ହାତୀ କଙ୍କାଳ ମିଳିବା ଘଟଣାରେ ଜେରା ପାଇଁ ଆସିଥିବା ନିଲମ୍ବିତ ଫରେଷ୍ଟର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗେଟ୍ରେ ପୋଲିସ୍ ଜଗିଥିଲେ ମଧ୍ୟ ଏନେଇ କୌଣସି ଟେର୍ ପାଇ ନଥିଲା।
ତେଲ ଟ୍ୟାଙ୍କରରେ ୫ ଜଣ ଥିଲେ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାମ ଜାରି
ବିଲ ଭିତରେ ଦନ୍ତାକୁ ବିରକ୍ତ କରାଉଥିଲେ କିଛି ଯୁବକ। ହଠାତ୍ ରାଗିଯାଇ ମାଡ଼ି ଆସିଲା ଦନ୍ତା । ଆଉ ତା’ପରେ..
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଟିପ ଚିହ୍ନ ନେଇ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା ।
୪ ବର୍ଷ ହେଲାଣି ମୁଁ ମାଆ ଡାକ ଶୁଣିନି। ରାଣୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆପଣ ସାହାଯ୍ୟ କଲେ କଥା କହିବ ରାଣୀ...ମାଆ ଡାକ ଶୁଣିବେ ରଶ୍ମିତା...
ମହଙ୍ଗା ପଡିଲା ରେକର୍ଡ ଡ୍ୟାନ୍ସ । ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି ।
ମୁଁ କଣ ବୋକା ତାକୁ ଓଟିପି ଦେଇ ଦେବି? ହେଲେ ଅନ୍ୟ ଜଣେ ତୁମ ମୋବାଇଲ ନମ୍ବର ବ୍ୟବହାର କଲା କେମିତି? କଣ କଲ ରିସିଭ କରୁ କରୁ ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଗଲା?
ତୁ କେଡ଼େ ମିଛୁଆ କିରେ? ମୁଁ ତ ଫଳ ବିକୁଛି....ସିଏ ମୋ ପାଖକୁ କେତେବେଳେ ଫଳ ଟିକିଏ ନେବାକୁ ଆସେ...ଆଉ ଏବେ ଇଜ୍ଜତ ନେବା କଥା କହୁଛି...କେଡେ ମିଛୁଆଟା କି?
ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କାନ୍ଥରେ କଳା ଅଙ୍ଗାରରେ ‘ଆମେ ବିଷ ପିଇଛୁ’ ବୋଲି ଲେଖାଯାଇଛି।
ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି ।
ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି। କଟକ ଏସ୍ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି।
ମାଂସ ଆଣିବାକୁ ବଜାରକୁ ଯାଇଥିଲା ପୁଅ। ୧୦ ଦିନ ବିତିଲାଣି କିନ୍ତୁ ଘରକୁ ଫେରିଲାନି। ଖୋଜି ଖୋଜି ନୟାନ୍ତ ହେଲେଣି ବାପା-ମାଆ। ଯାହାକୁ ଦେଖୁଛନ୍ତି ପୁଅକୁ ଖୋଜି ଆଣିବା ପାଇଁ ଗୁହାରି କରୁଛନ୍ତି ହେଲେ ପୁଅ ଫେରୁନି....
ଆଲୋ ଆଲୋ...ମନ୍ତ୍ରୀ ପଦ ପାଉ ପାଉ କାଳିଆ ଶରଣରେ ପଶିଲେଣି ମନ୍ତ୍ରୀଗଣ। ଦେଖୁନାହାନ୍ତି ସିଂହଦ୍ୱାର ସାମ୍ନାରେ କେମିତି ଲାଇନ୍ ଲାଗିଲାଣି ମନ୍ତ୍ରୀଙ୍କର। ଜଣକ ପରେ ଜଣେ ଜଗା ଦର୍ଶନରେ ବ୍ୟସ୍ତ....ହେଲେ ଏଇଠି ମନ୍ତ୍ରୀ ମହୋଦୟଙ୍କୁ କିଏ ମୁଣ୍ଡିଆ ମାଇଲା କିରେ?
ପ୍ରେମ ଶାଶ୍ୱତ, ପବିତ୍ର, ଚିରନ୍ତନ। ହେଲେ ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ବ୍ଲେଡ୍ରେ ନିଜର ହାତ ଓ ଗଳା କାଟି ଦେଇଥିବା ସୂଚନା ମିଳିଛି।
ଔଷଧ ଭାବି ଲଗେଇଥିଲେ, ହେଲେ ଜାଣିନଥିଲେ ଏଭଳି ଦଶା ଭୋଗିବେ
ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ବାରବାଟି ଟି-ଟ୍ୱେଣ୍ଟି ଲଢ଼େଇ ପୂର୍ବରୁ ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ...ପିଟାପିଟିରେ କୁରୁକ୍ଷେତ୍ର ପାଲଟିଲା କାଉଣ୍ଟର ସାମ୍ନା, ନାକେଦମ୍ ପୋଲିସ...
ମଦ୍ୟପାନ କରି ବସ ଚଲାଇବା ପଡିଲା ମହଙ୍ଗା । ଖବର ପାଇ ଅଧାବାଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ବସକୁ ଜବତ କରିବା ସହ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ।
ସରକାରୀ ସ୍ତରରେ ଚାଷୀଙ୍କୁ କୌଣସି ସରକାରୀ ସହାୟତା ଦିଆଯାଉ ନଥିବାବେଳେ ନିଜସ୍ୱ ଖର୍ଚ୍ଚରେ ସେ ଏହି ଚାଷ ଆରମ୍ଭ କରିଛନ୍ତି ।
ଆରବ ଦେଶରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି ଗଞ୍ଜାମର ଦାଦନ ଶ୍ରମିକ। ପୁଅକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକେ ଗୁହାରି କରିଛନ୍ତି।
ହଇରେ ଭାଇ ଆମ ସରକାର ବନ୍ଧ ବାନ୍ଧିଲେ ଆମେ ମାଛ ଖାଉଛୁ, ତୁମ ସରକାର କିଛି କଲେନି ତୁମେ ବାଲି ଖାଅ....
ଭାରି ସୁଆଦିଆ ଚୁଡ଼ା ଚିତଉ। ଟୁକୁଏ ଗୁଡ଼ ଓ ଗୋଲମରିଚ ଦେଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍...ଥରେ ଖାଇଲେ ଜମାରୁ ପାଟିରୁ ଛାଡ଼ିବନି
ମୋବାଇଲ ଫୋନ୍ ପକେଟ୍ରେ ଅଛି। କିନ୍ତୁ ହ୍ୟାକ୍ ହୋଇଗଲା ନମ୍ବର। ପରେ ସାଙ୍ଗସାଥୀଙ୍କ ପାଖକୁ ଫୋନ୍ ଗଲା...ଟଙ୍କା ଦିଅ ବୋଲି କୁହାଗଲା। ହେଲେ ସତ ଜାଣିବା ପରେ....
ଦିନରାତି ବାପାଙ୍କୁ ଅନ୍ତରୀକ୍ଷ ବାବଦରେ ବାପାଙ୍କୁ କରୁଥିଲେ ପ୍ରଶ୍ନ, ଆଜି ନିଜେ ହେଲେ ବୈଜ୍ଞାନିକ। କୋରାପୁଟ୍ର ଉଚ୍ଚ ପାହାଡ଼ ଉପରେ ଛିଡ଼ା ହୋଇ କରୁଥିଲେ ରିସର୍ଚ୍ଚ, ଆଉ ଏବେ ଇସ୍ରୋ ଦେଲା ସୁବର୍ଣ୍ଣ ସୁଯୋଗ। ପୁଅକୁ ନେଇ ଏବେ ଗର୍ବରେ ଫାଟି ପଡ଼ୁଛି ପୂରା ପରିବାର