• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Over Rs 50 Lakh Embezzled In Water Weed Cleaning Project From Salia Dam
ଦଳ ସଫା ନାଁରେ ୫୦ ଲକ୍ଷ ଚଳୁ

ଦଳ ସଫା ନାଁରେ ଦୁର୍ନୀତି। ଚିହ୍ନା ଠିକାଦାରଙ୍କ ସହ ସଲାସୁତରା କରି ଲକ୍ଷଲକ୍ଷ ଟଙ୍କା ଖାଇଦେଉଛନ୍ତି ସରକାରୀ ବାବୁ। କେନାଲ ଦଳ ସଫା ନାଁରେ ଭୟଙ୍କର ଅନିୟମିତତା...ଦେଖନ୍ତୁ କେମିତି ଓ କେଉଁଠି ଏବଂ କେତେ ପରିମାଣରେ ହୋଇଛି ଦୁର୍ନୀତି?

cycle
ସୌମ୍ୟଙ୍କ ସୋଲାର୍ ସାଇକେଲ୍ : ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଦୌଡୁଛି

ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ...

Massive Corruption In Drainage Work
ଡ୍ରେନ୍ ଟଙ୍କା ଖାଇଗଲେ... ପାଣି ନିଷ୍କାସନ ବଦଳରେ ଡ୍ରେନରେ ହେବ କି ମଶା ଚାଷ?

ଧନ୍ୟ ଏ ଠିକାଦାର। ଯିଏ ତିଆରି କରିଛି ଏ ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...

ନାରାୟଣଙ୍କ ମାଆ ଓ ସାନ ଭାଇ
ଛୁଟି ନମିଳିବାରୁ ଘୁଞ୍ଚିଲା ଯବାନଙ୍କ ବାହାଘର

ପରିବାର ଲୋକଙ୍କ ମନରେ ତିଳେ ବି ଦୁଃଖ ନାହିଁ

Lady Accountant arrested
ପ୍ରେମରେ ଅନ୍ଧ ଗର୍ଲଫ୍ରେଣ୍ଡ୍‌, ବୟଫ୍ରେଣ୍ଡ୍‌କୁ ୯୭ ଲକ୍ଷ ଟଙ୍କା ଦେଇ ବନ୍ଧା ହେଲେ

ମହଙ୍ଗା ପଡ଼ିଲା ପ୍ରେମ। ଭଲ ପାଇବାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ଅନ୍ୟମାନଙ୍କ ଟଙ୍କାକୁ ହଡ଼ପ କରିବାକୁ ମଧ୍ୟ ପଛାଇଲେ ନାହିଁ। ଆଉ ହଡ଼ପ ଟଙ୍କାକୁ ବୟଫ୍ରେଣ୍ଡ୍‌ ଆକାଉଣ୍ଟକୁ ପଠାଉଥିଲେ ପ୍ରେମିକା। 

Phulbani MLA Appeared Matric Exam
୭୦ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ

୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି। 

BHUBANESWAR CITY
ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା WiFi

ରାଜଧାନୀର ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ବିଶେଷ କରି ଗରିବ ଲୋକମାନେ ଉପକୃତ ହେବେ।

Acharya Harihar Cancer Hospital
ରୋଗ ଯନ୍ତ୍ରଣାଠୁ ବଳିଯାଉଛି ବ୍ୟବସ୍ଥାର ସମ୍ବେଦନହୀନତା

ମାଗଣା ସେବା ପାଇବାକୁ ଗରିବ ରୋଗୀଟିଏ ବି ଧାଇଁ ଆସୁଛି ରାଜ୍ୟର ବଡ଼ ବଡ଼ ଡାକ୍ତରଖାନାକୁ। ହେଲେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ, ମୁଣ୍ଡଫଟା ଖରାରେ ଦିନ ଦିନ ଧରି ଶହ ଶହ ରୋଗୀ ଓ ସେମାନଙ୍କ ସପର୍କୀୟ ଯେମିତି ପଡ଼ି ରହିଛନ୍ତି, ଯନ୍ତ୍ରଣା ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି।

Food Meal
ମାତ୍ର ୫୦ ଟଙ୍କାରେ କଦଳୀ ପତ୍ରରେ ପରସା ଯାଉଛି ଦେଶୀ ଖାଦ୍ୟ, ଏଇଠି ପଇସା ନୁହେଁ ସ୍ନେହ ବଡ଼

ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍‌ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍‌। ଲୋକେ ବି ବେଶ୍‌ ଭିଡ଼ ଜମାଉଛନ୍ତି..ଦେଖନ୍ତୁ କେମିତି ପରସା ଯାଉଛି ଖାଇବା

Maharashtrian Couple
କି ପାପ କରିଥିଲା ନିଷ୍ପାପ ଶିଶୁ; ବାପା ମାଆ ଚାଲି ଗଲେ, ସାଙ୍ଗରେ ପିଲାଟାକୁ ବି ନେଇଗଲେ

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିବା ଏକ ଭଡ଼ାଘରୁ ବାପା, ମା ଓ ଝିଅର ମୃତଦେହ ମିଳିଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଜଣାପଡ଼ିଥିଲା କି ଏମାନେ ବନ୍ଦ କୋଠରୀରେ ଆତ୍ମହତ୍ୟା କରିଛନ୍ତି ।

Acharya Harihar Cancer Hospital
ଏମିତି ବିଶ୍ୱସ୍ତରୀୟ ବ୍ୟବସ୍ଥା ! ପୂର୍ବ ଭାରତର ସବୁଠୁ ବଡ଼ କ୍ୟାନ୍‌ସର ହସ୍ପିଟାଲ ଆଗରେ ପ୍ରଚଣ୍ଡ ଖରାରେ ରୋଗୀ

ମୁଣ୍ଡଫଟା ଖରାରେ ଯେତେବେଳେ ସହର ଜଳୁଛି, ମଣିଷ ତ ମଣିଷ ଚଢେଇ ଚିରୁଗୁଣୀ ବି ନିଜ ବସାରୁ ବାହାରିବାକୁ ଡରୁଛନ୍ତି ।

  • Thursday, 28 April 2022
Yellow Water Mellon
ନାଲି ନୁହେଁ, ହଳଦିଆ ତରଭୁଜ ! ମିଠା ଆଉ ସ୍ୱାଦ କଥା କହିଲେ ନସରେ..

ରାୟଗଡାର ଡି.ଶ୍ରୀନିବାସ ଜୈବିକ ପଦ୍ଧତିରେ ଫଳାଉଛନ୍ତି ଭଳିକି ଭଳି ପନିପରିବା ଓ ଫଳ। ଏହାସହ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଛନ୍ତି ରୋଜଗାର ।

Mahula Fula
ଆଦିବାସୀଙ୍କୁ ମିଳୁନି ତାଙ୍କ ପ୍ରାପ୍ୟ ! ବଜାର ଦରଠୁ ଖୁବ୍‌ କମ୍‌ ଦାମ୍‌ରେ ବିକୁଛନ୍ତି ମହୁଲ ଫୁଲ..

ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ ।

  • Thursday, 28 April 2022
Balasore
ଏମିତି ପୁଅ କାହାକୁ ନଦିଅନ୍ତୁ ଭଗବାନ ! ଭଙ୍ଗାଦଦରା ପାଇଖାନା ଘରେ ବାପାକୁ ଫୋପାଡ଼ି ଦେଲା..

ଭଙ୍ଗାଦଦରା ପାଇଖାନା ଭିତରେ ବୁଢା ବାପାଟାକୁ ଫୋପାଡ଼ି ଦେଇଛନ୍ତି ପୁଅ ବୋହୂ ।

Kendrapada Collector
ଲାଞ୍ଚ ଦେବା ପରେ ବି କାମ ହେଲାନି ! ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପ୍ରତିବାଦ କଲେ

ଲାଞ୍ଚ ଦେବା ପରେ ମଧ୍ୟ କାମ ନହେବାରୁ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ଆବେଦନକାରୀ ।

e-news
୮୦ ଦଶକର ଫିଲ୍ମ ସତ, ହେଲେ ଏବେବି ତାଜା ଅଛି...

ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ

  • Thursday, 28 April 2022
  • ENews
Village Residents In Bhadrak Reel Under Crisis Of Drinking Water, Heat Wave Turns Double Whammy
ସଚଳ ହେଉନି ଅଚଳ ପାନୀୟ ଜଳ ପ୍ରକଳ୍ପ, ଟୋପେ ପାଣି ପାଇଁ ଡହଳବିକଳ

ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...

Yellow Watermelon Farming
ଦାଦନରୁ ଫେରିଆସିଲେ, ଗାଁରେ ହଳିଦିଆ ତରଭୁଜ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ବେଙ୍ଗାଲୁରୁରେ ଦାଦନ ଖଟିବାକୁ ଯାଇଥିଲେ। ଏବେ ଗାଁକୁ ଫେରି ହଳଦିଆ ତରଭୁଜ ଚାଷ କଲେ। ବଜାରର ଚାହିଦା ଏତେ ଅଧିକ ଯେ, ପାଳ ପାଖରୁ ତରଭୁଜ ନେଇ ଯାଉଛନ୍ତି ବେପାରୀ। ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା।

Kachcha Badam Fame
କଚାବାଦାମ ଗୀତିକାର ଭୁବନ ବାଦ୍ୟକାରଙ୍କୁ ଚାକିରି ଦେଲା ରେଲୱେ !! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ....

କଚାବାଦାମ ଗୀତ ସୋସିଆଲ ମିଡ଼ିଆର ସେନସେସନ ପାଲଟିଲା ପରେ ଭୁବନ ବାଦ୍ୟକାର ପାଇଲେ କି ଚାକିରି? ରେଲୱେର ଷ୍ଟେସନ ମ୍ୟାନେଜର ପୋଷ୍ଟରେ ଚାକିରି ପାଇଥିବା ସାମ୍ନାକୁ ଆସିଲା ଭିଡ଼ିଓ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଜାଣନ୍ତୁ ସତ କଣ?

Apana Eka Nuhanti
ଦାନ୍ତ ରୁଟ୍‌ କେନାଲ ଲାଗି ଯାଇଥିଲେ, କ୍ୟାନସର ରୋଗ ନେଇ ଘରକୁ ଫେରିଲେ...

ମନର କଥା କହୁଛି କଲମ। ପାଟିରେ ପାଇପ୍‌ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍‌ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍‌ କଲେଣି ସତ ହେଲେ କିଛି ଲାଭ ମିଳୁନି...ଏବେ ସାହାଯ୍ୟ ଅପେକ୍ଷାରେ ସୂର୍ଯ୍ୟ

Making News
କହନା କହନା...ମୋ ପାନ ଗନ୍ଧ ଶୁଣିକି ତୁ ବେହୋସ ହୋଇଯାଉଛୁ?

ଛି ଛି ଏ ପାନ ଗନ୍ଧ ଶୁଣିକି ମୋ ପେଟ କଇଁ ଧରୁଛି। ଏଇନା ମୁଁ ବାନ୍ତି କିରିବି। ମୋର ଦୁଃଖକୁ ଧ ପଡ଼ୁଥିଲା ତୁମ ପାଖରେ ନେସି ହେବା ପାଇଁ...ମାଆ କହିଲା ବେଳକୁ ଦେହରେ ନିଆଁ ଲାଗିଯାଉଛି...

Youth In Odisha Dies After Learning About Father's Death
ମୃତ୍ୟୁ ଏମିତି ବି ଆସେ !! ବାପାଙ୍କ ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଗଲା ଜୀବନ....

ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ....ଶୋକାକୂଳ ପରିବେଶରେ ପୂରା ପରିବାର

Love For Birds
ଯୁବ ଇଞ୍ଜିନିୟରଙ୍କ ପକ୍ଷୀ ସଉକ, ନିଶା ପାଲଟି ଯାଇଛି ବେଉସା

ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...

News Fuse
ଚାଉଳ ପାଇଲେନି, ତାଲା ପକାଇ ଦେଲେ ଗାଁ ଲୋକେ...

ଆଲୋ ପିକୁଳି ବୋଉ ନବୀନା ରାଇଜରେ ଚାଉଳ ସରିଲା କେମିତି? ଇଲୋ ବୋଉ ଏଇଠି ଚାଉଳ ନେବ କ’ଣ? ଚେପା ହୋଇଯିବରେ ନାରଣ। ନାଏବ ସରପଞ୍ଚ ଆଉ ଲୋକଙ୍କ ମଧ୍ୟରେ ଏମିତି ଚାଉଳ ଫୁଟିଲା ଯେ ଭାତ ପୂରା ଜାଉ ହୋଇଗଲା....