ପିଡିଏସ୍ ସାମଗ୍ରୀ ବାଟମାରଣା ରୋକିବାକୁ । ସରକାର ନିଜେ ବାଣ୍ଟିବେ ରାସନ୍ । ମାଗଣାରେ ବି ମିଳିପାରେ କିଛି ସାମଗ୍ରୀ । ରାଜ୍ୟରେ ବଣ୍ଟନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାର ଉଦ୍ୟମ ସ୍ବରୂପ ପ୍ରତି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ପୋଷଣ କେନ୍ଦ୍ର ଖୋଲାଯିବା ଉପରେ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର।
କେଉଁଠି ପୋଡ଼ି... କେଉଁଠି ପ୍ରତିବାଦ- ହଙ୍ଗାମା। ଭିନ୍ନ ଢଙ୍ଗରେ, ଭିନ୍ନ ବାଗରେ ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ।
ଗାଁ ଗାଁରେ ପହଞ୍ଚାଇବି ପିଡିଏସ୍ ସାମଗ୍ରୀ। ପଞ୍ଚାୟତ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ।