Septuagenarian woman
ଭିକ ମାଗିବାକୁ ଭୁବନେଶ୍ୱରରୁ ରାଉରକେଲା ଯାଉଛନ୍ତି ଭଗବତୀ। ବର୍ଷା ପବନରେ ଘର ଭାଙ୍ଗିଗଲା....ଧାର ଟଙ୍କା ସୁଝିବା ଲାଗି ରାଜଧାନୀ ମନ୍ଦିରରେ ଭିକ ମାଗୁଥିଲେ। କିନ୍ତୁ ବିଏମସି ମନ୍ଦିରରୁ ତଡ଼ି ଦେବା ପରେ ଟଙ୍କା ସୁଝିବା ପାଇଁ ରାଉରକେଲା ଗଲେ। ରାସ୍ତା କଡ଼ରେ ବସି ଭିକ ମାଗୁଛନ୍ତି, ଯେତିକି ଟଙ୍କା ହେଉଛି ତାକୁ ଧାନ ନେଇଥିବା ଲୋକକୁ ସୁଝୁଛନ୍ତି। ୮୫ ବର୍ଷ ବୟସରେ ବି ସ୍ୱାଭିମାନର ସହ ବଞ୍ଚିଛନ୍ତି ଭଗବତୀ...ଆଉ ତାଙ୍କ ଦୁଃଖ ଶୁଣିଲେ ଆପଣ ବି କାନ୍ଦିବେ...ଦେଖନ୍ତୁ ଏଇ ଭିଡ଼ିଓ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)