ମତେ ଅଧା ରାସ୍ତାରେ ଛାଡି ଦେଇ ପଳାଇଲେ। ଫୋନ୍ କଲେ ଉଠାଇବେନି କି କଲବ୍ୟାକ୍ କରିବେନି....ସବୁବେଳେ ଖାଲି ୱେଟିଂ ଆସିବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏତେ ମନାନ୍ତର ରହିଛି କିନ୍ତୁ ଦୁଇ ପକ୍ଷର ପରିବାର କିଛି ଜାଣିନାହାନ୍ତି। ଏବେ ସମାଧାନ ପାଇଁ ସତ୍ୟାନନ୍ଦ-କୁମୁଦିନୀ ପହଞ୍ଚିଛନ୍ତି ଆଶାର ଆଲୋକ ମଞ୍ଚରେ...ଦେଖନ୍ତୁ ଏଇ ଭିଡ଼ିଓ
Published: Pallipuspa Samal
Last updated: 22 June 2022, 01:02 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।