କିଛି ଖର୍ଚ୍ଚ ନାହିଁ । ଗଛରୁ ତୋଳୁଛନ୍ତି ଆଉ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସାର ପିଡିଆର ପ୍ରଶ୍ନ ହିଁ ନାହିଁ । ପାଣିର ସଦୁପଯୋଗ କରି ସୃଷ୍ଟି କରିଛନ୍ତି ଉଦାହରଣ ।
କିଡନୀ ଖରାପ ପରେ ଏବେ ଘରେ ରୋଜଗାରିଆ ପୁଅ। କେତେବେଳେ କଣ ହେବ ତାହା କହି ହେଉନି। ପୁଅର ଏଭଳି ଅବସ୍ଥା ଦେଖି ବୃଦ୍ଧ ବାପା ମାଙ୍କ ଆଖିରେ ଲୁହ ରହୁନି। ହେଲେ ଚିକିତ୍ସା ପାଇଁ ପାଖରେ ଅର୍ଥ ସାଜିଛି ବାଧକ।
ଅଦୃଶ୍ୟ ଲୁଟେରାର ମାୟା ଜାଲରେ ଛନ୍ଦି ହୋଇ ଯାଇଛନ୍ତି ସମସ୍ତେ। ଆଉ ଖୋଜୁଛନ୍ତି ମୁକୁଳିବାର ବାଟ । ହେଲେ ବନ୍ଦ ହୋଇଯାଇଛି ଖସିବାର ସମସ୍ତ ବାଟ । ଫ୍ରଡ୍ କଲ ପ୍ରତି ସାବଧାନ! ଅଜଣା ନମ୍ବରରୁ କଲ୍ ଆସିଲେ ସେମାନଙ୍କ ସହ କଥା ନହୋଇ ବ୍ଲକ ଲିଷ୍ଟରେ ପକାଇ ସାଇବର ସେଲରେ କମ୍ପ୍ଲେନ କରନ୍ତୁ....
ଆଉ କୋଉଠି କରିଥିଲେ କଣ ଏତେ ଭାଇରାଲ ହେଇଥାନ୍ତା ନା କଣ ? ସମସ୍ତଙ୍କ ନଜର ଯେତେବେଳେ ପୁରୀର ଐତିହାସିକ କରିଡର ପ୍ରକଳ୍ପ ଉପରେ ଆଉ ଏଇ ଭଉଣୀ ଜଣକ ବି ଟିକେ ଏଇଠି ଗୋଟେ ଜବରଦସ୍ତ ଧମାକାଦାର ଭିଡିଓ ଗୋଟେ ବନେଇ ଦେଲେ....
ଏକ ଶିଶୁ କନ୍ୟାକୁ ଶାରୀରିକ ବିକୃତି କରି ଜନ୍ମ ଦେଇଦେଲେ ଭଗବାନ। ତାଙ୍କ ପିତାମାତା ଖୁସିରେ ତାକୁ ଗ୍ରହଣ କରିନେଲେ। ଆଉ ଏହି କୁନି ଝିଅ ନିଜ ବଳରେ ବାପାମାଆଙ୍କୁ ଏକ ନୂଆ ପରିଚୟ ଦେଇଛି।
ନିଜ ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିବାଦ ? ଗତକାଲି ସୋସିଆଲ୍ ମିଡିଆ ପୋଷ୍ଟରେ ଖୋଦ୍ ଅନୁଭବଙ୍କ ଶଙ୍କାଭରା ଭିଡିଓ ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି ।
ଦିନରେ ଉପଭୋକ୍ତାଙ୍କୁ ଲଣ୍ଠନ ଦେଖାଉଛି ଟାଟା ପାୱାର । କାରସାଦି କରି ବିଦ୍ୟୁତ୍ ବିଲ ଆଦାୟ କରାଯାଉଛି ଅଧିକ ଅର୍ଥ । ବାସ୍ତବ ଦେୟ ବାଦ୍ ବିଭିନ୍ନ ହେଡରେ ଏହି ଅର୍ଥ ନେଉଛି କଂପାନି । ତେବେ ଏସବୁ ଦେୟ କଣ ପାଇଁ କଂପାନି କର୍ତ୍ତପକ୍ଷ ବି ତାହା ସ୍ପଷ୍ଟ କରିପାରୁନାହାନ୍ତି ।
ଟ୍ରେନ୍ ଧକ୍କାରେ ପୁଣି ଗଲା ୩ ହାତୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ି ରେଳ ଲାଇନରେ ଗତକାଲି ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିଲେ ବି ବନ ବିଭାଗ ଓ ରେଳ ମନ୍ତ୍ରଣାଳୟ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ।
ପରସ୍ପରକୁ ଦୋଷ ଠେଲିଲେ ରେଳ ଓ ବନ ବିଭାଗ,ବିଭିନ୍ନ କାରଣରୁ ୫ ବର୍ଷରେ ରାଜ୍ୟରେ ୪୧୦ରୁ ଅଧିକ ହାତୀଙ୍କ ମୃତ୍ୟୁକୁ ନେଇ ବଢିଛି ଚିନ୍ତା
ବାଲେଶ୍ୱରରେ ପ୍ରିନ୍ସ ରେସିଡେନ୍ସିଆଲ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଛାତରୁ ପଡ଼ି ପ୍ରାଣ ହରାଇବା ପଛରେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ ।
ୟୁନିଟ୍ ଦେୟ ବାହାରେ କାହିଁକି ଆଦାୟ ହେଉଛି, କର୍ତ୍ତୃପକ୍ଷ ନିରୁତ୍ତର . . .
