ଗଛ ଲଗାଇ ଆସିବା ପରେ ଗଛ ଚାରା ଉପାଡ଼ି ନେଉଥିଲେ ଅସାଧୁ ବ୍ୟକ୍ତି। ବାରମ୍ବାର ଲୁହାର ତାର ଦେବା ପରେ ବି ସ୍ଥିତି ସୁଧୁରିଲାନି। ଠାକୁରଙ୍କ କନା ଓ ଫଟୋ ଲଗାଇବା ପରେ ଏବେ ଚାରା ଗଛକୁ ଉପାଡ଼ୁ ନାହାନ୍ତି ଅସାଧୁ ବ୍ୟକ୍ତି...ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ସ୍ୱତନ୍ତ୍ର ଭିଡ଼ିଓ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି।
ଭୂରିଭୂରି ପ୍ରଶଂସା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ମତେ ଅଧା ରାସ୍ତାରେ ଛାଡି ଦେଇ ପଳାଇଲେ। ଫୋନ୍ କଲେ ଉଠାଇବେନି କି କଲବ୍ୟାକ୍ କରିବେନି....ସବୁବେଳେ ଖାଲି ୱେଟିଂ ଆସିବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏତେ ମନାନ୍ତର ରହିଛି କିନ୍ତୁ ଦୁଇ ପକ୍ଷର ପରିବାର କିଛି ଜାଣିନାହାନ୍ତି। ଏବେ ସମାଧାନ ପାଇଁ ସତ୍ୟାନନ୍ଦ-କୁମୁଦିନୀ ପହଞ୍ଚିଛନ୍ତି ଆଶାର ଆଲୋକ ମଞ୍ଚରେ...ଦେଖନ୍ତୁ ଏଇ ଭିଡ଼ିଓ
ଆଲୋ ଆଲୋ ଇଏ କ’ଣ? ରଜରେ କଣ ଏମିତି ସାଙ୍ଗ ହୋଇ ଦୋଳି ଖେଳୁଛନ୍ତି ଦୁଇ ମନ୍ତ୍ରୀ....ହଁ, ଏମାନେ ଭାବୁଥିବେ ଆମେ ଦୁଇମନ୍ତ୍ରୀ ତୁଷାର-ସମୀର ନବୀନଙ୍କ ଭାରି ପସନ୍ଦ....ଦେଖୁନୁରେ ନାରଣ କେମିତି ସାଙ୍ଗ ହୋଇ ଖେଳୁଛନ୍ତି ଦୋଳି...
ଲଙ୍କା, ରସୁଣ ଛେଚା...କଟା ପିଆଜ ଓ ଲେମ୍ବୁ ରସ ଦେଇ ତିଆରି କରନ୍ତୁ ଲେମ୍ବୁ ଚିକେନ୍ ରୋଷ୍ଟ..ଗରମ ହେଉ କି ପଖାଳ ଯାହା ସାଙ୍ଗରେ ବି ଖାଇଲେ ଟେଷ୍ଟ ପୂରା ଜବରଦସ୍ତ ଆସିବ....ଏବେ ଟିପି ରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ..
ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ ଦ୍ରୋପଦୀ।
ପାଣି ଭିତରୁ ତାକୁ ପୂର୍ବରୁ କଢ଼ାଗଲାନି କାହିଁକି ? ଠିକ୍ ଚିକିତ୍ସା କରାଯାଇଥିଲା ତ ?
SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ ।
ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ଭକ୍ତି ଭାବରେ ସେବା କରୁଛନ୍ତି ଆଦିବାସୀ ସେବକ । ଶାବର ଶ୍ରୀକ୍ଷେତ୍ରର ଏ ଅନନ୍ୟ ପରମ୍ପରା। ଏଇ ଅଣସର ସମୟରେ ଦେଖନ୍ତୁ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହା ଯାଉଥିବା ଶାବର ଶ୍ରୀକ୍ଷେତ୍ର କୋରାପୁଟରେ କିପରି ଜଣେ ଆଦିବାସୀ ସେବକ ପ୍ରଭୁଙ୍କ ଅଙ୍ଗଲାଗି ସେବା କରୁଛନ୍ତି ।
ଆଜି ବି ମନେ ପଡ଼େ ସେଇ ନଅଙ୍କ ଦୁର୍ଭିକ୍ଷର କଥା। ପ୍ରଶାସନିକ ଅବହେଳା ପାଇଁ ଚାହୁଁଚାହୁଁ ୧୦ ଲକ୍ଷ ଲୋକଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଆଉ ପଡ଼ି ରହିଥିଲା ଶହଶହ କଙ୍କାଳସାର ମଣିଷଙ୍କ ଶବ..ପରିବେଶବିତ୍ କହୁଛନ୍ତି କିଛି କହିହେବନି..କେତେବେଳେ ଆମେ ବି ସାମ୍ନା କରିପାରିବା ନଅଙ୍କ ଦୁର୍ଭିକ୍ଷର ଦଶା..
କୋଣାର୍କକୁ ରେଳ ସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ । ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁଠୁ କରାଯିବ ସେ ନେଇ ହେବ ସର୍ଭେ । ରେଳ ଲାଇନ୍ ସର୍ଭେ ନେଇ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
କ୍ୟାନସରକୁ ମାତ୍ ଦେଇଥିବା ସ୍ୱାଗତିକା ଦୁଃସାହସିକ ପର୍ବତ ଆରୋହରଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
ଓଡ଼ିଶା ହାତରୁ ଖସିଯିବ କି କୋଟିଆ ?
ପୁଅର ମୃତ୍ୟୁକୁ ଭୁଲି ପାରୁନି ମାଆ। କହୁଛି, ଭାତ ବାଢିଥିଲି ଖାଇକି ଗଲା ଯେ ଆଉ ଫେରିଲାନି। ସେପଟେ ସ୍ତ୍ରୀ କହୁଛି, ଥଣ୍ଡା ପିଉଥିବା ବେଳେ ଫୋନ୍ କରିଥିଲେ। ୩୦ ମିନିଟ୍ରେ ପହଞ୍ଚିବେ ବୋଲି ଫୋନ୍ ବି କଲେ, ହେଲେ ଆଉ ଫେରିଲେନି। ପୁଅ କହୁଛି, ବାପାଙ୍କ ହତ୍ୟାକାରୀକୁ ଦିଆଯାଉ କଠୋର ଦଣ୍ଡ । ଜାଣନ୍ତୁ କଣ ଥିଲା ପୂରା ଘଟଣା..
ଏଇ ଏବେ ହେଲା ଦେଖା, କିଛି ଗୋଟେ ହେଲା ଲେଖା। ଟ୍ରାଡ଼ିସ୍ନାଲ ଡ୍ରେସ ପିନ୍ଧିବାକୁ ଏଣିକି ଭଲ ପାଇଲେଣି ରାଗିଣୀ....ଅଲଗା ଅଲଗା ଗେଟ୍ଅପ୍ ନେବା ପାଇଁ ଭଲପାଆନ୍ତି ରାଗିଣୀ....ଭାରି ସୁନ୍ଦର ଦିଶୁଛି ମଥା ସେଇ ମାଙ୍ଗ୍ ଟିକା... ଶୁଣନ୍ତୁ କଣ କହୁଛନ୍ତି ଓଲିଉଡ୍ ନାୟିକା ରାଗିଣୀ
ଯୋଗକୁ ଆହୁରି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ବାନ୍ଧକଳାରେ ଯୋଗକୁ ସ୍ଥାନିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ ।
ଆଲୋ ଆଲୋ ଇଏ କ’ଣ? ଧନୀ ସଭାପତି ଯାଉ ଯାଉ କଂଗ୍ରେସିଆଙ୍କୁ ଶନି ଦଶା ପଡିଲା କି? ନିରଞ୍ଜନ ବାବୁ କ’ଣ ଏମିତି କହିଲେ? ଆମର ଏତେ ବଡ଼ ଅଫିସ୍ରେ ଲେଟର ପ୍ୟାଡ୍ ନାହିଁ....ଇଏ କ’ଣ ହେଲାରେ ନାରଣ? କ୍ଷମତାରେ ତ ଦଳ ନାହିଁ, ଟଙ୍କା ଆସିବ କେଉଁଠୁ ?
ପିଲାଟି ଦିନରୁ ଉମାକାନ୍ତଙ୍କର ଚିତ୍ର ପ୍ରତି ପ୍ରବଳ ଦୁର୍ବଳତା ଥିଲା । ସେଥିପାଇଁ ତ ଯେଉଁଠି ବସିଲେ ବି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଛନ୍ତି ଉମାକାନ୍ତ।
ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗାଡି ଉପରେ ପଡ଼ିଲା ତୋରଣ
5Gର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ 5-ଜି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
୫୧ ଟ୍ରାକ୍ଟର, ୧୫୦ ବରଯାତ୍ରୀ ନେଇ କନିଆଁ ଘରକୁ ବାହାରିଲା ବର। ବାଜୁଥିଲା ବ୍ୟାଣ୍ଡ ବାଜା..ନାଚୁଥିଲେ ବରଯାତ୍ରୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ..
ଗଣ୍ଡଗୋଳରୁ ଜାଳିଦେଲେ ସ୍କୋର୍ପିଓ କାର । କିଏ ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ଜଣାପଡିନାହିଁ ।
ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲୁକାକଳା । ବାଲୁକାକଳା ମାଧ୍ୟରେ ଯୋଗ ସଚେତନତାର ବାର୍ତ୍ତା ଦେଲେ ବାଲୁକଶିଳ୍ପୀ ।
ଫସଲ ନଷ୍ଟ କରୁଥିବାରୁ ଗୁଳି ଚଳାଇବାକୁ ବି ପଛାଉ ନାହାଁନ୍ତି ଲୋକେ । କିଛି କ୍ଷେତ୍ରରେ ବନ କର୍ମଚାରୀଙ୍କ ତ୍ରୁଟି ଓ ଉଦାସୀନତାରୁ ବି ହାତୀଙ୍କ ଜୀବନ ଯାଉଛି । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ ।