• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Apana Eka Nuhanti
ଆଖି, କିଡନୀ, ବ୍ରେନରେ ଟ୍ୟୁମର...ସାହାଯ୍ୟ ମିଳିଲେ ହେବ ଚିକିତ୍ସା...ପୁଣି ଥରେ ଭଲ ପାଠ ପଢିବେ ପାର୍ଥ...

ସୁନା ପୁଅଟିଏ...ବାପା ମାଆ ଯାହା କୁହନ୍ତି ତାହାକୁ ଅକ୍ଷରେ ଅକ୍ଷରେ ସେ ମାନନ୍ତି। ବେଶ୍ ଭଲ ପାଠ ବି ପଢନ୍ତି। ହେଲେ ସେଇ ସୁନା ପୁଅ ଏବେ ରୋଗରେ ପଡ଼ିଛି। ପାର୍ଥଙ୍କୁ ଭଲ କରିବା ପାଇଁ ମାଆ କାନ୍ଦୁଛି ତ ଆଇ କାନ୍ଦୁଛି...ଆଉ ପୁଅର କଷ୍ଟ ଦେଖି ବାପା ପୂରା ଚୁପ୍‌। ବ୍ରେନ, ଆଖି ଓ କିଡନୀରେ ଟ୍ୟୁମର ହେବାରୁ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି ସୁନା ପୁଅ।

Woman stages sit-in outside boyfriend's home demanding marriage
‘ସ୍ତ୍ରୀର ଅଧିକାର ନମିଳିବା ଯାଏ, ମୁଁ ଏମିତି ତାଙ୍କ ଘର ଆଗରେ ଧାରଣା ଦେବି’

ପତ୍ନୀର ମାନ୍ୟତା ଦାବି ନେଇ ଦେଢ ବର୍ଷର ଶିଶୁକୁ ଧରି ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଜଣେ ମହିଳା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏହି ଘଟଣା ଘଟିଛି।

Special story
ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ର

ସିବିଆଇ ନୋଟିସ୍‌ ପରେ ଆଜି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।

World record - 6 million facebook users followed President
ରେକର୍ଡ କଲେ ଦ୍ରୌପଦୀ ମୁର୍ମୁ....ମାତ୍ର ୧୦ ଦିନରେ ୬ ମିଲିୟନ ହେଲେ ଫଲୋରସ୍‌

ରାଷ୍ଟ୍ରପତି ହେବା ପରେ ରେକର୍ଡ କଲେ ମାଡାମ୍‌ ଦ୍ରୌପଦୀ ମୁର୍ମୁ। ମାତ୍ର ୬ ଦିନରେ ତାଙ୍କୁ ଫେସବୁକ୍‌ରେ ଫଲୋ କଲେ ୬ ମିଲିୟନ୍‌ ୟୁଜର୍ସ...ସାରା ଦେଶରେ ଏହାକୁ ନେଇ ବଢିଲା ଚର୍ଚ୍ଚା

Konark farmer cultivates Betelnut
୧୫ ଗୁଣ୍ଠ ଜମିରେ କରିଛନ୍ତି ଗୁଆ ଚାଷ...ରୋଜଗାର ହେଉଛି ୫ ଲକ୍ଷ...

୧୫ ଗୁଣ୍ଠ ଜମିରେ ପରିଶ୍ରମ କରି ଫଳାଇଛନ୍ତି ଗୁଆ। ଏତେ ମାତ୍ରାରେ ଫଳ ଫଳୁଛି ଯେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି। ଗୁଆ ଚାଷ କରି ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା...ଦେଖନ୍ତୁ ଏଇ ଭିଡ଼ିଓ

13-year-old girl missing for over a month
‘ମାସେ ହେଲା ମୋ ଝିଅର ପତ୍ତା ମିଳୁନି, ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ’

ମାସେ ହେଲାଣି ୧୩ ବର୍ଷର ନାବାଳିକା ନିଖୋଜ। ମହିଳା ଓ ତାଙ୍କ ପୁଅ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଫଳ ଶୂନ୍‌। ଶେଷରେ ଝିଅକୁ ଉଦ୍ଧାର ଲାଗି ମହିଳା ଜଣକ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି।

News Fuse
ଇଏ କଣ? ରାତି ଅଧରେ କଣ ଗାତ ଜଗିଲେ ମେୟର?

ଆଲୋ ଆଲୋ ଇଏ କଣ? ରାସ୍ତା ମଝିରେ ବିରାଟ ଗାତ...ଆଉ ସେଇ ଗାତକୁ ଜଗିଛନ୍ତି ମେୟର ବାବୁ…ହେଲେ ଇଏ ନନ୍ଦିସାହିରେ ଏତେ ବଡ ଗାତ କଲା କିଏ? ନାରଣ ତୁ ଖାଲି ଚିତ୍ର ଦେଖ୍‌...ବାକି ଉତ୍ତର ଆପେ ଆପେ ପାଇଯିବୁ...

Elephant Attack, Viral Video
ଲୋକଙ୍କ ଆଖି ଆଗରେ ପୂଜାରୀଙ୍କୁ ଦଳି ମାରିଦେଲା ଦନ୍ତା ! ଦେଖନ୍ତୁ ଭିଡିଓ..

ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା । 

State Govt. Add
ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ ପ୍ରୀତି, ଫେସବୁକ୍-ଇନ୍‌ଷ୍ଟାରେ ଲକ୍ଷ ଲକ୍ଷ ଖର୍ଚ୍ଚ

୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ ।

Dead Body
ମାଆ-ଝିଅ କାହିଁକି ନେଲେ ଏଭଳି ଚରମ ନିଷ୍ପତ୍ତି ? କାରଣ ଖୋଜୁଛି ପ୍ରଶାସନ

ଖପ୍ରାଖୋଲରେ ମାଆ-ଝିଅ ବିଷ ପିଇ ଆତ୍ମହତ୍ୟା ଘଟଣା । ଅଭାବ ଅନଟନ, ଋଣ ଭାର ଓ ରୋଗ ଯନ୍ତ୍ରଣାରୁ ଜୀବନ ହାରିଥିବା କହିଲେ ସାମାଜିକ କର୍ମୀ । CWC ଦାୟିତ୍ୱରେ ବର୍ତ୍ତି ଯାଇଥିବା ୪ ବର୍ଷର ଶିଶୁ । 

  • Thursday, 04 August 2022
Kaju farmer
ଏତେ ମାତ୍ରାରେ କାଜୁ ଚାଷ ହେଉଛି ଯେ, ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ଚାଷୀ

କାଜୁ ବିକ୍ରିର ସଠିକ ବଜାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାଜୁ ଚାଷୀ ।

  • Thursday, 04 August 2022
Electric Shock
ବିଦ୍ୟୁତ ବିଭାଗର ଚରମ ଅବହେଳା ! ଦୁଇ ହାତ ହରାଇଲା ୭ ବର୍ଷର ନାବାଳକ..

ଘର ଛାତ ପାଖରେ ଓହଳି ରହିଥିଲା ୧୧ କେଭି ବିଦ୍ୟୁତ ତାର । ଛାତ ଉପରକୁ ଗଲେ ପ୍ରାଣ ଯେ, କେତେବେଳେ ଚାଲିଯିବ ତାହା କେହି ବି କହିପାରିବେ ନାହିଁ । ଦେବଗଡ ଜିଲା ରିଆମାଳର ଲକ୍ଷ୍ମୀପୁର ଗାଁରେ ବିଦ୍ୟୁତ ବିଭାଗର ଏଭଳି ଚରମ ଅବହେଳା ପାଇଁ କଷ୍ଟ ପାଉଛି କୁନି ପୁଅ ।

Berhampur : Pest infested Chhatua distributed in Jagadalpur anganwadi centre
ଲୋକେ ଖାଉଛନ୍ତି ପୋକରା ଛତୁଆ !

ବ୍ରହ୍ମପୁର ଜଗଦଳପୁରରେ ପୋକରା ଛତୁଆ ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଉପଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କଲେ ଲୋକେ….

SCB Medical
SCB ମେଡିକାଲରେ ଦଲାଲଗିରି; ୭୫୦ ଦିଅ, ଅଲଟ୍ରାସାଉଣ୍ତ କର !

ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍‌ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ

THE GREAT ODISHA POLITICAL CIRCUS
ପଛରେ ଗଛ ଲଗେଇବି...ଆଗେ ଫଟୋ ଉଠେଇ ଫେସବୁକ୍‌ରେ ପୋଷ୍ଟ କର...

ଆସ ଆସ ଲଗାଇବା ଗଛ...ବଞ୍ଚିଥିବା ବେଳେ ଦେବ ପବନ, ମଲା ପରେ ଦେବ କାଠ। ସାର୍‌ ଆପଣ ଯୋଉ ଚାରା ଧରିଛନ୍ତି ସେଇଟା ବଡ଼ ହେଲେ ଆମେ ସମସ୍ତେ ମିଶି ହସିବା। ଆବେ ଦୁନିଆ ଦେଖିଲେ ମୋର ଲାଭ କଣ? ମୁଁ ଖାଲି ହସିବା ଦରକାର...ଇଏ କାଳେ ଆମ ନେତା?

Babushan Mohanty
ବାବୁସାନଙ୍କ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ପତ୍ନୀ ତୃପ୍ତିଙ୍କ ସହ ବିବାଦ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ବାବୁସାନ । ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନର ପୂର୍ଣ୍ଣଚ୍ଛେଦ ପଡ଼ିଛି ।

Aamir Khan's stardom
ଆଉ ବଲିଉଡ୍‌ରେ ଚାଲୁନି ଅମୀର ଖାନ୍‌ଙ୍କ ଫିଲ୍ମ?

ବଲିଉଡ୍‌ରେ ଆଉ ଚାଲୁନି ଅମୀର ଖାନ୍‌ଙ୍କ ଫିଲ୍ମ। ଆକ୍ଟିଂ ଦେଖିବାକୁ ପସନ୍ଦ କରୁନାହାନ୍ତି କି ଲୋକେ? ନା କଣ ରହିଛି ଅନ୍ୟ କାରଣ?

Murder In khurdha
ଖୋର୍ଦ୍ଧାରେ ଚାଞ୍ଚଲ୍ୟ ! ଛାତ ଉପରେ ଶୋଇଥିବାବେଳେ ଯୁବକଙ୍କୁ ହତ୍ୟା

ଘର ଛାତ ଉପରେ ଶୋଇଥିବାବେଳେ ହତ୍ୟା...ମାରଣାସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ...

Making News
ମୁଁ କହିବି, ତୁ ମୋର କଣ ଓଖାଡି ଦେବୁ?

ଜାଗା ଭାଗ ହେଲେ ବାପା ରହିବେ କେଉଁଠି? କହିଦେଉଛି ସେଇଟାକୁ ଜମା ମଝିରେ ଏପଟ ସେପଟ କରନି..ନହେଲେ ଫୋପାଡି ଦେବି

scb medical
SCBରେ ଚାଲିଛି ବଡ଼ ଘୋଟାଲା...ବିନା ଲାଞ୍ଚରେ ହେଉନି ଅଲଟ୍ରାସାଉଣ୍ଡ !

ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍‌ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ

Cyber Crime
MSME ଆପ୍‌ ଡାଉନଲୋଡ୍‌ କରୁ କରୁ ଆକାଉଣ୍ଟରୁ ଗାଏବ ହେଲା ଟଙ୍କା...

ସରକାରୀ ଆପ୍‌ ଡାଉନଲୋଡ୍‌ କରୁ କରୁ ଆକାଉଣ୍ଟ ହୋଇଗଲା ଖାଲି। ଫୋନ୍‌ କରି ମାଗିଲେ ଟଙ୍କା...କହିଲେ ଯଦି ନଦେବ ତେବେ...ଦେଖନ୍ତୁ ଏହା ପରେ ହେଲା କଣ?

selfish dog owner
ସ୍ୱାର୍ଥପର ମଣିଷ, ବୁଢ଼ା ହେଇଗଲା ବୋଲି ପୋଷା କୁକୁରକୁ ରାସ୍ତାରେ ଛାଡ଼ି ଛୁ

ଘରର ଷ୍ଟାଟସ୍ ଓ ସୁରକ୍ଷା ବଢ଼େଇବା ପାଇଁ, ଦିନେ ଯେଉଁ ବିଦେଶୀ କୁକୁରଟିକୁ ଘରକୁ ଆଣିଥିଲେ, ଆଜି ତାକୁ ରାସ୍ତାକଡ଼ରେ ଛାଡ଼ି ଲୁଚି ଲୁଚି ପଳେଇଛନ୍ତି। କାରଣ ହେଲା, କୁକୁରଟି ବୁଢ଼ା ହୋଇଗଲା ଆଉ ତାକୁ ରୋଗ ମାଡ଼ି ବସିଲା। ମଣିଷ କ’ଣ ଏତେ ସ୍ୱାର୍ଥପର ପାଲଟି ଯାଇପାରେ? ଦେଖନ୍ତୁ ଏହି ଭିଡିଓ

Market Building
ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ୩ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ। ମାର୍କେଟ ବିଲ୍ଡିଂ ଭିତରେ ଉଠା ଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍‌ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।

Special story
ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତ୍ୟୁ : ଓଟିଭି ଇଂଲିଶ୍ ସୋସିଆଲ୍ ମିଡିଆ ଟିମରେ କରୁଥିଲେ କାମ

ପଟିଆ ରେଳ ଷ୍ଟେସନ ନିକଟ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି ।