Advertisment

BREAKING: ଓଲଟିଲା ବସ୍; ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ବସ୍ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Bus Accident

Bus Accident

ଭୁବନେଶ୍ୱରଜୟଦେବବିହାରଓଭରବ୍ରିଜତଳେବସ୍ଦୁର୍ଘଟଣା ।ଡିଭାଇଡରରେପିଟିହୋଇଓଲଟିଲାବସ୍। ଅଳ୍ପକେବର୍ତ୍ତିଲେ ୩୦ ଜଣ ଶ୍ରମିକ

Advertisment

ସୂଚନା ଅନୁସାରେ, ବସ୍‌ଟି ଶ୍ରମିକଙ୍କୁନେଇନୟାପଲ୍ଲୀରୁପଟିଆଯାଉଥିବାବେଳେଡିଭାଇଡରରେପିଟିହୋଇଓଲଟିପଡ଼ିଥିଲା। ହେଲେ ସୌଭାଗ୍ୟବଶତଃଦୁର୍ଘଟଣାରୁଅଳ୍ପକେବର୍ତ୍ତିଯାଇଛନ୍ତି ୩୦ ଜଣ ଶ୍ରମିକ ।

ତେବେକିଛିଶ୍ରମିକଆହତହୋଇଥିବାବେଳେ ସେମାନଙ୍କୁ କ୍ୟାପିଟାଲହସ୍ପିଟାଲରେଭର୍ତ୍ତିକରାଯାଇଛି

Advertisment
Bhubaneswar Bus Accident
Advertisment
Advertisment