ସ୍ୱାମୀ ଛାଡିଦେବା ପରେ ଆରମ୍ଭ ହୋଇଗଲା ସଂଘର୍ଷ। ପିଲାମାନଙ୍କୁ ମଣିଷ କରିବା ପାଇଁ ଠେଲା ଲଗେଇ ଦିନକୁ ରୋଜଗାର କରୁଥିଲେ ମାତ୍ର ୫୦ ଟଙ୍କା। ଆଜି ସେ ଦିନକୁ କରୁଛନ୍ତି ୨ ଲକ୍ଷ ଟଙ୍କା ରୋଜଗାର।
ଉଈହୁଙ୍କା ଭଳି ଝୁମ୍ପୁଡ଼ିରେ ରହୁଛନ୍ତି ୭୦ ବର୍ଷୀୟ ବୃଦ୍ଧା । ୮ବର୍ଷ ଧରି ଅସହାୟ ବଲାଙ୍ଗିର ବାଲିପଟାର ଦୁଃଖଦେଇ । ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା, ଓଟିଭିରେ ଖବର ପରେ ଚେତିଲା ପ୍ରଶାସନ।
ପୁରୀ ଅବକାରୀ ଇନ୍ସପେରଙ୍କ ବଦଳିଲା ମତ। ମୁଁ ଜଣେ ମାନସିକ ରୋଗୀ ବୋଲି କହିଲେ ପୁରୀ ଅବକାରୀ ଇନ୍ସପେକ୍ଟର । ନିଶା ବେପାରୀଙ୍କଠୁ ପୁରୀ ପୋଲିସ ବଟି ନେଉଥିବା କହିଥିଲେ ସଂଜୟ।
୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ ।
ଶିକାରୀଙ୍କ ଗୁଳିରେ ଦନ୍ତା ଗୁରତର ହୋଇ ଜଙ୍ଗଲରେ ରହିଛି।
କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍ କ୍ରେଜ୍ ରହିଛି । ତେବେ ଏହାରି ଭିତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହାର ଏକ ଅଶଂ । କେ-ପପ୍ର ନୂଆ ଗ୍ରୁପ୍ ବ୍ଲାକ୍ ସ୍ୱାନ୍ରେ ସେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।
ଏକର ଏକର କଲରା ଫସଲ କ୍ଷତିଗ୍ରସ୍ତ ହୋଇଛି
ବର୍ଷା ହେଉନି। କେମିତି ହେବ ଚାଷବାସ। ଶେଷରେ ବେଙ୍ଗ ବେଙ୍ଗୁଲି ନାଚ କଲେ ଗାଁ ଲୋକେ ।
ଡାକ୍ତର ଅଭାବ ଯୋଗୁ ଲୋକଙ୍କୁ ମିଳୁନି ସଠିକ ରୋଗୀ ସେବା
କୁମ୍ଭୀର ଯାତାୟତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ
ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା।
୨୦୨୦ରେ କରୋନା ହେବା ଠାରୁ ମାନସିକ ଅବସାଦରେ ଥିଲେ ବୋଲି କହିଲେ ଅବକାରୀ ଇନ୍ସପେକ୍ଟର
ଚିଠି ପରେ ଛୁଟି ମାଗିଲେ ଅବକାରୀ ଇନ୍ସପେକ୍ଟର
୧୪ ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ ।
ମାଳତୀ ନାନିଙ୍କ ଥ୍ରୀ ଇନ୍ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ ଯାଏଁ ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍ ।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି । ଭୋଟ୍ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ । ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି।
ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍ ଭାବେ ଖନନ ଜାରି ରଖିଛନ୍ତି।
ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ।
ମୋ ଚଷମା ଦୋକାନ ଏଇଠି ଥିଲା କିନ୍ତୁ ବିଏମ୍ସି ଉଠେଇ ଦେଲା। ଏତେ ଚଷମା ରଖିଛି ଯେ, ପାଣ୍ଡିଆନ୍ ବାବୁ ବି ମୋ ପାଖରୁ କିଣୁଛନ୍ତି ଚଷମା...ମୁଁ କରିବି କ’ଣ?
ଲଗାତାର ଦୁଇଥର ହାରିଥିଲେ ୨୦୨୪ରେ ନେତାଙ୍କୁ ଟିକେଟ୍ ଦେବନି କଂଗ୍ରେସ? ଚିନ୍ତନ ବୈଠକରେ ନେତା କି କି ନିଷ୍ପତ୍ତି ନେଲେ? କଂଗ୍ରେସରେ BigElephant କିଏ?
ହଇରେ ପିଲା....ତୁ ତ ମୋ ଉପରେ ଏତେ ଗରମ ହେଉଛୁ, ସେପଟେ ଝିଅ ଦେଖୁ ଦେଖୁ ନରମ କଥା କହୁଛି....ତୋ ଖୁରାକୁ ଜୁହାର.....
ପୁଣି ସୋସିଆଲ୍ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭିଡିଓ ଛାଡ଼ିଛନ୍ତି। ଆଜି ସକାଳୁ ସକାଳୁ ୟୁଟ୍ୟୁବ୍ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍ରେ ଏହି ଭିଡିଓ ଅପ୍ଲୋଡ୍ ହୋଇଛି। ମଧ୍ୟ ରାତ୍ରରେ ସେ ଏହି ଭିଡିଓ କରିଥିବା ଜଣାପଡ଼ିଛି।
ସତରେ କଣ ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍? ତାଙ୍କର ପରଲୋକ ହୋଇସାରିଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି....ଭୋଟ୍ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ....ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି....