Advertisment

ମାଲାମାଲ୍‌ କଲା ଜୈବିକ ସାର, ୧ କୋଟିରୁ ଅଧିକ ଟଙ୍କା ରୋଜଗାର

ଜୈବିକ ସାର ବିକି ରୋଜଗାର କରୁଛନ୍ତି ବାର୍ଷିକ କୋଟିଏରୁ ଅଧିକ ଟଙ୍କା। ସାରକୁ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ରୋଜଗାର କରୁଛନ୍ତି କୋଟିଏରୁ ଅଧିକ ଟଙ୍କା ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Farmer Becomes Self Reliant By Applying Organic Manure In Farming

Farmer Becomes Self Reliant By Applying Organic Manure In Farming

ଜୈବିକ ସାର ବିକି ରୋଜଗାର କରୁଛନ୍ତି ବାର୍ଷିକ କୋଟିଏରୁ ଅଧିକ ଟଙ୍କା। ନିଜେ ସ୍ୱାବଲମ୍ବୀ ହେବା ସହ ୨୦ ଜଣଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। କୁଆଁରମୁଣ୍ଡା ଅଞ୍ଚଳର ଉଦୟଚନ୍ଦ୍ର ପାତ୍ରଙ୍କ ଜୈବିକ ଫାର୍ମ ଏବେ ଯୁବଚାଷୀଙ୍କୁ ପ୍ରେରଣା ଯୋଗାଇଛି।   

Advertisment

ଉଦୟଚନ୍ଦ୍ରଙ୍କ ବୟସ ୮୦ ପାର୍‌ ହୋଇଥିଲେ ବି ସହାୟକଙ୍କ ସହ ମିଶି ସେ ଟନ୍ ଟନ୍ ଜୈବିକ ସାର ପ୍ରସ୍ତୁତ କରୁଛନ୍ତି। ସାରକୁ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ରୋଜଗାର କରୁଛନ୍ତି କୋଟିଏରୁ ଅଧିକ ଟଙ୍କା । 

ମହୁ, ପାଚିଲା କଦଳୀ, ଅଙ୍ଗୁର, ଅଦା, ରସୁଣ ଭଳି ବହୁ ଜିନିଷରେ ତିଆରି ହେଉଛି ଏହି ଜୈବିକ ସାର। କେବଳ ସେତିକି ନୁହେଁ ବାଡ଼ିରେ ଆମ୍ବ ଠାରୁ ଆରମ୍ଭ କରି ଲିଚୁ ଭଳି ବିଭିନ୍ନ ଫଳ ଫଳାଇଛନ୍ତି ଉଦୟ। 

Advertisment
Organic Farming
Advertisment
Advertisment