Unique Friendship
ଶବ୍ଦ ନାହିଁ କି କୋଳାହଳ ନାହିଁ, କିନ୍ତୁ ସଂପର୍କ ରହିଲାଣି ୩୦ ବର୍ଷ। ଦୁହେଁ କଥା କହିପାରନ୍ତି ନାହିଁ। ଠରାଠରିରେ କଥାବାର୍ତ୍ତା। ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ କାମ ଅଲଗା ଅଲଗା। କିନ୍ତୁ କେବେ ବୁଝାମଣା ଭୁଲ୍ ହୋଇନି। ସବୁବେଳେ ସେମାନେ ପରସ୍ପରକୁ ଭେଟନ୍ତି ଗୋଟେ ଚା ଦୋକାନରେ। ଆସନ୍ତୁ ଭେଟିବା ଅତୁଟ ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କରିଥିବା ଏ ଦୁଇ ଯୁବକଙ୍କୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)