ପାହାଡ଼ ରାସ୍ତାରେ ୩ କିଲୋମିଟର ଯାଏଁ ଅପରାଜିତା ଚାଲି ଚାଲି ଗଲେ ଅପରାଜିତା
ତହସିଲଦାରଙ୍କ ଖାମଖିଆଲୀ ମନୋଭାବକୁ ଅନୁଭବ କଲେ ହାଇକୋର୍ଟ। ଶୁଣେଇଲେ ନିଆରା ଦଣ୍ଡ। ତହସିଲଦାର ୫୦ଟି ଗଛ ଲଗେଇବାକୁ ଦେଲେ ନିର୍ଦ୍ଦେଶ।
ସୋସିଆଲ ମିଡିଆରେ ଅନୁଭବ-ବର୍ଷା ବିବାଦ : ସିରିଜ୍ ଟ୍ୱିଟ୍ କରି କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ବର୍ଷିଲେ ସମର୍ଥକ
ହଷ୍ଟେଲ ଛାତରୁ ଖସି ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବାଲେଶ୍ୱଲ ସଦର ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା କରିଛି ।
ପୁଣି ଅଡୁଆରେ ଚିଲିକା ବିଧାୟକ । ଜାମିନ ଆବେଦନ ଖାରଜ ହେବାରୁ ପୁଣି ଜେଲ ଯାଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ ।
ପ୍ରେମ କଲେ। ଥାନାରେ ବାହା ହେଲେ। ମାଡାମ ଆଶୀର୍ବାଦ କଲେ।
ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...
ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...
ଭଲ ପାଇ ମୁଁ ଭୁଲ୍ କରିଛି... ସେଥି ପାଇଁ ମୋତେ ଥାନା, କୋର୍ଟ କଚେରୀ ଯିବାକୁ ହେଉଛି। ହେଲେ ଏହାକୁ ନାଟକୀୟ ଢଙ୍ଗରେ ଦେଖାଉଛନ୍ତି କିଛି ମିଡିଆ। ଏମିତି କେବେ ହେଲେ କର ନାହିଁ। ତୁମେ ଯେତେବେଳେ ମୋ ଭଳି କଷ୍ଟ ପାଇବ, ଜାଣି ପାରିବ...
ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସମ୍ପର୍କ । ନିଆରା ବନ୍ଧନରେ ବାନ୍ଧି ହୋଇଛନ୍ତି ମହେନ୍ଦ୍ର ଓ ଜଙ୍ଗଲୀ ବାରହା ।
ଟମାଟୋ ଫ୍ଲୁକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ଼ଭାଇଜାରି ଆସିନି କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ବି ଜାରି କରାଯାଇନି। ତେଣୁ ବର୍ତ୍ତମାନ କୌଣସି ଆତଙ୍କିତ ହେବାର ନାହିଁ।
ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବି କଲେଜ୍ ଯାଇପାରୁନାହାନ୍ତି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ ପାଠ ପଢୁଛନ୍ତି ଦେଖିଲେ କଷ୍ଟ ଲାଗେ କିନ୍ତୁ ଆର୍ଥିକ ସ୍ଥିତି ଖରାପ କାରଣରୁ ପାଠ ପଢାରେ ବନ୍ଧା ହେଲା ଡୋରି। ସାହାଯ୍ୟ ମିଳିଲେ କଲେଜ୍ ଯାଇପାରନ୍ତ ଲକ୍ଷ୍ମୀପ୍ରିୟା…
ଆମେ ଲଢେଇ ପାଇଁ ସବୁବେଳେ ପ୍ରସ୍ତୁତ। ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ... ପାଇଖାନା ପାଇଁ ୩୦ ଫୁଟ୍ ଗାତ କଣ ଦରକାର? ପିନାକୀ ବାବୁ କେବଳ ମିସଲିଡ୍ କରୁଛନ୍ତି…
ମୂତ୍ରାଶୟରୁ ବାହାରିଲା ୧୨ ଶହ ଗ୍ରାମର ଏକ ପଥର। ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସେ ସୁସ୍ଥ ହୋଇନଥିଲେ। ଶେଷରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।