ହାରିଲା କ୍ୟାନସର, ଜିତିଲେ ସ୍ୱାଗତିକା। ରୋଗରୁ ଭଲ ହେବା ପରେ ଚଢିଲେ ୧୨ ହଜାର ଫୁଟ୍ ଉଚ୍ଚର ଏଇ ପାହାଡ଼। ସାଙ୍ଗରେ ଥିଲେ ୮ କ୍ୟାନସରରୁ ଭଲ ହୋଇଥିବା ରୋଗୀ। ଆଗାମୀ ଦିନରେ ଏଭେରେଷ୍ଟ ଚଢିବାକୁ ରଖିଛନ୍ତି ଲକ୍ଷ୍ୟ...ସେପଟେ ବାପା କହୁଛନ୍ତି....କ୍ୟାନସରରେ ପଡ଼ି ଝିଅ ହାର ମାନିନି...ଅନ୍ୟ ରୋଗୀଙ୍କୁ ହାର ନମାନନ୍ତୁ....
Published: Pallipuspa Samal
Last updated: 22 June 2022, 04:54 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।