ମୁଣ୍ଡଫଟା ଖରା ସାଙ୍ଗକୁ ଜଳ କଷ୍ଟ । ଅସ୍ତବ୍ୟସ୍ତ ଜନଜୀବନ । ପଶୁ ପକ୍ଷୀଙ୍କ ପାଇଁ ଚିନ୍ତା କରିବ କିଏ ? ପଶୁ ପକ୍ଷୀ କେମିତି ପାଣି ପାଇବେ ସେଥି ପାଇଁ ଉଦ୍ୟମ କରିଛନ୍ତି ନୂଆପଡା ଜିଲ୍ଲା ପାର୍ବତ୍ୟ ଅଞ୍ଚଳ ପାଟଦରା ଗାଁର ଯୁବକମାନେ
Published: Pallipuspa Samal
Last updated: 02 May 2022, 02:16 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।