୋଜଗାର କରିବାକୁ ବିଦେଶ ଯାଇଥିଲା ପୁଅ।

  • Wednesday, 16 March 2022
Phulbani
ଫୁଲବାଣୀର ରାଞ୍ଚୋ : ଗାଁ ଲୋକଙ୍କ ସମସ୍ୟା ବୁଝି ଜୁଗାଡରେ ଗାଁକୁ ଆଣିଲେ ମୋବାଇଲ୍ ନେଟୱର୍କ

ବି.ଟେକ ଛାତ୍ରଙ୍କ ଅଭିନବ ଉପାୟ , ଉପରେ ମୋବାଇଲ ତଳେ ଡିଜିଟାଲ ସେବା

Youtuber earned one crore 75 lakh rupees in just 42 seconds
୪୨ ସେକେଣ୍ଡରେ ୧ କୋଟି ୭୫ ଲ‍କ୍ଷ ରୋଜଗାର, କେମିତି କଲେ ଜାଣନ୍ତୁ

ଆଜିକାଲି ୟୁଟ୍ୟୁବ୍ ଏକ ଭଲ ରୋଜଗାରର ମାଧ୍ୟମ ହୋଇଯାଇଛି। ନୂଆ ନୂଆ ଇନ୍‌ଫ୍ଲ୍ୟୁଏନସର୍‌ଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ ଏମିତି ଜଣେ ୟୁଟ୍ୟୁବର୍ ସାମ୍ନାକୁ ଆସିଛନ୍ତି ଯିଏ ମାତ୍ର ୪୨ ସେକେଣ୍ଡରେ ୧କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି।

Every man do 2 marriages in this village of India
ଭାରତର ଏହି ଗାଁର ପୁରୁଷ ୨ଟି ବାହାହେବା ବାଧ୍ୟତାମୂଳକ

ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ। ଦୁଇଟି ବିବାହ କରିବା ପାଇଁ ଲୋକଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ଉଭୟ ପତ୍ନୀ ଝଗଡା ନ କରି ଦୁଇ ଭଉଣୀ ଭଳି ଚଳନ୍ତି।

Single mother runs paratha stall to support daughter
ଝିଅର ସ୍ୱପ୍ନ ପାଇଁ କଠିନ ପରିଶ୍ରମ କରୁଛନ୍ତି ମା’

ପ୍ରତ୍ୟେକ ମା’ ନିଜ ସନ୍ତାନର ଲାଳପାଳନ ଠାରୁ ଆରମ୍ଭ କରି ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ମାଆଙ୍କ ସଂଘର୍ଷର କାହାଣୀ ଅଛି ଯାହାକୁ ଜାଣିଲେ ଆପଣ ଆଖି ଲୁହରେ ଭିଜିଯିବ। ତେବେ ଆସନ୍ତୁ ଜାଣିବା ନେହା ଶର୍ମାଙ୍କ ସଂଘର୍ଷର କାହାଣୀ।

Fuel price hike man buys horse
ତେଲ ଦର ବୃଦ୍ଧି ହେତୁ ଘୋଡା କିଣିଲେ

ତେଲ ଦର ବୃଦ୍ଧିକୁ ନେଇ ଅନେକ ଅସନ୍ତୋଷ ଦେଖେଇଛନ୍ତି। ଅନେକ ବାଧ୍ୟହୋଇ ଗାଢି ବାହାର କରୁଛନ୍ତି। ଜଣେ ବ୍ୟକ୍ତି ଏମିତି କିଛି କୌଶଳ ଆପଣେଇଛନ୍ତି ଯାହା ଆଶ୍ଚର୍ଯ୍ୟ କରିବା ଭଳି।

RERA Rules
ଘର ମାଲିକଙ୍କୁ ଦିନରେ ଲଣ୍ଠନ ଦେଖାଇ ଛୁ ମାରିଲା ବିଲଡର ସଂସ୍ଥା

ବାସଗୃହ କ୍ରେତାଙ୍କୁ ଠକି ଆଉ ଖସିପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ(ଓରେରା)।

Builders can no longer be deceived
ବାସଗୃହ କ୍ରେତାଙ୍କ ମନରେ ନୂଆ ଆଶା; ଆଉ ଠକି ଖସିପାରିବେନି ବିଲ୍ଡର

ଆଉ ଠକି ପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓରେରା।

Subhakant
ଦୁଇ ମାସ ପରେ ଫେରିଲା ପୁଅର ମୃତଦେହ, ଭୋ ଭୋ ହୋଇ କାନ୍ଦିଲେ ପରିବାର

ସାଉଦି ଆରବରେ ଇଲେକ୍ଟ୍ରି କାମ କରିବାକୁ ଯାଇଥିଲା ପୁଅ l ହେଲେ ମୃତଦେହ ହୋଇ ଫେରିଲା ଗାଁକୁ l ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗାଁ ନୂଆସାହିର ପ୍ରହଲ୍ଲାଦ ପ୍ରଧାନଙ୍କ ଏକମାତ୍ର ୨୬ ବର୍ଷୀୟ ପୁଅ ଶୁଭକାନ୍ତ ପ୍ରଧାନ ।

special story
ଠରାଠରିରେ କଥାବାର୍ତ୍ତା : ବିନା ଶବ୍ଦରେ ଅତୁଟ ରହିଛି ୩୦ ବର୍ଷର ସଂପର୍କ

ଦୁଇ ବନ୍ଧୁ ସଂଜୀବ କୁମାର ସାହୁ ‌ଓ ଆଲୋକ କୁମାର ପତି । ଦୁହେଁ ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ ବୟସ ୪୫ ବର୍ଷ। ଜନ୍ମରୁ ହିଁ ଏମାନେ ବାକ୍ ବାଧିତ ଅର୍ଥାତ କଥା କହିପାରନ୍ତି ନାହିଁ।

Unique  Pre-Wedding Photoshoot
ବାହାଘର ପୂର୍ବରୁ ଏମିତି ହେଲା ଫଟୋ ସୁଟ୍

ବିବାହ ପୂର୍ବରୁ ଏମିତି ହେଲେ କଥା ସରିଲା। ଏ କଥା ବାହାଘର ବେଳର ନୁହେଁ। ବିବାହ ପୂର୍ବରୁ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ। ଯେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

Dr. Shyamamani Devi
ଲତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଛନ୍ତି ଶ୍ୟାମାମଣି, ପଦେ ଗୀତରେ ମୁଗ୍ଧ ହୋଇଯିବେ ଆପଣ

ଲତାଙ୍କ ପରି ଗୁରୁଙ୍କଠାରୁ ସଙ୍ଗୀତ ସାଧନା କରିବା କିଛି କମ୍‌ କଥା ନୁହେଁ। ଥରେ ମୁଁ ରାଧାକୃଷ୍ଣ ମୂର୍ତ୍ତି ଓ ଖଜା ନେଇ ଯାଇଥିଲି...ମତେ ଛୁଇଁ ଦେଇ କହିଲେ ତୁମେ ଓଡ଼ିଶାରୁ ଆସିଛ...ତୁମକୁ ଛୁଇଁଦେଲେ ଜଗନ୍ନାଥଙ୍କ ପାଖରେ ପହଞ୍ଚିଯିବି କହିଥିଲେ। ନିଜ ଗୀତ ସ୍ୱରର ଯାଦୁଗରୀରେ ବିଭୋର ହେଉଛନ୍ତି ଦର୍ଶକ..ଆପଣ ବି ଶ୍ୟାମାମଣି ଦେବୀଙ୍କ ମୁହଁରୁ ପଦିଏ ଗୀତ ଶୁଣୁନିଅନ୍ତୁ

News Fuse
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ

କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ...ପୂରା ନାଗିନ୍‌ ଡ୍ୟାନ୍ସରେ କମ୍ପିଲା ସହର..ସାର୍‌ ଆମର ପୂରା ଟ୍ରେଣ୍ଡ...ଖାଲି ତ କମନ୍‌ ବେବି ରଙ୍ଗବତୀ

News Fuse special episode
ପଡ଼ୋଶୀରେ ପଦ୍ମ ଫୁଟିଲା, ଆମ ରାଇଜ ପଦ୍ମ ଅଫିସ୍‌ରେ ନାଗିନ୍‌ ଡ୍ୟାନ୍ସରେ ଜବରଦସ୍ତ ଅଂଟା ହଟିଲା

କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ । ପୂରା ନାଗିନ୍‌ ଡ୍ୟାନ୍ସରେ କମ୍ପିଲା ସହର । ସାର୍‌ ଆମର ପୂରା ଟ୍ରେଣ୍ଡ । ଖାଲି ତ କମନ୍‌ ବେବି ରଙ୍ଗବତୀ

Girl  To Save Boy Friend From Death
ପ୍ରେମିକକୁ ଛୁରୀ ମାରିଲା ଦୁର୍ବୃତ୍ତ, ଜୀବନ ବଞ୍ଚାଇବାକୁ ଅଧ ରାତିରେ ଘରୁ ବାହାରି ଆସିଲା ପ୍ରେମିକା

ରାତି ଅଧରେ ଫୋନ୍‌ ଆସିଲା,ପ୍ରେମିକଙ୍କୁ ଛୁରୀରେ ଭୟଙ୍କର ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । କାଳରାତିର ଅନ୍ଧାରକୁ ଖାତିର ନକରି ପ୍ରେମିକ ପାଖକୁ ଧାଇଁ ଧାଇଁ ଚାଲିଗଲା ପ୍ରେମିକା । ରକ୍ତ ଜୁଡୁବୁଡ଼ୁ ପ୍ରେମିକାକୁ ଧରି ଅପରେସନ୍‌ ବେଡ୍‌ରେ ଭୋ ଭୋ କାନ୍ଦିଲା ପ୍ରେମିକା। ଆଶ୍ଚର୍ଯ୍ୟ ହେଲେ ଡାକ୍ତର ଆଉ ନର୍ସ, ଭଲ ପାଇବା କେମିତି ପାଗଳ କରିଦିଏ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଭିଡ଼ିଓ ।

The Great Odisha Political Circus
ଭୋଟ ପରେ ତ ଆମ ପାୱାର ନାହିଁ, ଟଙ୍କା ୭ଶହ ଯୋଗାଡ଼ କରି ମୁଁ ଯିବି ଦାଦନ

ଭୋଟ୍‌ ସରିଲା ମାନେ ଆମର କିଛି ପାୱାର ନାହିଁ। ଟଙ୍କା ୭ଶହ ଯୋଗାଡ଼ କରି ଯାଉଛି ମୁଁ ଦାଦନ ଯିବି...ନେତାତ ମେଞ୍ଚାଏ ପ୍ରତିଶ୍ରୁତି ଦେଲେ ହେଲେ ରଖିଲେନି

Unique Friendship
ବନ୍ଧୁତା ହେବ ତ ଏମିତି ! ବିନା ଶବ୍ଦରେ ୩୦ ବର୍ଷର ଅତୁଟ ସଂପର୍କ

ଶବ୍ଦ ନାହିଁ କି କୋଳାହଳ ନାହିଁ, କିନ୍ତୁ ସଂପର୍କ ରହିଲାଣି ୩୦ ବର୍ଷ। ଦୁହେଁ କଥା କହିପାରନ୍ତି ନାହିଁ। ଠରାଠରିରେ କଥାବାର୍ତ୍ତା। ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ କାମ ଅଲଗା ଅଲଗା। କିନ୍ତୁ କେବେ ବୁଝାମଣା ଭୁଲ୍ ହୋଇନି। ସବୁବେଳେ ସେମାନେ ପରସ୍ପରକୁ ଭେଟନ୍ତି ଗୋଟେ ଚା ଦୋକାନରେ। ଆସନ୍ତୁ ଭେଟିବା ଅତୁଟ ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କରିଥିବା ଏ ଦୁଇ ଯୁବକଙ୍କୁ ।

Successful sculptor
ମୂର୍ତ୍ତି କାରଖାନା କରି ଅନ୍ୟମାନଙ୍କୁ ରୋଜଗାର ଯୋଗାଉଛନ୍ତି ପ୍ରଫୁଲ୍ଲ

କରୋନା ଛଡାଇ ନେଲା ଜୀବିକା । ହେଲେ ଭାଙ୍ଗି ପଡି ନଥିଲେ ଆନନ୍ଦପୁର ଉପଖଣ୍ଡ ସାଇଁକୂଳର ପ୍ରଫୁଲ୍ଲ ଭଞ୍ଜ । ଗତ ୨ ବର୍ଷ ହେଲା ମୂର୍ତ୍ତି କାରଖାନା କରି ନିଜେ ସ୍ୱାବଲମ୍ବୀ ହେବା ସହିତ, ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ଆଗର୍ଦା ଗାଁର ପ୍ରଫୁଲ୍ଲ ଭଞ୍ଜ ଓ ତାଙ୍କ ସ୍ତ୍ରୀ ମାନସୀ ।

Rush-Ukraine war make the farmer billionaire
ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ବଦଳେଇ ଦେଲା ଚାଷୀଙ୍କ ଭାଗ୍ୟ; ହେଇଗଲେ କୋଟିପତି

ଋଷ୍‌ର ଆକ୍ରମଣରେ ୟୁକ୍ରେନ୍‌ ଛାରଖାର ହୋଇଯାଇଛି। ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍‌ବାସୀ ଏବେ ବିକାଶର ବହୁ ପଛକୁ ଚାଲିଯାଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ର ଜଣେ କୃଷକର ଭାଗ୍ୟ ଖୋଲିଯାଇଛି।

Sosamma Iype found Padma Shri for saving vechur breed cows
୩୦ ବର୍ଷ ଧରି ବିଲୁପ୍ତ ହେଉଥିବା ଏହି ଗାଈଙ୍କ ରକ୍ଷକ ସାଜିଛନ୍ତି ମହିଳା

ବିଲୁପ୍ତପ୍ରାୟ ଏକ ପ୍ରଜାତି ଗା‍ଈର ରକ୍ଷକ ସାଜିଛନ୍ତି ସୋସମ୍ମା। ସେ ପ୍ରାୟ ୩୦ ବର୍ଷ ଧରି ଏହି କାମ କରିଆସୁଛନ୍ତି। ଏହି ପ୍ରଜାତି ଦେଖିବାକୁ ଆକାରରେ ବହୁତ ଛୋଟ କିନ୍ତୁ ଏହା ବହୁ ପରିମାଣରେ କ୍ଷୀର ଦେଇଥାନ୍ତି। ଖାଲି ଏତିକି ନୁହେଁ ଏହି ଗା‌ଈର କ୍ଷୀର ଔଷଧୀୟ ଗୁଣରେ ମଧ୍ୟ ଭରପୂର।

Matric Exam
ପ୍ରକାଶ ପାଇଲା ନବମ, ଦଶମ ପରୀକ୍ଷା ସୂଚୀ 

ଜାଣନ୍ତୁ କେଉଁ ବିଷୟ କେତେ ତାରିଖରେ ପରୀକ୍ଷା ହେବ।