ଦିନେ ସେ କୁଖ୍ୟାତ ମାଓବାଦୀ ଥିଲେ। ରାତି ରାତି ଜଙ୍ଗଲରେ ବୁଲୁଥିଲେ। ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିଲେ। ହେଲେ ଏବେ ତାଙ୍କ ପରିବର୍ତ୍ତନ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମୀକିରେ ପାଲଟିଯାଇଛନ୍ତି। ମାଲକାନାଗିରରୁ ଚାଲନ୍ତୁ ଦେଖିବା ଏ କାହାଣୀ
Published: Pallipuspa Samal
Last updated: 05 August 2022, 02:44 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।