ଆଜିକାଲି ସମସ୍ତେ ଟଙ୍କା ରଖି ସୁଧ ପାଇବାକୁ ଚାହୁଁଛନ୍ତି। ବେଳେ ବେଳେ ଭୁଲ ଜାଗାରେ ଟଙ୍କା ରଖିଦେଲେ ଆପଣ ହଇରାଣ ହୋଇପାରନ୍ତି। ହେଲେ କେଉଁଠି ଆଉ କେତେ ଟଙ୍କା ରଖିଲେ ଆପଣଙ୍କ ମିଳିବ ଅଧିକ ରିଟର୍ଣ୍ଣ...ଦେଖନ୍ତୁ ଇନ୍ଭେଷ୍ଟମେଂଟ୍ ଗୁରୁ
Published: Pallipuspa Samal
Last updated: 19 April 2022, 10:13 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।