/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651480670.jpg)
Hundreds of dead fish found floating in Paradip
ପାରାଦ୍ୱୀପରେ ମାଛ ମଡ଼କ । ବାଲିଝରା କ୍ରିକ୍ରେ ରୋହି ଭାକୁର ଭଳି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ତେବେ ଲୋକେ ମଲା ମାଛକୁ ମଧ୍ୟ ଘରକୁ ନେଇଯାଉଛନ୍ତି ।
Advertisment
ପାରାଦୀପ ବାଲିଝର କ୍ରିକ୍ରେ ମାଛ ମଡ଼କ । ପାଣିରେ ମରି ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ; କାରଣ ଅସ୍ପଷ୍ଟ ।
ମରି ଭାସୁଥିବା ମାଛକୁ ବୋହି ନେଉଛନ୍ତି ଲୋକେ ।#Paradeep#Odisha#OTVpic.twitter.com/1rNbMARvgL— ଓଟିଭି (@otvkhabar) May 2, 2022
ଗତ ଦୁଇରୁ ତିନି ଦିନ ହେଲାଣି ମାଛ ମଡ଼କ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଅନେକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା ।
Advertisment
ତେବେ ମାଛ ମଡକର କାରଣ ଜଣା ପଡ଼ିନଥିବା ବେଳେ ତଦନ୍ତ ପରେ ହିଁ ଏହାର ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)