• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

News Fuse- Staff Playing Cards Inside Office Of Asst Engineer Of Lift Irrigation In Malkangiri
ଆଗରୁ କବାଟ ଦେଇ ଭିତରେ ଚାଲିଛି ତାସ୍‌ ଖେଳ, ଖାଲି ଧୂଆଁ ମୟ ପୂରା ଘର..

ଓଃ କି ଷ୍ଟାଇଲ୍‌ ମ !! ଆଗରୁ କବାଟ ଦେଇ ଭିତରେ ଜବରଦସ୍ତ ଚାଲିଛି ତାସ୍‌ ମାଡ଼। ଇଏ ତ ଲାଲପାନ ବିବି...କିଏ ହେବରେ ଚିଡିଆଖାନା। କି କଥା, ଆମେ ସରକାରୀ ଚାକିରିଆ...ଆମ ଇଚ୍ଛା ହେଲେ କାମ କରିବୁ ନହେଲେ ଖେଳିବୁ...

Bus Accident
BREAKING: ଓଲଟିଲା ବସ୍; ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ବସ୍ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ । 

Rukuna Rath Yatra Coordination Meeting In Bhubaneswar
ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ସୁରୁଖୁରୁରେ ଯାତ୍ରା ସମ୍ପାଦନ ପାଇଁ ୩ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି

ରାଜଧାନୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ବସିଥିବା ଚୁଡାନ୍ତ ସମନ୍ୱୟ ବୈଠକ ଶେଷ ହୋଇଛି ।

Rosa Ghara Issue
ଶ୍ରୀମନ୍ଦିର ସୁରକ୍ଷା ନାଁରେ ଖାଲି ମିଛ କହୁଛି କି ପ୍ରଶାସନ?

ସବୁ ଖୋଲାଥିଲା, କେହି ଅଟକେଇଲେନି । ରୋଷଶାଳାରେ ଜଗା ଚୁଲି ଭଙ୍ଗା ଅଭିଯୁକ୍ତ ଜଗନ୍‌ର ଏଭଳି ବୟାନ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଥିବା ଛିଦ୍ରକୁ ବଡ଼ ଘଳିଆରେ ବଦଳାଇ ଦେଇଛି । ଏହାପରେ ଚୋର ଗଲା ପରେ ବୁଦ୍ଧି ଦିଶିଲା । ଏବେ ସବୁ କଡ଼ାକଡ଼ି, ଗେଟ୍ ପାଖରେ କଡ଼ା ଯାଞ୍ଚ, ଭକ୍ତଙ୍କ ଉପରେ କଡ଼ା ନଜର ।

Paddy Procurement Woes
ଏ ସରକାର ଚାଷୀଙ୍କ ସାଙ୍ଗରେ ନାହିଁ...

ମଣ୍ଡି ବନ୍ଦ, ଟୋକନ ଲାପ୍ସ ଧାନ ବିକି ନପାରି ନାହିଁନଥିବା ହୀନସ୍ତା ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ । ଏବେ ବି ରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି । ତଥ୍ୟ କହୁଛି ଏବର୍ଷ ଏଭଳି ଚାଷୀଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । ସ୍ଥିତି ଏଭଳି ଯେ ଟଙ୍କା ଅଭାବରୁ କିଏ ଚିକିତ୍ସା କରିପାରୁନି ତ କିଏ ଝିଅ ବାହାଘର କରିପାରୁନି ।

Paddy Procurement Woes
'ଟଙ୍କା ଅଭାବରୁ ଅଟକିଛି କାହାର ଅପରେସନ ତ କାହାର ଝିଅ ବାହାଘର'

ଟୋକନ ପାଇ ବି ଚାଷୀ ଧାନ ବିକ୍ରି କରିନପାରି ହୀନସ୍ତା ହେଉଥିବାର ମାଳ ମାଳ ଚିତ୍ର ସାମ୍ନାକୁ ଆସୁଛି । ଏମିତିକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ- ଏବର୍ଷ ୧୫ଲକ୍ଷ ୪୩ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଟୋକନ ପାଇଥିଲେ ବି ୨ଲକ୍ଷ ୪୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି ।

Rosa Ghara Issue
ଜଗନ୍‌ ଖୋଲିଦେଲା ଶ୍ରୀମନ୍ଦିର ସୁରକ୍ଷା ପୋଲ, ଆରମ୍ଭ ହେଲା କଡ଼ା କଡ଼ି ଚେକିଂ

ଜଗନ୍‌ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି ।

Sumant Sabar
ଦୀର୍ଘ ୧୮ ବର୍ଷ ହେବ ଶିଙ୍କୁଳିରେ ବନ୍ଧା ପଡ଼ିଛି ପୁଅ ! ଘରୁ ବାହାରିଲେ ବିପଦ, ରହିଲେ ବିପଦ

ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ ।

Dhana Mandi
ମେ’ ୬ରୁ ଧାନ ସଂଗ୍ରହ ନିଷ୍ପତ୍ତି, ହେଲେ ଆରମ୍ଭରୁ କେଁ !

ପ୍ରଶାସନ ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଜିଲ୍ଲାପାଳ ।

Anganwadi Worker
ପୁଣି ତାତିଲେଣି ଅଙ୍ଗନୱାଡ଼ି କର୍ମୀ, ରାଜରାସ୍ତାରେ କଲେ ବିକ୍ଷୋଭ

ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା, ଚାକିରି ସର୍ତ୍ତାବାଳୀ ଲାଗୁ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଛି ।

Statue Man
ଆଖି ବୁଲାଇଲେ ଦିଶୁଛି କଳା, କୌଶଳ ଓ ନିପୁଣତାର ଛାପ : ପ୍ରତିମୂର୍ତ୍ତି ତିଆରିକୁ ଶିଳ୍ପରେ ପରିଣତ କରିଛନ୍ତି ଦୁର୍ଜୟ

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁର ଦୁର୍ଜୟ କୁମାର ସାହୁ । ତିଆରି କରିଛନ୍ତି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି । ଯେଉଁଆଡେ ଆଖି ବୁଲାଇଲେ ସବୁଠି ଦେଖାଯାଉଛି କଳା, କୌଶଳ ଓ ନିପୁଣତାର ଛାପ ।

Strange woman living with bullet in back for 15 years know detail
୧୫ ବର୍ଷ ହେଲାଣି ପିଠିରେ ଅଟକି ରହିଥିଲା ଗୁଳି, ଆଉ ତା ପରେ...

ଗତ ୧୫ ବର୍ଷ ହେବ ମହିଳାଙ୍କ ପିଠିରେ ଏକ ଗୁଳି ଅଟକି ରହିଥିଲା । ଆମେରିକାରେ ରହୁଥିବା ଜଣେ ମହିଳା ନର୍ସିଂ ଆସିଷ୍ଟାଣ୍ଟ ଏରିକା ମାଇଲସ୍‌ଙ୍କ ସହ ଏହି ଅବିଶ୍ୱସନୀୟ ଘଟଣା ଘଟିଛି ।

journalist
ଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏଭଳି ସାଂଘାତିକ ଖବର । ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଛି ନୀଳଗିରି ପୋଲିସ୍ ।

 Construction Worker Uses A Unique Way
ବିଚକ୍ଷଣ ବୁଦ୍ଧି: କାଠଗଣ୍ଡି, ଟାୟାର ସାହାଯ୍ୟରେ ୧ ମହଲା କୋଠାକୁ ଉଠୁଛି ବାଲି ଆଉ ଚିପ୍ସ

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଅଳ୍ପ ପରିଶ୍ରମରେ ୧ ମହଲା କୋଠାକୁ ଉଠାଇ ଦେଉଛନ୍ତି ବାଲି, ଚିପ୍ସ ଆଉ ଇଟା। ଲିଫ୍ଟ କି ଲେବର କିଛି ଦରକାର ନାହିଁ...ବାସ୍‌ ଟିକିଏ ବୁଦ୍ଧି ଖଟାଇ ତିଆରି କରିଛନ୍ତି ଏହି ଘରୋଇ ମେସିନ୍‌...ଦେଖନ୍ତୁ ପୂରା ଭିଡ଼ିଓ

Know At What Price Our ‘Neighbours’ Are Getting Fuel
ଭାରତରେ ବଢୁଛି ପାକିସ୍ତାନରେ କମୁଛି। ଆମର ୧୧୫ ତାଙ୍କର ମାତ୍ର ୬୩

ଭାରତରେ ଭୟଙ୍କର ବଢୁଛି ତୈଳଦର। ଆମର ଏଇଠି ୧୧୫ ପହଞ୍ଚିଲାଣି ହେଲେ ପାକିସ୍ତାନରେ ଏବେବି ୬୩ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ। କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ଏଇଥି ପାଇଁ ଆମେ ନୁହେଁ ଅନ୍ତର୍ଜାତୀୟ ବଜାର ଦାୟୀ

News Fuse – Man Travel With Herd of Goats
ଯାତ୍ରୀବାହୀ ବସ୍‌ରେ ଛେଳି ପସିଲେ, ଯାତ୍ରୀ ବସିବେ କେଉଁଠି?

ବସ୍‌ ଭିତରେ ପସିଲେ ଛେଳି । ସିଟ୍‌ ଉପରେ ଚଢି ବସ୍‌ ଭିତରୁ ବାହାରିଲେ ଯାତ୍ରୀ...କଣ୍ଡକ୍ଟର ଭାଇ...ତୁମ ଚାରି ଖୁରାକୁ ଜୁହାର...

Newborn Daughter In Chopper
ବହୁ ବର୍ଷ ପରେ ଘରେ ଜନ୍ମ ହେଲା ଝିଅ। ହେଲିକପ୍ଟର ବୁକ୍‌ ହେଲା, ଧୁମ୍‌ଧାମ୍‌ରେ ଗୃହ ପ୍ରବେଶ ହେଲା...

ଦୀର୍ଘଦିନ ପରେ ଘରେ ଜନ୍ମ ହେଲା ଝିଅ। ଖୁସିରେ ବିଭୋର ହେଲା ପରିବାର...୧ ଲକ୍ଷ ଦେଇ ହେଲିକପ୍ଟର ବୁକ୍‌ ହେଲା...ବଡ଼ ଧୁମଧାମ୍‌ରେ ଗୃହ ପ୍ରବେଶ ହେଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Making News
ବେବି ପ୍ଲାନ୍ କରିନୁ, ୩ ମାସ ପରେ ଚିନ୍ତା କରିବୁ...EL ଅଧିକ ହେଲାଣି, ଚାକିରି ରହିବ ତ?

ବୋଉଲୋ ତୁ ଟିଭି ଖୋଲ୍‌। ମୁଁ ଆଉ ତୋ ଜ୍ୱାଇଁ ଟିଭିରେ ବସିଛୁ...ଛୁଆ ମାଆ, କାଳିଆ ସମସ୍ତଙ୍କୁ କହିବୁ ଆମକୁ ଦେଖିବେ। ହେ ତୁ କାହିଁକି ପାଟିକରୁଛୁ? ତମରି ଘର ଯାଇ ଯାଇ ମୋର EL ସରିଲାଣି। ଚାକିରି ଥିବ ଯେ

 Kerala IAS Officer Shook A Leg With Students
ଛାତ୍ରଛାତ୍ରୀଙ୍କ ମେଳରେ ଖୁବ୍ ନାଚିଲେ ମହିଳା ଆଇଏଏସ ଅଫିସର୍, ଦେଖନ୍ତୁ ଭିଡିଓ...

ଆପଣମାନେ ଅନେକ ଆଇଏଏସ ଅଫିସରଙ୍କୁ ଦେଖିଥିବେ। ଯେଉଁମାନଙ୍କ ପାଖକୁ ଯିବାକୁ ଡରିଥାନ୍ତି ସାଧାରଣ ଲୋକ। ଯେଉଁଠି ଲୋକଙ୍କ ପାଖରେ ପହଂଚିଯାଆନ୍ତି ଖୋଦ୍ ଆଇଏଏସ ଅଫିସର। ଆଉ ଧୂମ୍ ନାଚନ୍ତି...

10 persons including 8 children and Anganwadi worker and helper critical in honey bee attack
BREAKING ! ଅଙ୍ଗନବାଡ଼ିରେ ଦଂଶିଲେ ମହୁମାଛି; ୧୦ ଗୁରୁତର

ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।

Cyber Crime
ମୂଳରୁ ଲୋନ୍‌ ନେଇ ନାହାନ୍ତି...ଟଙ୍କା ସୁଝିବା ପାଇଁ ବାରମ୍ବାର ଆସୁଥିଲା ଫୋନ୍‌ କଲ୍...

ଜମାରୁ ଲୋନ୍‌ ନେଇ ନାହାନ୍ତି କିନ୍ତୁ ଲୋନ୍‌ ଟଙ୍କା ସୁଝିବା ପାଇଁ ଆସୁଥିଲା ଫୋନ୍‌ କଲା। ଟିକିଏ ବୁଦ୍ଧି ପାଇଁ ବର୍ତ୍ତିଗଲେ ନହେଲେ ଦାଣ୍ଡର ଭିକାରି ହୋଇଥାଆନ୍ତେ...ଦେଖନ୍ତୁ କେମିତି ବର୍ତ୍ତିଗଲେ ଏହି ଯୁବକ

Apana Eka Nuhanti
ଦୁଃଖୀନି ମାଆର ଦୁଃଖ ଶୁଣୁନି ପ୍ରଶାସନ। ଅନ୍ଧାର କୋଠରୀ ଭିତରେ ବସିଛି ପୁଅ

ଅନ୍ଧାର କୋଠରୀ ଭିତରେ ମାନିସିକ ରୋଗାଗ୍ରସ୍ତ ପୁଅ। ସରକାର ଶୁଣୁନାହାନ୍ତି କି ପ୍ରଶାସନ ବୁଝୁନି। ସ୍କୁଲ ପାଠ ପଢିବା ବୟସରୁ ଧୀରେ ଧୀରେ ମାନସିକ ରୋଗ ହେଲା ପୁଅକୁ....ପ୍ରଥମେ ଚେରମୂଳି ଚିକିତ୍ସା ହେଲା କିନ୍ତୁ ଲାଭ ହେଲାନି। ରାଞ୍ଚିରେ ବି କିଛି ଲାଭ ହେଲାନି...ସରକାରୀ ସାହାଯ୍ୟ ଅପେକ୍ଷାରେ ଗୁରିଆ ମଲିକ

THE GREAT ODISHA POLITICAL CIRCUS
ନଲେଜ୍‌କୁ ଧରି ଛାଟୁଥାଅ, କଲେଜ୍‌ରେ ତ ସିଟ୍‌ ହିଁ ନାହିଁ...

ନଲେଜ୍‌ ବଢାଇବା ଲାଗି ଆମେ କଲେଜ୍‌ ଯାଉଛୁ। ହେଲେ ସେ କଲେଜ୍‌ ଯିବୁକି ନାହିଁ ତାହା ମୁଖିଆ କହିବେ...ପ୍ରିନ୍ସପାଲ୍‌ ସାଙ୍ଗରେ ମୋର ଯୋଉ ସମ୍ପର୍କ ଅଛି ନା...

Woman\'s Dance On \'Ek Pal Ka Jeena\' Storms Internet
ହ୍ରିତଶ ରୋଶନଙ୍କ ଗୀତରେ ବ୍ରେକ୍ ଡ୍ୟାନ୍ସ କଲେ ଆଣ୍ଟିଜୀ, ଦେଖନ୍ତୁ ଭିଡିଓ...

‘କହୋ ନା ପ୍ୟାର୍ ହୈ’ ଫିଲ୍ମ ଏକ ପଲ୍‌ କା ଜିନା ଗୀତ ବାଜୁଥିଲା। ବ୍ରେକ୍ ଡ୍ୟାନ୍ସ କରୁଥିଲେ ଆଣ୍ଟିଜୀ। ସୋସିଆଲ୍ ମିଡିଆରେ ଏହାକୁ ଦେଖି ହତବାକ ହୋଇଯାଇଛନ୍ତି ୟୁଜର୍ସ। ଦେଖନ୍ତୁ ସେହି ଦମଦାର ଭିଡିଓ...

Srimandir Rosaghara Case
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ, ରୋଷଘରେ ଲାଗିପାରେ CCTV

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି।