ଭୋଟ୍ ସରିଲା ମାନେ ଆମର କିଛି ପାୱାର ନାହିଁ। ଟଙ୍କା ୭ଶହ ଯୋଗାଡ଼ କରି ଯାଉଛି ମୁଁ ଦାଦନ ଯିବି । ନେତାତ ମେଞ୍ଚାଏ ପ୍ରତିଶ୍ରୁତି ଦେଲେ ହେଲେ ରଖିଲେନି
Published: Pallipuspa Samal
Last updated: 15 March 2022, 11:14 AM IST
କରୋନା ଛଡାଇ ନେଲା ଜୀବିକା । ହେଲେ ଭାଙ୍ଗି ପଡି ନଥିଲେ ଆନନ୍ଦପୁର ଉପଖଣ୍ଡ ସାଇଁକୂଳର ପ୍ରଫୁଲ୍ଲ ଭଞ୍ଜ । ଗତ ୨ ବର୍ଷ ହେଲା ମୂର୍ତ୍ତି କାରଖାନା କରି ନିଜେ ସ୍ୱାବଲମ୍ବୀ ହେବା ସହିତ, ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ଆଗର୍ଦା ଗାଁର ପ୍ରଫୁଲ୍ଲ ଭଞ୍ଜ ଓ ତାଙ୍କ ସ୍ତ୍ରୀ ମାନସୀ ।