ଇରେ ହାଉଲେ ଝୁଲା...ରଜ ଦୋଳି କଲା କଟମଟ...ମୋ ବୋଉଲେ, କି ହସ !! ରଜ ମୂଳରୁ ଆସିନି ମାଡାମ ଆମର ସଜବାଜ ହୋଇ ଝୁଲୁଛନ୍ତି ଦୋଳି, ଦେଖନ୍ତୁ କେମିତି ହସି ହସି ଝୁଲା ଝୁଲୁଛନ୍ତି ପ୍ରମିଳା ଅପା
Published: Pallipuspa Samal
Last updated: 19 April 2022, 12:26 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।