ମାଂସ ଆଣିବାକୁ ବଜାରକୁ ଯାଇଥିଲା ପୁଅ। ୧୦ ଦିନ ବିତିଲାଣି କିନ୍ତୁ ଘରକୁ ଫେରିଲାନି। ଖୋଜି ଖୋଜି ନୟାନ୍ତ ହେଲେଣି ବାପା-ମାଆ। ଯାହାକୁ ଦେଖୁଛନ୍ତି ପୁଅକୁ ଖୋଜି ଆଣିବା ପାଇଁ ଗୁହାରି କରୁଛନ୍ତି ହେଲେ ପୁଅ ଫେରୁନି....
Published: Pallipuspa Samal
Last updated: 10 June 2022, 09:51 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।