ଇଲୋ ବୋଉ...ଏଇଟା କୋଉ ନିଶା? ଦେଶୀ ନା ବିଦେଶୀ? ଭାଇ ତୁମକୁ ସିଟ୍ ମିଳିଛି ତୁମେ ଥୟ ହେଇକି ବସୁନ କାଇଁ? ନା ଇଏ ଶୁଣିବା ପରିସ୍ଥିତିରେ ହିଁ ନାହାନ୍ତି। ଦେଖୁନାହାନ୍ତି ନାଲିପାଣି ପେଟେ ପିଇ କେମିତି ହେଉଛନ୍ତି?
Published: Pallipuspa Samal
Last updated: 03 May 2022, 02:05 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।